ସିଏମସିରେ ୧୬ଟି ପ୍ରକଳ୍ପ ପାଇଁ ବ୍ୟୟ ହେବ ୩୩.୨୮ କୋଟି: ବିଭିନ୍ନ ସ୍ଥାନରେ ଭୂମିପୂଜନ
ସିଏମସିରେ ୧୬ଟି ପ୍ରକଳ୍ପ ପାଇଁ ବ୍ୟୟ ହେବ ୩୩.୨୮ କୋଟି: ବିଭିନ୍ନ ସ୍ଥାନରେ ଭୂମିପୂଜନ #କଟକ(ଏନ୍.ଏମ୍.): କଟକ ମହାନଗର ନିଗମ ପକ୍ଷରୁ ବିଭିନ୍ନ ୱାର୍ଡରେ ୧୬ଟି ନୂଆ ପ୍ରକଳ୍ପ ପାଇଁ ଶୁଭ ଦିଆଯିବା ସହ ପ୍ରକଳ୍ପ ସ୍ଥାନରେ ଭୂମିପୂଜନ ହୋଇଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହୋଇ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରାଯିବାର ଲକ୍ଷ୍ୟ ରଖାଯାଇଛି । ସିଏମସି ମେୟର ସୁବାସ ସିଂହଙ୍କ ନେତୃତ୍ୱରେ ସହରର ବିଭିନ୍ନ ସ୍ଥାନରେ ଏହି ଶୁଭଦାନ…
