ମହାନଦୀରେ ବୁଡି ଦୁଇ ଜଣ କଲେଜ ଛାତ୍ର ନିଖୋଜ
ମହାନଦୀରେ ବୁଡି ଦୁଇ ଜଣ କଲେଜ ଛାତ୍ର ନିଖୋଜ #ବାରଙ୍ଗ(ଏନ୍.ଏମ୍.): ବାରଙ୍ଗ ବ୍ଲକ ଅନ୍ତର୍ଗତ ତଳଗଡ ଠାରେ ମହାନଦୀରେ ପୂର୍ବାହ୍ନ ୧୨ଘଟିକାରେ ଦୁଇଜଣ କଲେଜ ଛାତ୍ର ଗାଧୋଇବାକୁ ଆସି ଗଭୀର ପାଣିରେ ନିଖୋଜ ହୋଇଛନ୍ତି । ଖବର ପ୍ରକାଶ ଯେ, ଆଜି ପୂର୍ବାହ୍ନରେ କଟକରୁ ଆଠଜଣ ଛାତ୍ର ମହାନଦୀ ବନ୍ତ ନିକଟରେ ଗାଧୋଇବାକୁ ଆସିଥିଲେ । ଗାଧୋଇବା ଅବସ୍ଥାରେ ଦୁଇଜଣ ଛାତ୍ର ମହାନଦୀ ସ୍ରୋତରେ ଭାସିଯାଇ ନିଖୋଜ ହୋଇଥିବା ବେଳେ ଅନ୍ୟ ୬ଜଣ ଛାତ୍ର ଅଳ୍ପକେ ବର୍ତ୍ତୀ…
