ଟାଙ୍ଗୀ ବ୍ଲକ କୟଳପଡ଼ା ବାତ୍ୟା ଆଶ୍ରୟସ୍ଥଳୀରେ ବନ୍ୟାବାତ୍ୟା ପୂର୍ବ ପ୍ରସ୍ତୁତି ମକ ଡ୍ରିଲ

ଟାଙ୍ଗୀ ବ୍ଲକ କୟଳପଡ଼ା ବାତ୍ୟା ଆଶ୍ରୟସ୍ଥଳୀରେ ବନ୍ୟାବାତ୍ୟା ପୂର୍ବ ପ୍ରସ୍ତୁତି ମକ ଡ୍ରିଲ #ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକର କୟଳପଡ଼ା ପଞ୍ଚାୟତର ବାତ୍ୟା ଆଶ୍ରୟ ସ୍ଥଳିରେ ଓଡିଶା ସରକାରଙ୍କ ଓସଡ଼ମା ତରଫରୁ ପ୍ରତି ବର୍ଷ ପରି ଚଳିତ ବର୍ଷ କଟକ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ବନ୍ୟାବାତ୍ୟା ପୂର୍ବ ପ୍ରସ୍ତୁତି ନେଇ ମକ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ଟାଙ୍ଗୀ ବ୍ଲକ ବିଡିଓ ଆଶୁତୋଷ ମିଶ୍ର ଓ ଅତିରିକ୍ତ ବିଡିଓ ଶାଶ୍ୱତ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଆଜି…

Read More

ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କର ନବଯୌବନ ଦର୍ଶନ

ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କର ନବଯୌବନ ଦର୍ଶନ     #ପୁରୀ (ଏନ୍‌.ଏମ୍‌.): ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆସନ୍ତା କାଲି ଆରମ୍ଭ ହେବ । ଏହି ଅବସରରେ ପ୍ରଭୁ ଶ୍ରୀଜଗନ୍ନାଥ, ଭ୍ରାତ ବଳରାମ ଓ ଭଗିନୀ ସୁଭଦ୍ରାଙ୍କ ସହ ସୁଦର୍ଶନ ମହାପ୍ରଭୁ ରଥାରୂଢ଼ ହୋଇ ମାଉସୀମା’ ଘରକୁ ୯ଦିନ ପାଇଁ ବୁଲିଯିବେ । ଏଥି ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର ଧାମ । ସ୍ନାନପୂର୍ଣ୍ଣିମାରେ ପ୍ରଭୁ ମହାସ୍ନାନ କରିବା ପରେ ଅସୁସ୍ଥ ହୋଇଥିଲେ । ସେବକ ବୈଦମାନଙ୍କ ବିଭିନ୍ନ…

Read More

କଟକରେ ଷଷ୍ଠ ଷ୍ଟାର କଳଚରାଲ ଫେଷ୍ଟିଭାଲ ଉଦ୍‌ଘାଟିତ

କଟକରେ ଷଷ୍ଠ ଷ୍ଟାର କଳଚରାଲ ଫେଷ୍ଟିଭାଲ ଉଦ୍‌ଘାଟିତ #କଟକ(ଏନ୍‌.ଏମ୍‌.): କଳା ଓ ସଂସ୍କୃତିର ସହର କଟକରେ ଷ୍ଟାର କଲଚରାଲ ଫେଷ୍ଟିଭାଲର ୬ଷ୍ଠ ବାର୍ଷିକ ଉତ୍ସବ ସ୍ଥାନୀୟ କଳାବିକାଶ କେନ୍ଦ୍ର ଠାରେ ଉଦ୍‌ଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଭଳି ବିଭିନ୍ନ ରାଜ୍ୟର ନାମୀଦାମୀ କଳାକାରମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । କଟକ ହିଁ କଳା ସଂସ୍କୃତିର ସମନ୍ୱୟର କେନ୍ଦ୍ରବିନ୍ଦୁ ବୋଲି ମିଶନ ଜିରୋ ଏଫର ନିର୍ଦ୍ଦେଶିକା ରଶ୍ମିତା ମିଶ୍ର…

