ଟଙ୍କା ନେବା ପାଇଁ ସୁନାରାମକୁ ହତ୍ୟା କରିଥିଲା ସାଥୀ

ଟଙ୍କା ନେବା ପାଇଁ ସୁନାରାମକୁ ହତ୍ୟା କରିଥିଲା ସାଥୀ #ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ପୌରପାଳିକା ୮ନମ୍ବର ୱାର୍ଡ଼ ବ୍ୟାଘ୍ରବାହିନୀ ମନ୍ଦିର ନିକଟ ଅବକାରୀ ବିଭାଗ କାର୍ଯ୍ୟାଳୟର ନିର୍ମାଣାଧୀନ ଗୋଦାମ ଘର ବାରଣ୍ଡାରେ ଗତ ୫ତାରିଖରେ ଘଟିଥିବା ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଚୌଦ୍ୱାର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣକ ହେଲା ଢେଙ୍କାନାଳ ଜିଲ୍ଲା ନିହାଲ ପ୍ରସାଦ ଥାନା ଫୁଲିଝରଣ ଗ୍ରାମର ରାଜୁ ମେରେଲ (୨୮) ବୋଲି ଜଣାପଡ଼ିଛି । ତା ନିକଟରୁ…

Read More

ରାଜ୍ୟରେ ଓଏଏସସ୍ତରରେ ବଡ଼ଧରଣର ଅଦଳ ବଦଳ

ରାଜ୍ୟରେ ଓଏଏସସ୍ତରରେ ବଡ଼ଧରଣର ଅଦଳ ବଦଳ #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ସରକାର ଆଜି ରାଜ୍ୟରେ ଓଏଏସସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ତେବେ ରାଜ୍ୟରେ ଏକକାଳୀନ ମୋଟ ୨୯୫ଜଣ ଓଏଏସ ଅଫିସରଙ୍କ ବଦଳି ହୋଇଥିବାର ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ଏହି ଅଦଳ ବଦଳ ମଧ୍ୟରେ ଏକକାଳୀନ ୧୦୬ ଜଣ ବିଡିଓ ଓ ୧୮୯ଜଣ ତହସିଲଦାରଙ୍କ ବଦଳି ହୋଇଛି । ଏହି ଓଏଏସ୍ ଅଫିସରମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଡିଓ ଏବଂ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ ।…

Read More

ଚଳିତ ବର୍ଷ ୨୮ ରୁ ୩୨ରେ ପହଞ୍ଚିଲା କଟକର ଚାନ୍ଦି ମେଢ଼ ସଂଖ୍ୟା : ମନଜିଣିବ ରାଉସା ପାଟଣା ଦୁର୍ଗାମଣ୍ଡପର ନୂତନ କାଚମେଢ଼

ଚଳିତ ବର୍ଷ ୨୮ ରୁ ୩୨ରେ ପହଞ୍ଚିଲା କଟକର ଚାନ୍ଦି ମେଢ଼ ସଂଖ୍ୟା : ମନଜିଣିବ ରାଉସା ପାଟଣା ଦୁର୍ଗାମଣ୍ଡପର ନୂତନ କାଚମେଢ଼ #କଟକ(ଏନ୍‌.ଏମ୍‌.): କଟକ ସହରରେ ବର୍ଷକୁ ବର୍ଷ ଚାନ୍ଦିମେଢ଼ର ସଂଖ୍ୟା ବୃଦ୍ଧି ପାଇବା ସହ ରୌପ୍ୟନଗରୀ ମାନ୍ୟତାର ଗାରିମା ବୃଦ୍ଧି କରିପାରିଛି । ଗତବର୍ଷ କଟକର ଚାନ୍ଦି ମେଢ଼ ସଂଖ୍ୟା ୨୮ରେ ଥିଲାବେଳେ ଚଳିତ ବର୍ଷ ଏହା ୩୨କୁ ବୃଦ୍ଧି ପାଇଛି ବୋଲି କଟକ ମହାନଗର ଶାନ୍ତି କମିଟିର ସାଧାରଣ ସମ୍ପାଦକ ଭିକାରୀ ଦାସ…

