ପବିତ୍ର ରଥଯାତ୍ରାରେ ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକର ସେବା କାର୍ଯ୍ୟ

ପବିତ୍ର ରଥଯାତ୍ରାରେ ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକର ସେବା କାର୍ଯ୍ୟ ଅନୁଗୁଳ(ଏନ୍‌.ଏମ୍‌.): ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ତରଫରୁ ପବିତ୍ର ରଥଯାତ୍ରା, ମହାପ୍ରଭୂ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଶତାଧିକ ଭକ୍ତଙ୍କ ସହଯୋଗରେ ରଥଯାତ୍ରା ସମ୍ପନ୍ନ ହୋଇଛି । ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ସମସ୍ତ ସଭ୍ୟ ମାନଙ୍କ ଅକୁଣ୍ଠସମର୍ଥନ ଓ ସହଯୋଗରେ ଖାଦ୍ୟ-ପେୟ ଓ ଜଳୀୟ ପାନର ବ୍ୟବସ୍ଥାର ଅତି ସୁନ୍ଦର ଓ ଶାନ୍ତି ଶୃଙ୍ଖଳା ସହିତ ସମ୍ପନ୍ନ ହୋଇଯାଇଛି । ସ୍ୱେଛାସେବୀଙ୍କ ଅକ୍ଲାନ୍ତ…

Read More

ବର୍ଲିନ ସ୍ୱତନ୍ତ୍ର ଅଲିମ୍ପିକ୍ସ ବିଶ୍ୱ କ୍ରୀଡ଼ା: ଆମ ସୁନା ଝିଅ ଆଠଗଡ଼ର କଳ୍ପନା

ବର୍ଲିନ ସ୍ୱତନ୍ତ୍ର ଅଲିମ୍ପିକ୍ସ ବିଶ୍ୱ କ୍ରୀଡ଼ା: ଆମ ସୁନା ଝିଅ ଆଠଗଡ଼ର କଳ୍ପନା #ଭୁବନେଶ୍ୱର(ଏନ୍‌.ଏମ୍‌.): ଜର୍ମାନିର ବର୍ଲିନରେ ଚାଲିଥିବା ସ୍ୱତନ୍ତ୍ର ଅଲିମ୍ପିକ୍ସ ବିଶ୍ୱ କ୍ରୀଡ଼ାରେ ଓଡ଼ିଆ ଝିଅ କଳ୍ପନା ଜେନାଙ୍କ କୃତୀ ସାରା ଓଡ଼ିଶାକୁ ଗୌରବାନ୍ୱିତ କରି ପାରିଛି । କଳ୍ପନା ବର୍ଲିନ ସ୍ୱତନ୍ତ୍ର ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ରାଜ୍ୟର ଗୌରବ ବଢ଼ାଇଛନ୍ତି । ସେ ୨ କିଲୋମିଟର ଟିମ୍ ଟ୍ରାଏଲ୍ ସାଇକ୍ଲିଂରେ ୫:୪୨.୪୨ ସମୟ ସହିତ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ତାଙ୍କ ଭାରତୀୟ ସାଥି…

Read More

କଳାହାଣ୍ଡିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ଗରିବ କଲ୍ୟାଣ ମହାସମାବେଶରେ କେନ୍ଦ୍ରମନ୍ତ୍ରୀ

କଳାହାଣ୍ଡିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ଗରିବ କଲ୍ୟାଣ ମହାସମାବେଶରେ କେନ୍ଦ୍ରମନ୍ତ୍ରୀ ରାଜ୍ୟରେ ଅପାରଗ ଓ ଦୁର୍ନୀତିଗ୍ରସ୍ତ ସରକାର ପାଇଁ ଓଡ଼ିଶାର ବିକାଶ ହୋଇପାରୁନାହିଁ-ଧର୍ମେନ୍ଦ୍ର ପ୍ରଧାନ କଳାହାଣ୍ଡି(ଏନ୍‌.ଏମ୍‌.): ରାଜ୍ୟରେ ଦୀର୍ଘ ୨୩ ବର୍ଷର ଦୁର୍ନୀତିଗ୍ରସ୍ତ, ସମ୍ବେଦନହୀନ, ସ୍ଥାଣୁ ସରକାର କାରଣରୁ ମା’ ମାଣିକେଶ୍ୱରୀ ଓ ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀଙ୍କ ପବିତ୍ର ଭୂମି କଳାହାଣ୍ଡି ସମେତ ଓଡ଼ିଶାରେ ବିକାଶ ହୋଇପାରୁନାହିଁ । ପ୍ରଧାନମନ୍ତ୍ରୀ ବିଭିନ୍ନ ଗରିବ କଲ୍ୟାଣ ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଉଥିବା ଅର୍ଥର ବ୍ୟାପକ…

