ଉପଖଣ୍ଡସ୍ତରୀୟ କୃଷି ଓ ଯନ୍ତ୍ରପାତି ମେଳା ଉଦଯାପିତ

ଉପଖଣ୍ଡସ୍ତରୀୟ କୃଷି ଓ ଯନ୍ତ୍ରପାତି ମେଳା ଉଦଯାପିତ #ଆଠଗଡ଼(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡ଼ କୃଷି ଓ କୃଷକର ବିକାଶ ପାଇଁ ଆଠଗଡ଼ ମହୋତ୍ସବ ପଡିଆ ଠାରେ ଏକ ଉପଖଣ୍ଡ ସ୍ତରୀୟ କୃଷି ଓ ଯନ୍ତ୍ରପାତି ମେଳା ଆୟୋଜନ କରାଯାଇଥିଲା । ଏହି ମେଳାରେ ପ୍ରଶାନ୍ତ କୁମାର ତରାଇ ଉପଜିଲ୍ଲାପାଳ, ଆଠଗଡ଼ ସଭାପତିତ୍ୱ କରିଥିଲେ, ମେଳାର ଉଦ୍ଦେଶ୍ୟ କୃଷକମାନେ ବୈଷୟିକ ଜ୍ଞାନକୌଶଳ ଜରିଆରେ ଅଧିକ ଉତ୍ପାଦନ କରିପାରିବେ, ଏହି ମେଳାର ଉଦଯାପନି ଦିବସରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,…

Read More

କୁହୁଳୁଛି ଅଞ୍ଚଳବାସୀଙ୍କ ଅସନ୍ତୋଷ: ଦଲାଲଙ୍କ କବ୍‌ଜାରେ ଠାକୁର ସମ୍ପତ୍ତି !

କୁହୁଳୁଛି ଅଞ୍ଚଳବାସୀଙ୍କ ଅସନ୍ତୋଷ: ଦଲାଲଙ୍କ କବ୍‌ଜାରେ ଠାକୁର ସମ୍ପତ୍ତି ! #ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ କୟଲପଡ଼ା ଗ୍ରାମ ପଞ୍ଚାୟତରେ ଠାକୁର ସମ୍ପତ୍ତି ହଡ଼ପ ହୋଇଥିବା ଅଭିଯୋଗ ହୋଇଛି । କିଛି ଦଲାଲ ଚକ୍ରାନ୍ତ କରି ଉକ୍ତ ଜମିକୁ ଯୋରଜବରଦସ୍ତ ମାଡ଼ି ବସିଛନ୍ତି । ସୂଚନା ମୁତାବକ କୟଲପଡ଼ା ଗ୍ରାମରେ ଥିବା ଲକ୍ଷ୍ମୀ ନାରାୟଣ ଦେବୋତ୍ତର ଜମିକୁ ଉକ୍ତ ଗ୍ରାମର ୨ଜଣ ଦଲାଲ ଚଞ୍ଚକତା କରି ବିକ୍ରି ଉଦ୍ଦେଶ୍ୟରେ ଯୋର୍ ଜବରଦସ୍ତ ସେଠାରେ ନିର୍ମାଣ ଧିନ କାର୍ଯ୍ୟ…

Read More

ଭୋର ସାଢେ ଚାରିରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ସମୀକ୍ଷା କଲେ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ: ଡିସେମ୍ବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ

ଭୋର ସାଢେ ଚାରିରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ସମୀକ୍ଷା କଲେ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ: ଡିସେମ୍ବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ #ଭୁବନେଶ୍ୱର/ପୁରୀ (ଏନ୍‌.ଏମ୍‌.): ନବୀନ ଓଡିଶା ଓ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ଶନିବାର ବଡିଭୋରରୁ ପୁରୀ ଯାଇ ୪.୩୦ ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ପରିକ୍ରମା ପ୍ରକଳ୍ପ କାମ ତ୍ୱରାନ୍ୱିତ କରି ୨୦୨୩ ଡିସେମ୍ବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ…

