ମାର୍ଶାଘାଇରେ ପୁଣି ଫୁଟିଲା ଗୁଳି : ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଜଣେ ଆହତ

ମାର୍ଶାଘାଇରେ ପୁଣି ଫୁଟିଲା ଗୁଳି : ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଜଣେ ଆହତ #କେନ୍ଦ୍ରାପଡ଼ା(ଏନ୍‌.ଏମ୍‌.): କିଛିଦିନ ବ୍ୟବଧାନ ପରେ ମାର୍ଶାଘାଇ ଥାନା ଅଞ୍ଚଳରେ ପୁଣି ଗୁଳି ଫୁଟିଛି । ଦୁର୍ବୃତ୍ତଙ୍କ ଗୁଳିରେ ଜଗତସିଂପୁର ଜିଲ୍ଲା ତଥା ଏହି ଥାନା ଅଧୀନ ମାହିରା ଗ୍ରାମର ଶକ୍ତି ଚନ୍ଦନ ମହାନ୍ତି ଗୁରୁତର ଆହତ ହୋଇଛନ୍ତି । ଗୁଳିଟି ଶକ୍ତିଙ୍କ ପେଟରେ ବାଜିଛି । ତାଙ୍କୁ ମାର୍ଶାଘାଇ ଡାକ୍ତରଖାନା ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ…

Read More

ରୁଚିକା ସାମାଜିକ ସେବା ସଂଗଠନ ପକ୍ଷରୁ ବିଶ୍ୱ ମାନବ ଚାଲଣ ବିରୋଧ ଦିବସ

ରୁଚିକା ସାମାଜିକ ସେବା ସଂଗଠନ ପକ୍ଷରୁ ବିଶ୍ୱ ମାନବ ଚାଲଣ ବିରୋଧ ଦିବସ #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜଧାନୀସ୍ଥିତ କ୍ୟାପିଟାଲ ଥାନା ପରିସରରେ ରୁଚିକା ସାମାଜିକ ସେବା ସଂଗଠନ ତରଫରୁ ବିଶ୍ୱ ମାନବ ଚାଲାଣ ବିରୋଧ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜୋନ ଏସିପିଙ୍କ ସହିତ କ୍ୟାପିଟାଲ ଥାନାର ଇନ୍ସପେକ୍ଟର ତଥା ଅନ୍ୟାନ୍ୟ ଅଧିକାରୀ ଏବଂ କର୍ମକର୍ତ୍ତା, କମିଶନରେଟ ପୁଲିସ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କ ସହିତ କର୍ମକର୍ତ୍ତା ମାନେ ମଧ୍ୟ ଯୋଗ ଦେଇଥିଲେ । ସୂଚନା…

Read More

ତନ୍ତ୍ର ପାଇଁ ସାଧୁ ସାଜିଲେ ହତ୍ୟାକାରୀ !

ତନ୍ତ୍ର ପାଇଁ ସାଧୁ ସାଜିଲେ ହତ୍ୟାକାରୀ ! ପୁରୀ(ଏନ୍‌.ଏମ୍‌.): ତନ୍ତ୍ର ସାଧନା ପାଇଁ ଜଣେ ବାବାଙ୍କ ଜୀବନ ନେଲେ ଅନ୍ୟ ଜଣେ ବାବା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ୍ୟ । ଜଣେ ବାବାଙ୍କ କାଠଫାଳିଆ ମାଡ଼ରେ ଜଣେ ବାବାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣା ଘଟିଛି ପୁରୀ ବାସେଲିସାହି ଲୋକନାଥ ରୋଡ ଗୁରୁକୃପା ଆଶ୍ରମରେ । ମୃତ ବାବା ଜଣଙ୍କ ହେଲେ ପଶ୍ଚିମବଙ୍ଗର ଅର୍ଜୁନ…