Read More

ଭିଜିଲାନ୍ସ ଜାଲରେ କୋଟି ପତି ଅତିରିକ୍ତ ଉପଜିଲ୍ଲାପାଳ: ପଡ଼ୋଶୀଙ୍କ ଛାତରୁ ମିଳିଲା ୨କୋଟିରୁ ଉର୍ଦ୍ଧ୍ୱ

ଭିଜିଲାନ୍ସ ଜାଲରେ କୋଟି ପତି ଅତିରିକ୍ତ ଉପଜିଲ୍ଲାପାଳ: ପଡ଼ୋଶୀଙ୍କ ଛାତରୁ ମିଳିଲା ୨କୋଟିରୁ ଉର୍ଦ୍ଧ୍ୱ #ଭୁବନେଶ୍ୱର/ନବରଙ୍ଗପୁର(ଏନ୍‌.ଏମ୍‌.): କୋଟି ପତି ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ଏବେ ଭିଜିଲାନ୍ସ ଜାଲରେ । କୋଟି କୋଟି ଟଙ୍କା ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଜି ଭିଜିଲାନ୍ସର ୯ଟି ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛନ୍ତି । ତେବେ ଚଢ଼ାଉବେଳେ ଯେଉଁ ସମ୍ପତ୍ତି ଜବତ ହୋଇଛି ତାହା ଶୁଣିଲେ ଆଖି ଖୋସି ହୋଇ ଯିବ । ଏହି…

Read More

କୁସୁନପୁର ସାହିର ମୃତ ଯୁବକଙ୍କ ପରିବାରକୁ ଭେଟିଲେ ପୂର୍ବତନ ବିଧାୟକ ଓ ମେୟର

କୁସୁନପୁର ସାହିର ମୃତ ଯୁବକଙ୍କ ପରିବାରକୁ ଭେଟିଲେ ପୂର୍ବତନ ବିଧାୟକ ଓ ମେୟର #କଟକ(ଏନ୍‌.ଏମ୍‌.): ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ମୃତ୍ୟୁବରଣ କରିଥିବା କଟକର ଯୁବକଙ୍କ ପରିବାରକୁ ଆଜି ପୂର୍ବତନ ବିଧାୟକ ଓ ସିଏମସି ମେୟର ଭେଟିଛନ୍ତି । ପୁରୀରେ ପୁଲିସ କଲ୍ୟାଣ ବୋର୍ଡ଼ ଅଧୀନରେ ଠିକା ଭାବେ କାର୍ଯ୍ୟ କରୁଥିବା ରାଜବଗିଚାର କୁସୁନପୁର ସାହିର ଯୁବକ ରାକେଶ କୁମାର ବେହେରା ମୃତ୍ୟୁ…

Read More

ବାରମ୍ବାର ଗାଈ-ଗୋରୁ ଚୋରି ପ୍ରତିବାଦରେ ଡିସିପିଙ୍କୁ ସ୍ମାରକପତ୍ର

ବାରମ୍ବାର ଗାଈ-ଗୋରୁ ଚୋରି ପ୍ରତିବାଦରେ ଡିସିପିଙ୍କୁ ସ୍ମାରକପତ୍ର #ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଅଞ୍ଚଳରେ ବାରମ୍ବାର ଗାଈ-ଗୋରୁ ଚୋରି ହେବା ନେଇ ଅଞ୍ଚଳରେ ଅସନ୍ତୋଷ ତେଜିବାରେ ଲାଗିଛି । ତେବେ ଏହି ଅଞ୍ଚଳରେ ପୁଲିସର ନିଷ୍କ୍ରିୟତା ଯୋଗୁଁ ଏଭଳି ଘଟଣା ବାରମ୍ବାର ଘଟୁଛି ବୋଲି ଅଭିଯୋଗ ହୋଇଛି । ଗୋରୁ ମାଫିଆମାନେ ଗୋରୁ ରହୁଥିବା ବିଭିନ୍ନ ଜାଗାକୁ ପୂର୍ବରୁ ଟାର୍ଗେଟ କରି ରାତ୍ରୀରେ ଚୋରି କରୁଛନ୍ତି । ଏହି ପରିପ୍ରେକ୍ଷୀରେ “କଟକ-ଚୌଦ୍ୱାର ବିକାଶ ପରିଷଦ’ ପକ୍ଷରୁ ସଭାପତି ମାନସ ପରିଡାଙ୍କ…

