ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ଚେତାବନୀ
ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ଚେତାବନୀ ମୁଖ୍ୟମନ୍ତ୍ରୀ ପ୍ରଶାସନିକ ଷଡ଼ଯନ୍ତ୍ରରୁ ବାହାରି ସ୍କିମେଟିକ୍ କର୍ମଚାରୀ ଓ ଶିକ୍ଷକଙ୍କୁ ସ୍ଥାୟୀ ଓ ୨୦୧୩ ପୂର୍ବ ଶିକ୍ଷକ କର୍ମଚାରୀଙ୍କ ଠିକା ସମୟକୁ ମୂଳ ଚାକିରିରେ ଗଣନା କରନ୍ତୁ, ନଚେତ୍ ଆନ୍ଦୋଳନ ତୀବ୍ର ହେବ : ମହାସଂଘ #ଭୁବନେଶ୍ୱର(ଏନ୍.ଏମ୍.): କେତେକ ଦାବି ନେଇ ଓଡ଼ିଶା ସରକାରୀ ଚୁକ୍ତି ଭିତ୍ତିକ କର୍ମଚାରୀ ମହାସଂଘର ଅସନ୍ତୋଷ ତେଜିବାରେ ଲାଗିଛି । ଓଡ଼ିଶା ରାଜ୍ୟ ସରକାର ରାଜ୍ୟରୁ ଠିକା ବା ଚୁକ୍ତି ଭିତ୍ତିକ ବ୍ୟବସ୍ଥା…