Read More

ଘୋଷଣା ହେଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନୂଆ ଟିମ

ଘୋଷଣା ହେଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନୂଆ ଟିମ ନୂଆଦିଲ୍ଲୀ/ଭୁବନେଶ୍ୱର(ଏନ୍‌.ଏମ୍‌.): ଆଗାମୀ ୨୦୨୪ ନିର୍ବାଚନ ପୂର୍ବରୁ ବିଜେପିର ନୂଆ ଟିମ୍ ଘୋଷଣା କରାଯାଇଛି । ଏହି ନୂଆ ଟିମକୁ ନେଇ ବିଜେପି ନିର୍ବାଚନ ବୈତରଣୀ ପାର ହେବା ପାଇଁ ଯୋଜନା କରିଛି । ତେବେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା ଏହି ନୂଆ ଟିମକୁ ଘୋଷଣା କରିଛନ୍ତି । ଏହି ୩୮ଜଣିଆ ସର୍ବ ଭାରତୀୟ ଟିମରେ ୧୩ଜଣ ରାଷ୍ଟ୍ରୀୟ…

Read More

ବସର ପ୍ରଥମ ପାସେଞ୍ଜର ଭାବେ ମହିଳାଙ୍କୁ ବାରଣ କଲେ ଜରିମାନା ଗଣିବେ ମାଲିକ

ବସର ପ୍ରଥମ ପାସେଞ୍ଜର ଭାବେ ମହିଳାଙ୍କୁ ବାରଣ କଲେ ଜରିମାନା ଗଣିବେ ମାଲିକ #କଟକ (ଏନ୍‌.ଏମ୍‌.): ବସରେ ପ୍ରଥମ ମହିଳା ଯାତ୍ରୀଙ୍କୁ ଉଠାଇଲେ ଅମଙ୍ଗଳ ହେବ; ଏଭଳି ଅନ୍ଧବିଶ୍ୱାସ ଦୀର୍ଘ ଦିନ ଧରି ଚାଲି ଆସିଛି । ତେଣୁ ବସ ଯାତ୍ରା ଆରମ୍ଭ କରିବା ବେଳେ ମହିଳା ଯାତ୍ରୀଙ୍କୁ ନ ଉଠାଇ ପ୍ରଥମେ ପୁରୁଷ ଯାତ୍ରୀଙ୍କୁ ବସ କର୍ମଚାରୀମାନେ ଉଠାଇଥାନ୍ତି । ତେବେ ଏଭଳି ଅନ୍ଧ ବିଶ୍ୱାସକୁ ଦୂର କରିବା ପାଇଁ ରାଜ୍ୟ ପରିବହନ ବିଭାଗ କଠୋର…

Read More

ଦେଶୀ ମଦ ରନ୍ଧା ରେଡ କରିବାକୁ ଯାଇ ହଟ୍ଟହଟା ବିଭାଗୀୟ ଅଧିକାରୀ ଓ କର୍ମଚାରୀ

ଦେଶୀ ମଦ ରନ୍ଧା ରେଡ କରିବାକୁ ଯାଇ ହଟ୍ଟହଟା ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମଦ ମାଫିଆଙ୍କ ଆକ୍ରମଣରେ ଛତ୍ରଭଙ୍ଗ ଦେଲେ ଚଢ଼ାଉକାରୀ #ଆଠଗଡ଼(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ଏବେ ବେଆଇନ ମଦ ପ୍ରସ୍ତୁତକାରୀଙ୍କ ଭୂସ୍ୱର୍ଗ ପାଲଟିଛି । ଗଳିକନ୍ଦିରେ ଚାଲିଛି ବେଆଇନ ଦେଶୀ ମଦରନ୍ଧା । ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଚଢ଼ାଉ କରାଯାଇ ଶହ ଶହ ଲିଟର ମଦ ସହ ବିପୁଳ ପରିମାଣର କଞ୍ଚାମାଲ(ପୋଚ) ଆଦି ନଷ୍ଟ କରାଯାଉଥିଲେ ମଧ୍ୟ ମଦମାଫିଆମାନଙ୍କୁ ଦମନ…