Read More

ଟିକେଟ ଯାଞ୍ଚ କରୁଥିବାବେଳେ ଧରା ପଡ଼ି ନକଲି ଟିଟିଇ ଗିରଫ

ଟିକେଟ ଯାଞ୍ଚ କରୁଥିବାବେଳେ ଧରା ପଡ଼ି ନକଲି ଟିଟିଇ ଗିରଫ କୋରାପୁଟ (ଏନ୍‌.ଏମ୍‌.): ରୋଜଗାର ପାଇବା ପାଇ ନକଲି ଟିଟିଇ( ଟ୍ରାଭଲିଂ ଟିକେଟ ଏଗ୍‌ଜାମିନର) କାର୍ଯ୍ୟ କରୁଥିବା ଜଣେ ବେକାର ଯୁବକକୁ ଗିରଫ କରିଛି ରେଳବାଇ ପୁଲିସ । ସୂଚନା ଅନୁଯାୟୀ କୋରାପୁଟ ଅଞ୍ଚଳରେ ଛତିଶଗଡ଼ କୋୟାପାଲି ଗ୍ରାମର ବୁଦୁରୀ ନାଗ ନାମକ ଜଣେ ଯୁବକ ନିୟମିତ ଟିକେଟ ଯାଞ୍ଚ କରୁଥିବାବେଳେ ଆଜି ଆରପିଏଫ ହାତରେ ଧରା ପଡ଼ିଥିଲା । ତେବେ ରେଳବାଇ ପୁଲିସର ଘନଘନ ଜେରା…

Read More

ଆଠଗଡ଼ ନିର୍ବାଚନ ମଣ୍ଡଳୀର ହିତାଧିକାରୀଙ୍କୁ ସରକାରୀ ସହାୟତା ଓ କାର୍ଯ୍ୟାଦେଶ ବଣ୍ଟନ କଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଆଠଗଡ଼ ନିର୍ବାଚନ ମଣ୍ଡଳୀର ହିତାଧିକାରୀଙ୍କୁ ସରକାରୀ ସହାୟତା ଓ କାର୍ଯ୍ୟାଦେଶ ବଣ୍ଟନ କଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ #ଟାଙ୍ଗୀ-ଚୌଦ୍ୱାର (ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡ଼ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ଉନ୍ନତି ନିମନ୍ତେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବହୁ କାର୍ଯ୍ୟ କରି ଆସୁଛନ୍ତି । ଦଳ, ବଳ, ଗୋଷ୍ଠୀ ନିର୍ବିଶେଷରେ ଜନସାଧାରଣଙ୍କ ସମସ୍ୟାର ସମାଧାନ କ୍ଷେତ୍ରରେ ସେ ସର୍ବଦା ଅଣ୍ଟାଭିଡ଼ିଛନ୍ତି । ନିର୍ବାଚନ ମଣ୍ଡଳୀରେ ବହୁ କୁଜିନେତାଙ୍କ ବିରୋଧ ସତ୍ତ୍ୱେ ଦିନକୁ…

Read More

ସିଏସଏମ ଟେକର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ – ମାନବ ସମନ୍ୱୟ ଉପଯୋଗ, ପ୍ରଥମ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କର୍ମଚାରୀଙ୍କ ଯୋଗଦାନ

ସିଏସଏମ ଟେକର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ – ମାନବ ସମନ୍ୱୟ ଉପଯୋଗ, ପ୍ରଥମ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କର୍ମଚାରୀଙ୍କ ଯୋଗଦାନ #ଭୁବନେଶ୍ୱର(ଏନ୍‌.ଏମ୍‌.): ଏକ ସମୟରେ ଯେତେବେଳେ କୃତିମ ବୁଦ୍ଧି (ଆର୍ଟିଫିସିଆଲ୍‌ଇଣ୍ଟେଲିଜେନ୍ସ)ର ଅଭିବୃଦ୍ଧି ଚାକିରୀ ହରାଇବାର କାରଣ ପାଲଟିଛି ।ସେହି ସମୟରେ ସିଏସଏମ ଟେକର କୃତିମ ବୁଦ୍ଧି (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) – ମାନବ ସମନ୍ୱୟକୁ ପ୍ରାଥମିକତା ପ୍ରଦାନ କରିଛି, ଏହା ସହିତ ମାନବ ସମ୍ବଳ ସହ ସମନ୍ୱୟ ଏବଂ ସମର୍ଥନ ଦେବା ପାଇଁ ମେଧା – କେସିଏସଏମ ଟେକେର ଯୋଗଦେଇଛି, ଯାହାକି…

