ନିଆରା ମଣିଷ ଟିକା ଭାଇ: ଅଭାବ ଅସୁବିଧା ସତ୍ତ୍ୱେ ସମାଜସେବାରେ ବିତୁଛି ଜୀବନ
ନିଆରା ମଣିଷ ଟିକା ଭାଇ: ଅଭାବ ଅସୁବିଧା ସତ୍ତ୍ୱେ ସମାଜସେବାରେ ବିତୁଛି ଜୀବନ #ଭଦ୍ରକ(ଏନ୍.ଏମ୍.): କଥାରେ ଅଛି ଇଚ୍ଛା ତଥା ନିରନ୍ତର ଉଦ୍ୟମ ଥିଲେ ସଫଳତା ହିଁ ପଦ ଚୁମ୍ବନ କରିଥାଏ । ଅର୍ଥାତ ନିଜର ଦୃଢ଼ ମନ ପାଖରେ ଅଭାବ ଅସୁବିଧା ସବୁ କିଛି ହାର ମାନିଥାଏ । ଏଭଳି ପ୍ରମାଣ କରି ଦେଖାଇଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ରାଜଘର ପୋଖରୀ ପଞ୍ଚାୟତର ରାମଚନ୍ଦ୍ର ଜେନା । ଯାହାଙ୍କୁ ଟିକା ଭାଇ ବୋଲି ସବୁଠାରେ…