Read More

ଓଡିଶା ଫେସନ ଭିଲ୍ଲା ତରଫରୁ ରଜ ରାଜକୁମାରୀ ପ୍ରତିଯୋଗିତା

ଓଡିଶା ଫେସନ ଭିଲ୍ଲା ତରଫରୁ ରଜ ରାଜକୁମାରୀ ପ୍ରତିଯୋଗିତା #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡିଶାର ପୁରାତନ ତଥା ବୃହତ୍ ଫେସନ୍ ମଡେଲ ପ୍ରଶିକ୍ଷଣ ସଂସ୍ଥା, ଓଡିଶା ଫେସନ ଭିଲ୍ଲା ତରଫରୁ ୨୦୨୩ ରଜ ଉତ୍ସବ ଉପଲକ୍ଷେ ରାଜକୁମାରୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଓଡିଶାର ବିଭିନ୍ନ ପ୍ରାନ୍ତରୁ ବହୁ ଯୁବତୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଅନ୍‌ଲାଇନ୍ ଏବଂ ଅଫ୍‌ଲାଇନ୍ ପ୍ରତିଯୋଗିତା ଦ୍ୱାରା ବଛା ଯାଇଥିଲା ୧୫ ପ୍ରତିଯୋଗୀଙ୍କୁ । ଭୁବନେଶ୍ୱରର ଏକ ହୋଟେଲ୍‌ରେ ଏହି ପ୍ରତିଯୋଗିତାର…

Read More

କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କ ମୃତ୍ୟୁ: ଚିକିତ୍ସା ଅବହେଳା ଅଭିଯୋଗ

କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କ ମୃତ୍ୟୁ: ଚିକିତ୍ସା ଅବହେଳା ଅଭିଯୋଗ #କେନ୍ଦ୍ରାପଡ଼ା(ଏନ୍‌.ଏମ୍‌.): ରାଜ୍ୟରେ ଜନସାଧାରଣଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ଚିକିତ୍ସା କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ନିମନ୍ତେ ଗୁରୁତ୍ୱ ଦେଉଛନ୍ତି । ମାତ୍ର ଚିକିତ୍ସକଙ୍କ ଅବହେଳା ଯୋଗୁଁ ରୋଗୀମାନେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେବା ଭଳି ସଂଗୀନ ଅଭିଯୋଗ ଉଠିଛି । ଏଭଳି ଅଭିଯୋଗ କେନ୍ଦ୍ରାପଡ଼ା ଜିଲ୍ଲାରୁ ଉଠିଥିବା ଜଣାପଡ଼ିଛି…

Read More

ବାହାନଗା ରେଳ ଦୁର୍ଘଟଣା: ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ  ଆଉ ଜଣଙ୍କର ମୃତ୍ୟୁ 

ବାହାନଗା ରେଳ ଦୁର୍ଘଟଣା: ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ  ଆଉ ଜଣଙ୍କର ମୃତ୍ୟୁ  #କଟକ(ଏନ୍‌.ଏମ୍‌.): ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ବିହାର ବାସିନ୍ଦା ପ୍ରକାଶ ରାମ (୧୭) ବୋଲି ମେଡ଼ିକାଲ ସୂତ୍ରରୁ ସୂଚନା ମିଳିଛି । ପ୍ରକାଶଙ୍କର ଆସିୟୁରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା କଟକ ବଡ଼ମେଡ଼ିକାଲ (ଏସସିବି)ର କୁଳ ସଚିବ ଡକ୍ଟର ଅବିନାଶ ରାଉତ ପ୍ରକାଶ କରିଛନ୍ତି ।…

Read More

ଢେଙ୍କାନାଳ କାମାକ୍ଷାନଗରରେ ବିଜେଡି ନେତାଙ୍କୁ ଗୁଳିମାଡ଼: କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି

ଢେଙ୍କାନାଳ କାମାକ୍ଷାନଗରରେ ବିଜେଡି ନେତାଙ୍କୁ ଗୁଳିମାଡ଼: କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ଢେଙ୍କାନାଳ(ଏନ୍‌.ଏମ୍‌.): ପୁଣି ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ଉପରୁ ଗୁଳିମାଡ଼ । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଗୁଳିକାଣ୍ଡ ଘଟଣାର ତଦନ୍ତ ଶେଷ ହୋଇନଥିବାବେଳେ ପୁନର୍ବାର ଢେଙ୍କାନାଳରେ ଫୁଟିଲା ଗୁଳି । ସେ ପୁଣି ଜଣେ ବିଜେଡି ନେତା । ତେବେ ବିଜେଡି ନେତାମାନଙ୍କ ଉପରୁ ଗୁଳି ଚଳାଇବା ଘଟଣା ରାଜ୍ୟବାସୀଙ୍କୁ ଚକିତ କରିଛି । ତେବେ ବିଜେଡି ନେତାମାନେ କାହିଁକି ଟାର୍ଗେଟକୁ ଆସୁଛନ୍ତି ସେ…

Read More

କଟକରେ ନିଆରା ରାଜନୈତିକ ରଜ ମଉଜ

କଟକରେ ନିଆରା ରାଜନୈତିକ ରଜ ମଉଜ ଦୁଇ ବିଧାୟକଙ୍କୁ ଦୋଳିରେ ଝୁଲାଇ ଇତିହାସ ସୃଷ୍ଟି କଲେ ମେୟର #କଟକ(ଏନ୍‌.ଏମ୍‌.): ଓଡ଼ିଶାର ଗଣ ପର୍ବ ରଜ । ରଜ ପାଳନ ପାଇଁ କଟକ ସହର ସତେ ଯେମିତି ମତୁଆଲା ହୋଇ ଉଠେ । ଏମିତି କଟକରେ ଜାତି, ଧର୍ମ, ବର୍ଣ୍ଣର ବାଛ ବିଚାର ନଥିବାରୁ ଏହାକୁ ଭାଇଚାରାର ସହ ବୋଲି କୁହାଯାଏ । ସମସ୍ତ ଧର୍ମର ଲୋକ ପ୍ରତ୍ୟେକ ଧର୍ମର ପର୍ବପର୍ବାଣୀକୁ ଏକାଠି ପାଳନ କରି ସାରା ଭାରତରେ…

Read More

ଯଶପଡା ଆଞ୍ଚଳିକ କଳା ପରିଷଦର ୪ ଦିନିଆ ରଜ ମହୋତ୍ସବ ଉଦଘାଟନ

ଯଶପଡା ଆଞ୍ଚଳିକ କଳା ପରିଷଦର ୪ ଦିନିଆ ରଜ ମହୋତ୍ସବ ଉଦଘାଟନ #କଟକସଦର(ଏନ୍‍.ଏମ୍‍.): ରଜଦୋଳି କଟମଟ ମୋ ଭାଇ ମୁଣ୍ଡରେ ସୁନାମୁକୁଟ ଲୋ ଦିଶୁଅଛି ଝଟଝଟ । ଏଭଳି ଲୋକଗୀତରେ ଉଛୁଳି ପଡ଼ିଥିଲା କଟକ ସଦର ବ୍ଲକ ଅନ୍ତର୍ଗତ ଯଶପଡା ପଡିଆ । ପହିଲି ରଜ ପୂର୍ବଦିନ ସଜବାଜ ରାତିରେ ଆଞ୍ଚଳିକ କଳା ପରିଷଦ ପକ୍ଷରୁ ମହାସମାରୋହରେ ଯଶପଡା ଠାରେ ୪ ଦିନିଆ ରଜ ମହୋତ୍ସବ ଉଦଘାଟିତ ହୋଇ ଯାଇଛି । ଏଥିରେ ଗ୍ଲୋବାଲ ଇଣ୍ଡିଆ ଗ୍ରୁପ…