Read More

ଗଞ୍ଜେଇ ଚୋରା ଚାଲଣ ବେଳେ ଅବକାରୀ ବିଭାଗର ଚଢ଼ାଉ: ୧ଗିରଫ

ଗଞ୍ଜେଇ ଚୋରା ଚାଲଣ ବେଳେ ଅବକାରୀ ବିଭାଗର ଚଢ଼ାଉ: ୧ଗିରଫ #ଆଠଗଡ(ଏନ୍‍.ଏମ୍‍.): ଆଠଗଡ଼ ଅନ୍ତର୍ଗତ ତିରିରିଆ ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହେଉଛି । ତେବେ ଚଳିତ ସପ୍ତାହରେ ୨ଥର ଅବକାରୀ ବିଭାଗର ଚଢ଼ାଉ କରାଯାଇ ବିପୁଳ ପରିମାରଣର ଚୋରା ଗଞ୍ଜେଇ ଜବତ କରିଥିବାବେଳେ ଆଜି ପୁଣି ଚୋରା ଚାଲଣ ବେଳେ ଗଞ୍ଜେଇ ଜବତ ହୋଇଛି । ତିଗିରିଆ ଥାନା ଅନ୍ତର୍ଗତ ୬୫ ନମ୍ବର ରାଜ୍ୟରାଜପଥ ନୁଆସଡ଼କ ଛକଠାରେ ଆଠଗଡ ଅବକାରୀ ରେଞ୍ଜ ପକ୍ଷରୁ ଏକ…

Read More

ଆରତୀ ଷ୍ଟିଲ କମ୍ପାନୀର ମନମୁଖୀ କାର୍ଯ୍ୟ ନେଇ କୁହୁଳୁଛି ଅସନ୍ତୋଷ

ଆରତୀ ଷ୍ଟିଲ କମ୍ପାନୀର ମନମୁଖୀ କାର୍ଯ୍ୟ ନେଇ କୁହୁଳୁଛି ଅସନ୍ତୋଷ #ଆଠଗଡ଼(ଏନ୍‍.ଏମ୍‍.): ଆଠଗଡ଼ ଅଞ୍ଚଳର ଆରତୀ ଷ୍ଟିଲ କମ୍ପାନୀ କର୍ତ୍ତୃପକ୍ଷଙ୍କ ମନୋମୁଖୀ କାର୍ଯ୍ୟ ନେଇ କଖଡି ପଞ୍ଚାୟତରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ଚୌଦ୍ୱାର ଥାନା ଅନ୍ତର୍ଗତ କଖଡି ପଞ୍ଚାୟତ ପାର୍ଶ୍ୱରେ ଆରତୀ ଷ୍ଟିଲ କମ୍ପାନୀ ରହିଥିବା ବେଳେ ଏହି ପଞ୍ଚାୟତର ଲୋକମାନଙ୍କୁ ନିୟମ ଅନୁଯାୟୀ ଅବହେଳା କରାଯାଇଥିବା ଅଭିଯୋଗ ହୋଇଛି । କିଛି ଦାବି ପୂରଣ ପାଇଁ ବାରମ୍ବାର ଲିଖିତ ଅଭିଯୋଗ କଲେ ମଧ୍ୟ ବିଭାଗୀୟ…

Read More

ଏସସିବି ମେଡିକାଲର ବାର୍ଷିକତ୍ସୋବରେ ରାଷ୍ଟ୍ରପତି ଡାକ୍ତରଙ୍କୁ ଦେଲେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ‘ଡାକ୍ତରୀ ଏକ ବୃତ୍ତି ନୁହେଁ, ଏକ ବ୍ରତ’ କଟକ (ଏନ୍‌.ଏମ୍‌.): କଟକର ଐତିହାସିକ ସ୍ୱାସ୍ଥକେନ୍ଦ୍ର ଏସସିବି ମେଡିକାଲ କଲେଜର ବାର୍ଷିକ ଉତ୍ସବରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ଡାକ୍ତରମାନଙ୍କୁ ବହୁ ଉପାଦେୟ ପରାମର୍ଶ ଦେଇଛନ୍ତି । ଏଥି ସହିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଅବଦାନକୁ ସେ ଅବତାରଣା କରିବା ସହ ଏହି ମେଡିକାଲ କଲେଜର ଉତ୍ତରୋତ୍ତର କାମନା କରିଛନ୍ତି । ସେ କହିଛନ୍ତି, କଟକକୁ…