Read More

କଟକ ଜିଲ୍ଲା ନୂଆପାଟଣା ଠାରେ ବିର୍ସାମୁଣ୍ଡା ପ୍ରଭାତ ଶାଖା ପକ୍ଷରୁ ଆନ୍ତର୍ଜାତିୟ ଯୋଗ ଦିବସ

କଟକ ଜିଲ୍ଲା ନୂଆପାଟଣା ଠାରେ ବିର୍ସାମୁଣ୍ଡା ପ୍ରଭାତ ଶାଖା ପକ୍ଷରୁ ଆନ୍ତର୍ଜାତିୟ ଯୋଗ ଦିବସ #ଚୌଦ୍ୱାର (ଏନ୍‍.ଏମ୍‍.): ଯୋଗ ଦୂରକରେ ରୋଗ । ଯୋଗ ଭାରତର ଏକ ମୌଳିକ ଉପଚାର ଯାହାର ଶାରିରୀକ ଓ ମାନସିକସ୍ତରରେ ବେଶ ପ୍ରଭାବ ପକାଇଥାଏ । ଭାରତର ମୁନିରୁଷିମାନଙ୍କ ଠାରୁ ଆରମ୍ଭ ହୋଇଥିବା ଯୋଗ ସ୍ୱାସ୍ଥ୍ୟ ପାଇ ବେଶ ଉପଯୋଗୀ । ଯୋଗ ୱହ ପ୍ରକାଶ ହେ, ଯୋ ଏକ ବାର ଜଲା ଦିଆ ଯାଏ ତୋ, କଭି କମ ନେହିଁ…

Read More

ଓସ୍ତିଆ ପଞ୍ଚାୟତରେ ପାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ମକ୍‌ଡ୍ରିଲ

ଓସ୍ତିଆ ପଞ୍ଚାୟତରେ ପାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ମକ୍‌ଡ୍ରିଲ #ବାଙ୍କୀ(ଏନ୍‌.ଏମ୍‌.): ବାଙ୍କୀ ବ୍ଲକ ଅନ୍ତର୍ଗତ ଓସ୍ତିଆ ପଞ୍ଚାୟତ ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ବନ୍ୟା ବାତ୍ୟା ଆଶ୍ରୟ ସ୍ଥଳୀସ୍ତରୀୟ ସାମୁହିକ ଅଭ୍ୟାସ କର୍ମକୌଶଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଆର୍ତ୍ତବନ୍ଧୁ ବେହେରାଙ୍କ ପ୍ରତେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ସ୍ପେଶାଲ ରିଲିଫ କମିଶନ ପଦ୍ମନାଭ ମିଶ୍ର, ସମ୍ମାନିତ ଅତିଥି ଭାବେ ଜିଲା ପ୍ରକଳ୍ପ ଅଧିକାରୀ ବାପି ବିଶ୍ୱଜିତ୍ ସାହୁ, ବାଙ୍କୀ…

Read More

ପୁରୀ ରଥଯାତ୍ରା: ବଡ଼ଦାଣ୍ଡରେ ଗଡ଼ିଲା ୩ରଥ, ପ୍ରବଳ ଖରା ଓ ଗରମକୁ ଖାତିର ନକରି ରଥ ଟାଣିଲେ ଶ୍ରଦ୍ଧାଳୁ

ପୁରୀ ରଥଯାତ୍ରା: ବଡ଼ଦାଣ୍ଡରେ ଗଡ଼ିଲା ୩ରଥ, ପ୍ରବଳ ଖରା ଓ ଗରମକୁ ଖାତିର ନକରି ରଥ ଟାଣିଲେ ଶ୍ରଦ୍ଧାଳୁ ପୁରୀ(ଏନ୍‌.ଏମ୍‌.): ପ୍ରବଳ ଖରା ଓ ଗରମକୁ ଖାତିର ନକରି ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାରେ ଯୋଗଦେବା ପାଇଁ ଦେଶ ବିଦେଶରୁ ଧାଇଁ ଆସିଛନ୍ତି ଅଗଣିତ ଶ୍ରଦ୍ଧାଳୁ । କଥାରେ ଅଛି ଦୋଳେଶ୍ଚ ଦୋଳଗୋବିନ୍ଦ, ଚାପେଶ୍ଚ ମଧୁସୂଦନ ରଥେତୁ ବାମନଂ ଦୃଷ୍ଟା ପୁନର୍ଜନ୍ମ ନବିଦ୍ୟତେ । ଅର୍ଥାତ ରଥରେ ପ୍ରଭୁଙ୍କ ଦର୍ଶନ କଲେ ମୋକ୍ଷ ମିଳିଥାଏ । ତେଣୁ…

Read More