Read More

ମା’ଶ୍ୟାମାକାଳୀଙ୍କର ବାର୍ଷିକ ମହୋତ୍ସବ ଓ ଦ୍ୱାଦଶତମ ଅଖଣ୍ଡ ଭଜନ ସମରୋହ କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତି ବୈଠକ

ମା’ଶ୍ୟାମାକାଳୀଙ୍କର ବାର୍ଷିକ ମହୋତ୍ସବ ଓ ଦ୍ୱାଦଶତମ ଅଖଣ୍ଡ ଭଜନ ସମରୋହ କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତି ବୈଠକ #କଟକ(ଏନ୍‌.ଏମ୍‌.): ମାଳିକା ବର୍ଦ୍ଧିତ କଟକ ଶିଖରପୁର ସ୍ଥିତ କାଳିଆବୁଦାରେ ପୂଜା ପାଉଥିବା ଶ୍ରୀଶ୍ରୀ ମା’ ଶ୍ୟାମାକାଳୀଙ୍କର ବାର୍ଷିକ ମହୋତ୍ସବ ପାଳନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୨ତାରିଖ(ରବିବାର) ଦିନ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ମା’ଙ୍କ ପୀଠରେ ବରିଷ୍ଠ ପଣ୍ଡିତ ଓ ମା’ଶ୍ୟାମାକାଳୀଙ୍କ ମୂଖ୍ୟପୂଜକଙ୍କ ଦ୍ୱାରା ହୋମଯଜ୍ଞ, ପୂଜାର୍ଚ୍ଚନା କରାଯିବ । ଏଥି…

Read More

କଟକ ସାତସାହି ନୃତ୍ୟୋତ୍ସବର ଦ୍ୱିତୀୟ ସଂଧ୍ୟା:ଦୁର୍ଗା ତାଣ୍ଡବ ନୃତ୍ୟରେ ଝୁମିଲେ ଦର୍ଶକ

କଟକ ସାତସାହି ନୃତ୍ୟୋତ୍ସବର ଦ୍ୱିତୀୟ ସଂଧ୍ୟା:ଦୁର୍ଗା ତାଣ୍ଡବ ନୃତ୍ୟରେ ଝୁମିଲେ ଦର୍ଶକ #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ବାଲିଯାତ୍ରା ଉପର ପଡ଼ିଆରେ ଆୟୋଜିତ ୧୪ତମ ସାତସାହି ନୃତ୍ୟୋତ୍ସବର ଦ୍ୱିତୀୟ ସଂଧ୍ୟାରେ ବେଶ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଯାଇଛି । ନୃତ୍ୟମୟୁରୀ ଅନୁଷ୍ଠାନ ପକ୍ଷରୁ ଦୁର୍ଗାତାଣ୍ଡବ ନୃତ୍ୟରୁ ଆରମ୍ଭ ହୋଇଥିଲା ଆଜି ସଂଧ୍ୟାର ପ୍ରଥମ ସାଂସ୍କୃତିକ କାର୍ଯ୍ୟକ୍ରମ । ଓମ୍ ଦୁର୍ଗାୟ ନମଃ ଗୀତର ତାଳେ ତାଳେ ଦର୍ଶକ ଝୁମିଥିଲେ । ଏହାପରେ ସୁଦୂର ରାଜସ୍ଥାନରୁ ଆସିଥିବା ସାଇ କଳାକେନ୍ଦ୍ରର…

