ଚୌଧୁରୀ ବଜାରରେ ଥିବା ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ: କାରଣ ଅସ୍ପଷ୍ଟ, ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଭଷ୍ମିଭୂତ
ଚୌଧୁରୀ ବଜାରରେ ଥିବା ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ: କାରଣ ଅସ୍ପଷ୍ଟ, ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଭଷ୍ମିଭୂତ #କଟକ (ଏନ୍.ଏମ୍.): ସ୍ଥାନୀୟ ଚୌଧୁରୀ ବଜାରର ଏକ ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟି ବ୍ୟାପକ ଧନସମ୍ପତ୍ତି ନିଷ୍ଟ ହୋଇ ଯାଇଛି । ନିଆଁ ଲାଗି ଦୋକାନରେ ଥିବା ଲୁଗାପଟା ସବୁ ଜଳିଯାଇଛି । ସୌଭାଗ୍ୟ ବସତଃ କେହି ମୃତାହତ ହୋଇ ନାହାନ୍ତି । ଅଗ୍ନିକାଣ୍ଡକୁ ମୁକାବିଲା କରିବା ପାଇଁ ୧୦ଟି ଅଗ୍ନିଶମ ବାହିନୀ ପହଞ୍ଚି ଦୀର୍ଘ…