Read More

ଦୋକାନ କର୍ମଚାରୀଙ୍କ ନାମରେ ମାଲିକ କଲେ ଋଣ: ଥାନାରେ ଏତଲା

ଦୋକାନ କର୍ମଚାରୀଙ୍କ ନାମରେ ମାଲିକ କଲେ ଋଣ: ଥାନାରେ ଏତଲା #ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଆଇବି ରୋଡରେ ଫ୍ୟାସନ ୱାଲ୍ଡ ନାମକ ଏକ ଡ୍ରେସ ଦୋକାନରେ କାମ କରୁଥିବା ଲକ୍ଷ୍ମଣପୁର ନାରାୟଣ ବିହାରର ଆଶିଷ କୁମାର ହାତୀ ତାଙ୍କ ମାଲିକ ଦ୍ୱାରା ଠକାମୀର ଶିକାର ହୋଇଛନ୍ତି । ଦୋକାନ ମାଲିକ ନାରାୟଣ ବିହାର ଅଞ୍ଚଳର ରାଜେଶ ନାୟକଙ୍କ ପୁତ୍ର ଜଶକେତନ ନାୟକ ଓରଫ ଆକାଶ ଏହି ଦୋକାନଟିକୁ ଚଲାଉଥିଲେ । ତେବେ ତାଙ୍କ ପାଖରେ କାମ କରୁଥିବା ଆଶିଷଙ୍କ…

Read More

ନବନିଯୁକ୍ତ ଶିକ୍ଷକ ପ୍ରଶିକ୍ଷକଙ୍କ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ନବନିଯୁକ୍ତ ଶିକ୍ଷକ ପ୍ରଶିକ୍ଷକଙ୍କ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ #ଭୁବନେଶ୍ୱର(ଏନ୍‌.ଏମ୍‌.): ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱରର ସମ୍ମିଳନୀ କକ୍ଷରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏବଂ ବ୍ଲକ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ନବନିଯୁକ୍ତ ଶିକ୍ଷକ ପ୍ରଶିକ୍ଷକମାନଙ୍କ ପାଇଁ ସାତଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଛି । ଏହି ପ୍ରଶିକ୍ଷଣକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଅଶ୍ୱଥୀ….

Read More

ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଖୋଲିବ ସି.ଏସ୍‌.ପି (ପ୍ଲସ୍‌) ବ୍ୟାଙ୍କିଙ୍ଗ ଆଉଟ୍‌ଲେଟ୍‌

ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଖୋଲିବ ସି.ଏସ୍‌.ପି (ପ୍ଲସ୍‌) ବ୍ୟାଙ୍କିଙ୍ଗ ଆଉଟ୍‌ଲେଟ୍‌ ୬ଟି ପବ୍ଲିକ୍ ସେକ୍ଟର ବ୍ୟାଙ୍କ ସରକାରଙ୍କ ସହ ଭାଗୀଦାରିରେ ବ୍ୟାଙ୍କ ନଥିବା ଗ୍ରାମପଞ୍ଚାୟତଗୁଡ଼ିକରେ ବ୍ୟାଙ୍କ ସେବା ଉପଲବ୍ଧ କରାଇବେ #ଭୁବନେଶ୍ୱର(ଏନ୍‌.ଏମ୍‌.): ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରୁଥିବାରୁ ସର୍ବତ୍ର ବ୍ୟାଙ୍କିଙ୍ଗ୍ ସୁବିଧା ଉପଲବ୍ଧ କରିବା ଅପରିହାର୍ଯ୍ୟ ହୋଇଛି । ରାଜ୍ୟର ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ନଥିବାରୁ ଜନସାଧାରଣଙ୍କୁ ନିରବଚ୍ଛିନ୍ନ ବ୍ୟାଙ୍କିଙ୍ଗ ସେବା ତଥା ସରକାରଙ୍କ ଦ୍ୱାରା ହିତାଧିକାରୀମାନଙ୍କୁ ଦିଆଯାଉଥିବା ପ୍ରତ୍ୟକ୍ଷ…