Read More

‘ମାଇଁ ଲର୍ଡ’ ଏବଂ ‘ଇଓର ଲର୍ଡସିପି’ ଶୁଣିଶୁଣି ବିରକ୍ତ ହେଲେ ସୁପ୍ରିମକୋର୍ଟ ବିଚାରପତି

‘ମାଇଁ ଲର୍ଡ’ ଏବଂ ‘ଇଓର ଲର୍ଡସିପି’ ଶୁଣିଶୁଣି ବିରକ୍ତ ହେଲେ ସୁପ୍ରିମକୋର୍ଟ ବିଚାରପତି ନୂଆଦିଲ୍ଲୀ(ଏଜେନ୍ସି): ବିଚାର ବିଭାଗୀୟ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଅଣ୍ଟାଭିଡିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି । ତେଣୁ ସୁପ୍ରିମକୋର୍ଟ ବିଚାରପତିଙ୍କୁ ବିରକ୍ତ କଲା “ମାଇଁ ଲର୍ଡ’ ଏବଂ “ଇଓର୍ ଲର୍ଡସିପ୍‌” ସମ୍ବୋଧନ । ନ୍ୟାୟିକ ପ୍ରକ୍ରିୟାରେ ଏପରି ସମ୍ବୋଧନ ସାଧାରଣ କଥା ହେଲେ ମଧ୍ୟ ଜଣେ ବିଚାରପତି ବିରକ୍ତି ଭାବ ପ୍ରକାଶ କରିଛନ୍ତି । ଏକ ମାମଲାର ଶୁଣାଣି ସମୟରେ ଜଣେ ବରିଷ୍ଠ…

Read More

ପୁଲିସ ଇନଫରର୍ମର ସନ୍ଦେହରେ ୩ ଜଣଙ୍କୁ ହତ୍ୟା କରି ଗାଁ ମୁଣ୍ଡରେ ଫୋପାଡ଼ି ଦେଲେ ନକ୍ସଲ

ପୁଲିସ ଇନଫରର୍ମର ସନ୍ଦେହରେ ୩ ଜଣଙ୍କୁ ହତ୍ୟା କରି ଗାଁ ମୁଣ୍ଡରେ ଫୋପାଡ଼ି ଦେଲେ ନକ୍ସଲ #ନବରଙ୍ଗପୁର(ଏନ୍‌.ଏମ୍‌.): ନବରଙ୍ଗପୁର ଜିଲ୍ଲାରେ ନକ୍ସଲ ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏପରିକି ସାଧାରଣ ଲୋକଙ୍କୁ ମଧ୍ୟ ହତ୍ୟା କରିବା ଭଳି ଘଟଣା ଦେଖିବାକୁ ମିଳିଛି । ଏହି ଅଞ୍ଚଳରେ ନକ୍ସଲମାନେ ଏକ ବର୍ବରକାଣ୍ଡ ଘଟାଇଛନ୍ତି । ନକ୍ସଲମାନେ ପୁଲିସ ଇନଫର୍ମର୍ ସନ୍ଦେହରେ ୩ଜଣଙ୍କୁ ହତ୍ୟା କରି ଗାଁମୁଣ୍ଡରେ ଫୋପାଡ଼ି ଦେଇଛନ୍ତି । ତେବେ ଏହି ଅଭାବନୀୟ ଘଟଣା…

Read More

କଟକ ସାତସାହି ନୃତ୍ୟୋତ୍ସବ ଉଦ୍‌ଘାଟିତ

କଟକ ସାତସାହି ନୃତ୍ୟୋତ୍ସବ ଉଦ୍‌ଘାଟିତ #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଉପର ବାଲିଯାତ୍ରା ପଡ଼ିଆରେ ଆୟୋଜିତ ୧୪ତମ ସାତସାହି ନୃତ୍ୟୋତ୍ସବ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମଣିପୁର ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ମୁଖ୍ୟବିଚାରପତି ନ୍ୟାୟମୂର୍ତ୍ତି ଏଲ.କେ. ମହାପାତ୍ର ଯୋଗଦେଇ ନାଚଗୀତ ଦ୍ୱାରା ବେଳେବେଳେ ଭାରାକ୍ରାନ୍ତ ମନ ହାଲୁକା ହୋଇଯାଏ ବୋଲି ମତପ୍ରକାଶ କରିଥିଲେ । ତେବେ ସାତସାହି ନୃତ୍ୟୋତ୍ସବ ଯେଉଁ ପଦକ୍ଷେପ ନେଇଛି ସେଥିପାଇଁ ତା’ର କର୍ମକର୍ତ୍ତାଙ୍କ ଉଦ୍ୟମ ଉଚ୍ଚ ପ୍ରଶଂସନୀୟ ବୋଲି ମତପ୍ରକାଶ କରିଥିଲେ । ଜାତୀୟସ୍ତରୀୟ ନୃତ୍ୟ, ସଂଗୀତ…

