ବାକି ପଇସା ମାଗିବାରୁ ମରଣାନ୍ତକ ଆକ୍ରମଣ: ଦୋକାନ ଉପରେ ଚଢାଇଲା ଟ୍ରକ

ବାକି ପଇସା ମାଗିବାରୁ ମରଣାନ୍ତକ ଆକ୍ରମଣ: ଦୋକାନ ଉପରେ ଚଢାଇଲା ଟ୍ରକ #ଆଠଗଡ଼(ଏନ୍‌.ଏମ୍‌.): ଦୋକାନ ବାକି ଟଙ୍କା ମାଗିଲେ ବୋଲି ଦୋକାନୀ ଉପରେ ମରଣାନ୍ତକ ଆକ୍ରମଣ । ସନ୍ଧ୍ୟାରେ ଟ୍ରକ୍ ଚଢାଇ ଦୋକାନକୁ ମାଟିରେ ମିଶାଇଲା ଅଭିଯୁକ୍ତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ଜେନାପଦା ଗ୍ରାମରେ । ପ୍ରାପ୍ତ ସୂଚନା ଅନୁଯାୟୀ, ଜେନାପଦା ଦଳ ଗ୍ରାମର ସମୀର କୁମାର ନାୟକ(୪୦) ଗାଁ ଛକରେ ଏକ ପାନ ଦୋକାନ…

Read More

ଆଠଗଡ଼ ଥାନାରୁ ଆସାମୀ ଚମ୍ପଟ

ଆଠଗଡ଼ ଥାନାରୁ ଆସାମୀ ଚମ୍ପଟ #ଆଠଗଡ଼(ଏନ୍‌.ଏମ୍‌.): ଆଠଗଡ଼ ଥାନାରୁ ଆସାମୀ ଫେରାର । ଗତ ଅଗଷ୍ଟ ୯ ତାରିଖରେ ଆଠଗଡ଼ ଥାନା ଅନ୍ତର୍ଗତ ସମସରପୁର ପଞ୍ଚାୟତ ଅମୃତ ମଣୋହି ପାଟଣାରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଏବଂ ବୋମା ମାଡ଼ ଘଟଣା ରେ ଅନ୍ୟତମ ଅଭିଯୁକ୍ତ ପୁଲିସ ହାଜତରୁ ଫେରାର ହୋଇ ଯାଇଥିବା ଜଣାପଡିଛି । ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ହୋଇଥିବା ଏହି ବୋମାମାଡ଼ ଘଟଣା ରେ ଉଭୟ ପକ୍ଷଙ୍କ ତରଫରୁ ଦୁଇଟି ଏତଲା ଦାଏର ହୋଇଥିଲା ।…

Read More

ଜଗତପୁର ଅଞ୍ଚଳରେ ଶ୍ରମିକ ରହୁଥିବା କଣ୍ଟେନରରେ ଅଗ୍ନିକାଣ୍ଡ: ଜଳିଗଲା ୪୮କଣ୍ଟେନର

ଜଗତପୁର ଅଞ୍ଚଳରେ ଶ୍ରମିକ ରହୁଥିବା କଣ୍ଟେନରରେ ଅଗ୍ନିକାଣ୍ଡ: ଜଳିଗଲା ୪୮କଣ୍ଟେନର #ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଅଞ୍ଚଳରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । କଟକ ବଡ ମେଡ଼ିକାଲରେ ଉନ୍ନତିକରଣ କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମିକମାନଙ୍କ ବିଶ୍ରାମ ନିମନ୍ତେ ବ୍ୟବହୃତ କଣ୍ଟେନରରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । କଟକ ମହାନଗର ନିଗମ ଅନ୍ତର୍ଗତ ଜଗତପୁର ନଜରପୁର ମୁଖାର୍ଜୀ କିରୋସିନ ପମ୍ପ ନିକଟରେ ଏଲଆଣ୍ଡଟି…

Read More

ଜଗତପୁର ଅଞ୍ଚଳରେ ଭଙ୍ଗା ଘରେ ଚାଲିଛି ପ୍ରାଣିଧନ ଚିକିତ୍ସା କେନ୍ଦ୍ର, ଗେଟରେ ଝୁଲୁଛି ତାଲା, ବିପଦରେ ପଶୁ ସମ୍ପଦ