Read More

ଆଠଗଡ଼ରେ ଧଳାଜହର କାରବାର:ଜଣେ ଗିରଫ ୧୦୫ଗ୍ରାମ ବ୍ରାଉନସୁଗର ଜବତ

ଆଠଗଡ଼ରେ ଧଳାଜହର କାରବାର:ଜଣେ ଗିରଫ ୧୦୫ଗ୍ରାମ ବ୍ରାଉନସୁଗର ଜବତ #ଆଠଗଡ(ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟରେ ବେଆଇନ ନିଶାକାରବାର ବୃଦ୍ଧି ପାଇବାରେ ଲାଗିଛି । ନିଶା ମାଫିଆମାନଙ୍କ ଟାର୍ଗେଟରେ ଏବେ ଯୁବପୀଢ଼ି । ବିଶେଷ କରି ଯୁବପୀଢ଼ିଙ୍କୁ ନିଶାଶକ୍ତ କରାଇ ସେମାନଙ୍କ ଦ୍ୱାରା ବିପୁଳ ଅର୍ଥ ରୋଜଗାର କରିବା ଏମାନଙ୍କ ଉଦ୍ଦେଶ୍ୟ । ତେଣୁ ବିଭିନ୍ନ ମହାବିଦ୍ୟାଳୟ, ବିଶ୍ୱ ବିଦ୍ୟାଳୟ, ଛାତ୍ରାବାସ ତଥା ବଡ଼ବଡ଼ ସହର ନିକଟରେ ଏହି ବ୍ୟବସାୟ ଅଧିକ ଚାଲୁଥିବାର ଅଭିଯୋଗ ହେଉଛି । ଏବେ ନିଶାମାଫିଆମାନଙ୍କ…

Read More

ବାସୁଦେବପୁର ସାମ୍ବାଦିକ ସଂଘ ପକ୍ଷରୁ ବାର୍ଷିକ ଉତ୍ସବ

ବାସୁଦେବପୁର ସାମ୍ବାଦିକ ସଂଘ ପକ୍ଷରୁ ବାର୍ଷିକ ଉତ୍ସବ #ଭଦ୍ରକ(ଏନ୍‌.ଏମ୍‌.): ଭଦ୍ରକ ଜିଲ୍ଲା ବାସୁଦେବପୁର ସାମ୍ବାଦିକ ସଂଘ ପକ୍ଷରୁ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଏଥି ନିମନ୍ତେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଥିଲା । ପୂର୍ବାହ୍ନରେ ଗଣ ମାଧ୍ୟମର ପ୍ରତିନିଧି ମାନଙ୍କୁ ନେଇ ଏକ ସାମ୍ବାଦିକ କର୍ମଶାଳା ଆୟୋଜନ ହୋଇଥିଲା । ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଉକ୍ତ କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ । ସାମ୍ବାଦିକ ଅମରେଶ ବିଶ୍ୱାଳ ଓ ବିକ୍ରମ କେଶରୀ ପରିଜା…

Read More

ଯୁବ ସାମ୍ବାଦିକ ସଂଘର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ

ଯୁବ ସାମ୍ବାଦିକ ସଂଘର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ #କଟକ(ଏନ୍‌.ଏମ୍‌.): ଓଡ଼ିଶା ଯୁବ ସାମ୍ବାଦିକ ସଂଘ ପକ୍ଷରୁ ଚର୍ତୁଦ୍ଦଶ ବାର୍ଷିକ ଉତ୍ସବ ସହିତ ଓଡ଼ିଶା ପ୍ରତିଭା ଓ ଗୌରବ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମେରିଟାଇମ ମ୍ୟୁଜିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୁଣାତ୍ମକ ଶିକ୍ଷାଦାନ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଭାବେ ଓଡ଼ିଶା ହାଇକୋର୍ଟର ପ୍ରାକ୍ତନ ବିଚାରପତି ତଥା ପୂର୍ବତନ ମାନବାଧିକାର କମିଶନ ଜଷ୍ଟିସ ବୀରକିଶୋର ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ…