Read More

ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ଚଢଉ: କାର ସହ ଏକ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ

ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ଚଢଉ: କାର ସହ ଏକ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ #କଟକ(ଏନ୍‌.ଏମ୍‌.): ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡ୍ ପକ୍ଷରୁ ଡ୍ରିମସ୍ କଲେଜ ଛକଠାରେ ଚଢଉ କରାଯାଇ ଏକ କ୍ୱିଣ୍ଟାଲ ୪ କେଜି ଗଞ୍ଜେଇ ଜବତ କରାଯାଇଛି । ଏହି କାରବାରରେ ବ୍ୟବହୃତ ମାରୁତି ଇକୋ କାର(ଓଆର-୦୪-ଏନ-୯୭୮୭) ସହିତ ୨ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି । ଉଭୟେ ବିହାର ରାଜ୍ୟ ଭୋଜପୁର ଜିଲ୍ଲାର ଗୋବିନ୍ଦ ୟାଦବ(୨୮) ଓ ଗୁଡୁ…

Read More

ଟାଟା ଷ୍ଟିଲ୍ ପାୱାର ପ୍ଲାଣ୍ଟରେ ଦୁର୍ଘଟଣା : ୧୯ ଆହତ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି

ଟାଟା ଷ୍ଟିଲ୍ ପାୱାର ପ୍ଲାଣ୍ଟରେ ଦୁର୍ଘଟଣା : ୧୯ ଆହତ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି #କଟକ(ଏନ୍‌.ଏମ୍‌.): ଢେଙ୍କାନାଳ ଜିଲ୍ଳା ମେରାମୁଣ୍ଡଳିସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟରେ ଦୁର୍ଘଟଣା ହୋଇଥିବା ବେଳେ ବହୁ ଲୋକ ଗୁରୁତର ଆହତ ହୋଇଛନ୍ତି । ତେବେ ପ୍ଲାଣ୍ଟର ବ୍ଲାଷ୍ଟ ଫର୍ନେସ ଫାଟିବା ନେଇ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଏଭଳି ଅଘଟଣକୁ ନେଇ ଆହତଙ୍କ ସମ୍ପର୍କୀୟମାନେ ଅସନ୍ତୋଷ ପ୍ରକାଶ କରିବା ସହ କମ୍ପାନିର ପରିଚାଳନାଗତ ତ୍ରୁଟି ପାଇଁ ଏମିତି ଘଟିଛି…

Read More

ବାରଙ୍ଗ ୩୨ ନମ୍ବର ଜୋନ ବିଜେଡି ପକ୍ଷରୁ ମେଗା ରକ୍ତଦାନ ଶିବିର

ବାରଙ୍ଗ ୩୨ ନମ୍ବର ଜୋନ ବିଜେଡି ପକ୍ଷରୁ ମେଗା ରକ୍ତଦାନ ଶିବିର #ବାରଙ୍ଗ(ଏନ୍‌.ଏମ୍‌.): ବାରଙ୍ଗ ବ୍ଲକ ୩୨ ନମ୍ବର ଜୋନ ବିଜୁ ଯୁବ ଜନତା ଦଳ ସଭାପତି ମନୋଜ ବାରିକ୍ ଏବଂ ମିଶନ ଶକ୍ତିର ସଭାନେତ୍ରୀ ସୁମିନା ପ୍ରଧାନଙ୍କ ନେତୃତ୍ୱରେ ବାହାନଗା ରେଳ ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କ ଚିକିତ୍ସା ନିମନ୍ତେ ‘ଓଡିଶା ମୋ ପରିବାର’ ଏବଂ ଜୀବନବିନ୍ଦୁର ମିଳିତ ଆନୁକୂଲ୍ୟରେ ବାରଙ୍ଗ ବ୍ଲକ୍ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରକ୍ତଦାନ ଶିବିରରେ…

Read More