ଜଗତପୁର ଅଞ୍ଚଳରେ ଭଙ୍ଗା ଘରେ ଚାଲିଛି ପ୍ରାଣିଧନ ଚିକିତ୍ସା କେନ୍ଦ୍ର, ଗେଟରେ ଝୁଲୁଛି ତାଲା, ବିପଦରେ ପଶୁ ସମ୍ପଦ #କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମର ଅବହେଳା ଯୋଗୁ ଏବେ ପଶୁ ସମ୍ପଦ ବିପଦରେ ରହିଛି । ରାଜ୍ୟସରକାରଙ୍କ ପକ୍ଷରୁ ପ୍ରାଣୀଧନ ବିକାଶ ନିମନ୍ତେ ବିଭିନ୍ନ ସ୍ଥାନରେ ପଶୁ ଡାକ୍ତରଖାନା ଖୋଲାଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ତାହା ଜନସାଧାରଣଙ୍କ କାମରେ ଲାଗିପାରୁନାହିଁ । ଏକଭଙ୍ଗାଘରେ କେବଳ ଫଳକରେ ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ଚାଲିଥିବାବେଳେ ଏହାର…

Read More

ନାଟକ ‘ପ୍ରେମ ଜିନ୍ଦାବାଦ ନା ମୁର୍ଦ୍ଦାବାଦ’ ମଞ୍ଚସ୍ଥ

ନାଟକ ‘ପ୍ରେମ ଜିନ୍ଦାବାଦ ନା ମୁର୍ଦ୍ଦାବାଦ’ ମଞ୍ଚସ୍ଥ #କଟକ(ଏନ୍‌.ଏମ୍‌.): ଅନ୍ନପୂର୍ଣ୍ଣା ଥିଏଟର -ବି ଗ୍ରୁପ୍ ଦ୍ୱରା ଅନୁବନ୍ଧିତ ନାଟ୍ୟ ବିଦ୍ୟାଳୟ ‘ଭୂମିକା’ର ବାର୍ଷିକୋତ୍ସବ ଅବସରରେ ନାଟକ ପ୍ରେମ ଜିନ୍ଦାବାଦ ନା ମୁର୍ଦ୍ଦାବାଦ ମଞ୍ଚସ୍ଥ ହୋଇଯାଇଛି । ଏହି ନାଟକକୁ ହେମନ୍ତ-ଆଲୋକ ରଚନା କରିଥିବା ବେଳେ ହେମନ୍ତ ଦାଶ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିନୟ କୁମାର ଦାଶ । ଭୂମିକା ବିଦ୍ୟାଳୟରୁ ଚଳିତବର୍ଷ ନାଟ୍ୟ ପାଠ୍ୟକ୍ରମ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଏହି ନାଟକରେ ଅଭିନୟ…

Read More

ପର୍ଯ୍ୟଟନର ବିକାଶ ନେଇସମୀକ୍ଷା ବୈଠକ:ଝଲସିବ ହରିଶଙ୍କର ପୀଠ, ବେଳାଭୂମିର ହେବ ଉନ୍ନତି କରଣ

ପର୍ଯ୍ୟଟନର ବିକାଶ ନେଇସମୀକ୍ଷା ବୈଠକ:ଝଲସିବ ହରିଶଙ୍କର ପୀଠ, ବେଳାଭୂମିର ହେବ ଉନ୍ନତି କରଣ #ଭୁବନେଶ୍ୱର(ଏନ୍‌.ଏମ୍‌.): ଆଗାମୀ ଡିସେମ୍ବର ମାସ ସୁଦ୍ଧା ଉଭୟ ହରିଶଙ୍କର ଓ ନୃସିଂହନାଥ ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସମାପ୍ତ ହେବ । ଏଠାରେ ପାର୍କିଂ, ଶୌଚାଳୟ, ମାର୍କେଟ କମ୍ପେ୍ଳକ୍ସ, ପାନୀୟ ଜଳ, ସ୍ଥାନୀୟ ଦୋକାନୀମାନଙ୍କ ପାଇଁ ଆଧୁନିକ ଶୈଳୀରେ ଦୋକାନ ଗୃହ ନିର୍ମାଣ ଆଦି କାର୍ଯ୍ୟ ଶେଷ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି । ନିକଟରେ…