Read More

ଶୌଚାଳୟ ଖୋଲିବା ଦାବିରେ ସୁଭାଷ ସଙ୍ଗଠନର ଅଭିନବ ପ୍ରତିବାଦ

ଶୌଚାଳୟ ଖୋଲିବା ଦାବିରେ ସୁଭାଷ ସଙ୍ଗଠନର ଅଭିନବ ପ୍ରତିବାଦ #କଟକ(ଏନ୍‌.ଏମ୍‌.): ସୁଭାଷ ସଙ୍ଗଠନ ପକ୍ଷରୁ କଟକରେ ସିଏମ୍‌ସିର ସ୍ଥାଣୁତାକୁ ନେଇ ପୁଣି ଏକ ଭିନ୍ନ ଧରଣର ପ୍ରତିବାଦ କରାଯାଇଛି । ମାତ୍ର ଶୌଚାଳୟ ଗୁଡ଼ିକୁ ସର୍ବସାଧାରଣଙ୍କ ନିମନ୍ତେ ଖୋଳାଯାଉନଥିବାରୁ, ବୋଧ ହୁଏ କୌଣସି ବାସ୍ତୁଦୋଷ ରହୁଛି ବୋଲି ଚିନ୍ତା କରି ସଙ୍ଗଠନ ପକ୍ଷରୁ ଏକ ‘ବାସ୍ତୁ ଦୋଷ ନିବାରଣ ପୂଜା’ର ଆୟୋଜନ ମାତାମଠ ସ୍ଥିତ ଶୌଚାଳୟ ସାମ୍‌ନାରେ କରାଯାଇଥିଲା । ପ୍ରକାଶ ଥାଉକି, ଗତ ଜାନୁଆରୀ ମାସରେ…

Read More

ସୁବୋଧ କୃଷ୍ଣ ମିଶନ ପକ୍ଷରୁ ଭାଗବତ ସପ୍ତାହ ଉଦ୍‌ଯାପିତ

ସୁବୋଧ କୃଷ୍ଣ ମିଶନ ପକ୍ଷରୁ ଭାଗବତ ସପ୍ତାହ ଉଦ୍‌ଯାପିତ #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ରାଷ୍ଟ୍ରଭାଷା ପ୍ରଚାର ଓ ପ୍ରସାର ସମିତି ସଭାଗୃହରେ ଏକ ସପ୍ତାହ ବ୍ୟାପୀ ମିଶନର ପ୍ରମୁଖ ଡ.କୃଷ୍ଣ ପ୍ରେମାନନ୍ଦ ସରସ୍ୱତୀଜ ମହାରାଜଜୀଙ୍କ ଦ୍ୱାରା ପ୍ରଦତ ପ୍ରବଚନ ସପ୍ତାହର ଉଦ୍‌ଯାପନୀ ଉତ୍ସବ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ସ୍ୱାମୀ କୃଷ୍ଣ ପ୍ରେମାନନ୍ଦଜୀଙ୍କ ସଂକଳିତ ଓ ସମ୍ପାଦିତ “ଶ୍ରୀବଳଭଦ୍ର ପୂଜାବିଧି ଓ ସହସ୍ର ନାମାବଳୀ’ ପୁସ୍ତକକୁ ସର୍ବପୁରାତନ ଓଡ଼ିଆ ସମ୍ବାଦପତ୍ର ସମାଜର ସମ୍ପାଦକ ଡ.ପ୍ରମୋଦ କୁମାର ମହାପାତ୍ର ସ୍ୱତନ୍ତ୍ର…

Read More

ଜଗତପୁର ଆନନ୍ଦ ମାର୍କେଟ ନିର୍ମାଣ କାର୍ଯ୍ୟରେ ଦୁର୍ଘଟଣା: ଦୁଇ ମହଲା ଉପରୁ ଖସିଲା ଇଟା ୫ ଆହତ

ଜଗତପୁର ଆନନ୍ଦ ମାର୍କେଟ ନିର୍ମାଣ କାର୍ଯ୍ୟରେ ଦୁର୍ଘଟଣା: ଦୁଇ ମହଲା ଉପରୁ ଖସିଲା ଇଟା ୫ ଆହତ #ଜଗତପୁର(ଏନ୍‌.ଏମ୍‌.): ସିଏମସି ୪୯ନମ୍ବର ୱାର୍ଡ ଜଗତପୁର ସ୍ଥିତ କେନ୍ଦ୍ରାପଡା ରୋଡ, ନିୟୁ ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ସମୟରେ ଦୁର୍ଘଟଣା ଘଟି ୫ଜଣ ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ସ୍ଥାନୀୟ ଜଗତପୁର ଆନନ୍ଦ ମାର୍କେଟରେ ଥିବା ସୋନୁ ମୋଟର୍ସ ନାମକ ଗାଡ଼ି ସୋରୁମର ବାହାରେ ପ୍ରୋଫାଇଲ ଟିଣ ଛାତ କାମ ଚାଲୁଥିଲା । ହଠାତ ସୋରୁମ…

Read More