Read More

ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସରେ ରାଷ୍ଟ୍ରପତି

ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସରେ ରାଷ୍ଟ୍ରପତି ‘ତ୍ୱରିତ ନ୍ୟାୟ ପୀଡ଼ିତ ଓ ନିର୍ଦ୍ଦୋଷ ଉଭୟଙ୍କୁ ସହାୟ ହେବ’: ମହାମହିମ ଦ୍ରୌପଦୀ ମୁର୍ମୁ #କଟକ (ଏନ୍‌.ଏମ୍‌.): ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟଅତିଥି ଭାବେ ଯୋଗଦେଇ, ବିଚାରପତିଙ୍କ ଠାରୁ ଆଇନଜୀବୀଙ୍କ ପର୍ଯ୍ୟନ୍ତ ସମ୍ବୋଧନ କରି ନ୍ୟାୟପାଳିକାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଳେ । ବିଳମ୍ବିତ ନ୍ୟାୟ ପ୍ରଦାନ ପାଇଁ ଅନେକ ସାଧାରଣ ଲୋକ ହଇରାଣ ହେଉଛନ୍ତି । ଏଥିପାଇଁ ଅନେକ…

Read More

ରାଷ୍ଟ୍ରପତିଙ୍କ ଗସ୍ତ ନେଇ ବନ୍ଦ ରହିବ କଟକର ବିଭିନ୍ନ କାର୍ଯ୍ୟାଳୟ

ରାଷ୍ଟ୍ରପତିଙ୍କ ଗସ୍ତ ନେଇ ବନ୍ଦ ରହିବ କଟକର ବିଭିନ୍ନ କାର୍ଯ୍ୟାଳୟ #ଭୁବନେଶ୍ୱର/କଟକ(ଏନ୍‌.ଏମ୍‌.): ମହାମହିମ ରାଷ୍ଟ୍ରପତିଙ୍କ କଟକ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟଙ୍କ ରେଜିଷ୍ଟ୍ରାର ଜେନେରାଲଙ୍କ ଅନୁରୋଧ କ୍ରମେ ଜୁଲାଇ ୨୬ (ବୁଧବାର ଦିନ) କଟକସ୍ଥିତ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି କଟକ ରାଜସ୍ୱ ବିଭାଗ କମିଶନର ଘୋଷଣା କରିଛନ୍ତି । କଟକସ୍ଥିତ ବୋର୍ଡ ଅଫ୍ ରେଭିନ୍ୟୁରେ ଅବସ୍ଥାପିତ ସମସ୍ତ କାର୍ଯ୍ୟାଳୟ, ଆରଡିସି (କେନ୍ଦ୍ରୀୟ ଡିଭିଜନ୍‌), ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସବ୍‌-ରେଜିଷ୍ଟ୍ରାର, ପିଡି…

Read More

ବାରଙ୍ଗରେଗୋ ମାଂସ ବୋଝେଇ ଆଇଚର ଗାଡି ଜବତ, ପୁଲିସର ତଦନ୍ତ ଜାରି

ବାରଙ୍ଗରେଗୋ ମାଂସ ବୋଝେଇ ଆଇଚର ଗାଡି ଜବତ, ପୁଲିସର ତଦନ୍ତ ଜାରି #ବାରଙ୍ଗ(ଏନ୍‌.ଏମ୍‌.): ରାଜ୍ୟରେ ବେଆଇନ ଗୋମାଂସ ଚାଲଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଥିଲେ ମଧ୍ୟ ବେଆଇନ ଗୋମାଂସ ଚାଲଣକାରୀଙ୍କ ଉପରେ ଲଗାମ ନାହିଁ । ସ୍ଥାନୀୟ ବାରଙ୍ଗ, ବାଲିକୁଦା ମୁଖ୍ୟ ରାସ୍ତାରେ ନରଣପୁର ନିକଟ ଡିଅନ ଆପାର୍ଟମେଣ୍ଟ ଠାରେ ଏକ ଗୋମାଂସ ବୋଝଇ ହୋଇଥିବା ଏମଏଚ ୧୩ ସିୟୁ ୩୩୩୩ ନମ୍ବର ବିଶିଷ୍ଟ ଆଇଚର ଗାଡି ଧରା ହୋଇଥିବା…

Read More