Read More

ନୂଆଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ

ନୂଆଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ #ଭୁବନେଶ୍ୱର(ଏନ୍‌.ଏମ୍‌.): ଆସନ୍ତା ୨୦ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ସମ୍ବଲପୁର ସହର ନୂଆଖାଇ ପାଇଁ ଚଳଚଞ୍ଚଳ ହୋଇଉଠିଛି । ଆଜି ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି । ସେପ୍ଟେମ୍ବର ୨୦ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଥିବାବେଳେ ସକାଳ ୧୦ଟା ୨୭ରୁ ୧୦ଟା ୪୨ ମଧ୍ୟରେ ଶୁଭଲଗ୍ନ ରହିଛି । ଏହି ସମୟ ମଧ୍ୟରେ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନଲାଗି ହେବ । ବ୍ରହ୍ମପୁରା ପଣ୍ଡିତ…

Read More

ବିଜେପି ପକ୍ଷରୁ ମହିଳା ମୋର୍ଚ୍ଚା ରାଜ୍ୟ ପଦାଧିକାରୀଙ୍କ ନାମ ଘୋଷଣା: ରାଜଲକ୍ଷ୍ମୀ ଦାସଙ୍କୁ ରାଜ୍ୟ ମହିଳା ମୋର୍ଚ୍ଚା ଆଇଟି ସେଲ୍ ସଂଯୋଜିକା ଦାୟିତ୍ଵ

ବିଜେପି ପକ୍ଷରୁ ମହିଳା ମୋର୍ଚ୍ଚା ରାଜ୍ୟ ପଦାଧିକାରୀଙ୍କ ନାମ ଘୋଷଣା ରାଜଲକ୍ଷ୍ମୀ ଦାସଙ୍କୁ ରାଜ୍ୟ ମହିଳା ମୋର୍ଚ୍ଚା ଆଇଟି ସେଲ୍ ସଂଯୋଜିକା ଦାୟିତ୍ଵ #ଭୁବନେଶ୍ୱର(ଏନ୍‌.ଏମ୍‌.): ବିଜେପି ପକ୍ଷରୁମହିଳା ମୋର୍ଚ୍ଚା ରାଜ୍ୟ ପଦାଧିକାରୀ କାର୍ଯ୍ୟକାରିଣୀ ସଦସ୍ୟା ଏବଂ ରାଜ୍ୟ ସଂଯୋଜିକା ନାମ ତାଲିକା ଘୋଷଣା କରାଯାଇଛି । ଏଥିରେ ୬ଜଣ ଉପ ସଭାନେତ୍ରୀ, ୨ ଜଣ ସାଧାରଣ ସମ୍ପାଦିକା, ୫ ଜଣ ସମ୍ପାଦିକା, ୧ କାର୍ଯ୍ୟାଳୟ ସମ୍ପାଦିକା, ୧ କୋଷାଧ୍ୟକ୍ଷା ପଦାଧିକାରୀ ନାମ ଘୋଷଣା କରାଯାଇଛି । ୨୫…

Read More

୨୦୨୩-୨୪ ବର୍ଷରେ ୭୦ହଜାର ଗୋଟି କୃଷି ଯନ୍ତ୍ରପାତି ଯୋଗାଇବା ପାଇଁ ୪୫୦ କୋଟି ଟଙ୍କାର ସରକାରୀ ରିହାତି ଲକ୍ଷ୍ୟ ଧାର୍ଯ୍ୟ

୨୦୨୩-୨୪ ବର୍ଷରେ ୭୦ହଜାର କୃଷି ଯନ୍ତ୍ରପାତି ଯୋଗାଇବା ପାଇଁ ୪୫୦ କୋଟି ଟଙ୍କାର ସରକାରୀ ରିହାତି ଲକ୍ଷ୍ୟ ଧାର୍ଯ୍ୟ ରିହାତି ପ୍ରଦାନରେ ଅନିୟମିତତା ଓ ବିଳମ୍ବ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ -ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ #ଭୁବନେଶ୍ୱର(ଏନ୍‌.ଏମ୍‌.): ଜନସଂଖ୍ୟା ବୃଦ୍ଧିକୁ ତାଳଦେଇ ଖାଦ୍ୟଶସ୍ୟ ଓ କୃଷିଜାତ ଦ୍ରବ୍ୟ ଉତ୍ପାଦନ ବୃଦ୍ଧିର ଆବଶ୍ୟକତା ରହିଛି । କୃଷି କ୍ଷେତ୍ରରେ ବୈଷୟିକ ଜ୍ଞାନର ଉପଯୋଗ ଓ କ୍ଷୟଶୀଳ ପ୍ରାକୃତିକ ସମ୍ପଦ ଏବଂ ଉତ୍ପାଦନ ଖର୍ଚ୍ଚ ହ୍ରାସ ଆଦି…

Read More

ବିଭିନ୍ନ ଦାବି ନେଇ ଅଙ୍ଗନବାଡି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ ଓ ସ୍ମାରକପତ୍ର ପ୍ରଦାନ

ବିଭିନ୍ନ ଦାବି ନେଇ ଅଙ୍ଗନବାଡି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ ଓ ସ୍ମାରକପତ୍ର ପ୍ରଦାନ ସମ୍ବଲପୁର(ଏନ୍‌.ଏମ୍‌.): ଅଙ୍ଗନବାଡି କର୍ମୀଙ୍କୁ ବଞ୍ଚିବା ଭଲି ଦରମା ଦେବା, ପେନସନ୍ ବ୍ୟବସ୍ଥା, ସାମାଜିକ ନିରାପତ୍ତା, ଏସ୍‌.ଏନ୍‌.ପି ଦର ବୃଦ୍ଧି କରିବା, ଗାଆଁ କଲ୍ୟାଣ ସମିତିରୁ ବାଦ ଦେବା ଆଦି ଦାବି ନେଇ ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାର ଅଙ୍ଗନବାଡି କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ଅବସରରେ…

Read More

କଟକ ଟ୍ୟାକ୍ସ ବାର ପକ୍ଷରୁ ସମ୍ବଦ୍ଧର୍ନା ସଭା

କଟକ ଟ୍ୟାକ୍ସ ବାର ପକ୍ଷରୁ ସମ୍ବଦ୍ଧର୍ନା ସଭା #କଟକ(ଏନ୍‌.ଏମ୍‌.): କଟକ ଟ୍ୟାକ୍ସ ବାର ଅୋସାସିଏସନ୍ ତରଫରୁ ମକର୍ତନଗରସ୍ଥିତ ସଭାଗୃହେର ଏକ ସମ୍ବଦ୍ଧର୍ନା ସଭା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଶୁଭାଶିଷ ତାଳପତ୍ର ମୁଖ୍ୟଅତିଥି ଭାବେ ଯୋଗେଦଇ ପ୍ରଚଳିତ ଟିକସ ଆଇନର ସେଂଶାଧନ ହେବାର ସମୟ ଉପନିତ ହୋଇଥିବାବେଳେ, ଏଥିରେ ଆଇନଜୀବୀମାନଙ୍କର ଗୁରୁଦାୟିତ୍ୱ ରହିଛି ବୋଲି ମତବ୍ୟକ୍ତ କରିଥିଲେ । ସଂଘର ସଭାପତି ଅରୁଣ କୁମାର ଦାଶଙ୍କ ସଭାପତିତ୍ୱରେ ବରିଷ୍ଠ ଆଇନଜୀବୀ ସୌରଚନ୍ଦ୍ର…

Read More

ଯୁବ ରେଡ୍‌କ୍ରସ୍ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: ରେଡ୍‌କ୍ରସ୍‌କୁ ସରକାରୀ ସହାୟତା ରାଶି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି

ଯୁବ ରେଡ୍‌କ୍ରସ୍ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: ରେଡ୍‌କ୍ରସ୍‌କୁ ସରକାରୀ ସହାୟତା ରାଶି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି #ଭୁବନେଶ୍ୱର(ଏନ୍‌.ଏମ୍‌.): ଯୁବ ରେଡ୍‌କ୍ରସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ରେଡ୍‌କ୍ରସ୍ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ନରହରି ସେଠୀ, ଭାରତୀୟ ରେଡ୍‌କ୍ରସ ସୋସାଇଟିର ଅବୈତନିକ ସଂପାଦକ ବିଭୂତି ଭୂଷଣ ପଟ୍ଟନାୟକ, ଯୁବ ରେଡ୍‌କ୍ରସ୍ ଅଧିକାରୀ ଡ. ରମେଶ ଚନ୍ଦ୍ର…

Read More