Read More

ସାବତ ମା’ ମାଡ଼ରେ ଦୁଇ ଶିଶୁ ଗୁରୁତର, ଉଦ୍ଧାର ପରେ ମେଡ଼ିକାଲରେ ଭର୍ତ୍ତି

ସାବତ ମା’ ମାଡ଼ରେ ଦୁଇ ଶିଶୁ ଗୁରୁତର, ଉଦ୍ଧାର ପରେ ମେଡ଼ିକାଲରେ ଭର୍ତ୍ତି ଆଠଗଡ଼ (ଏନ୍‌.ଏମ୍‌.): କଥାରେ ଅଛି ମା’ ନାହିଁ ଯାହାର ସାହା ନାହିଁ ତାହାର । ପିଲାମାନଙ୍କ ଉପରେ ମା’ ସ୍ନେହମମତା ଅଦ୍ୱିତୀୟ । ତେବେ ବେଳେବେଳେ ମା’ ଠାରୁ ଅଧିକ ସ୍ନେହ ମମତା ମଧ୍ୟ ସାବତ ମା’ ଠାରୁ ମିଳିଥାଏ । ତେବେ ଏସବୁ ବିରଳ । ତେବେ ସାବତ ମା’ର ପିଲାମାନଙ୍କ ଉପରେ କିଭଳି ପ୍ରଭାବ ପଡ଼େ ତାହାର ଏକ ସଦ୍ୟ…

Read More

ବିଜୟନଗରମ ଟ୍ରେନ ଟ୍ରାଜେଡି:୧୪ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ୪୫ ଟ୍ରେନ୍ ବାତିଲ, ମୃତକଙ୍କ ମଧ୍ୟରେ ୨ଜଣ ରେଳ କର୍ମଚାରୀ

ବିଜୟନଗରମ ଟ୍ରେନ ଟ୍ରାଜେଡି:୧୪ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ୪୫ ଟ୍ରେନ୍ ବାତିଲ, ମୃତକଙ୍କ ମଧ୍ୟରେ ୨ଜଣ ରେଳ କର୍ମଚାରୀ ବିଜୟନଗରମ(ଏଜେନ୍ସି): ଆନ୍ଧ୍ରପ୍ରଦେଶର କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନରେ ହୋଇଥିବା ଟ୍ରେନ୍ ଟ୍ରାଜେଡି ଘଟଣାରେ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ୨ଜଣ ରେଳ କର୍ମଚାରୀ ଅଛନ୍ତି । ସେମାନଙ୍କ ମଧ୍ୟରେ ବିଶାଖାପାଟଣା-ରାୟଗଡାର ଲୋକୋ ପାଇଲଟ୍ ଓ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନର ଗାର୍ଡଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୪ଜଣ…

Read More

ସିଏମସିରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ନେଇ ଶପଥ ପାଠ କାର୍ଯ୍ୟକ୍ରମ

ସିଏମସିରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ନେଇ ଶପଥ ପାଠ କାର୍ଯ୍ୟକ୍ରମ #କଟକ (ଏନ୍‌.ଏମ୍‌.): ସମାଜର ପ୍ରତ୍ୟେକସ୍ତରରୁ ଦୁର୍ନୀତିର ମୂଳୋତ୍ପାଟନ କରି ଶାନ୍ତି ଓ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ସହ ଜନସାଧାରଣକୁ ନ୍ୟାୟ ପ୍ରଦାନ କରିବା ନିମନ୍ତେ ସଚେତନତା ସୃଷ୍ଟି ପାଇଁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଆଜି ଠାରୁ ଆସନ୍ତା ମାସ ନଭେମ୍ବର ମାସ ୫ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ ହେଉଛି ।ଏହି ପରିପ୍ରେକ୍ଷୀରେ ଆଜି ଏହି ସପ୍ତାହର ପ୍ରଥମ…

Read More

କାର୍ତ୍ତିକ ମାସର ପ୍ରଥମ ସୋମବାର: ଧବଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ, ଅବକାଶ ବେଶ ଦର୍ଶନ

କାର୍ତ୍ତିକ ମାସର ପ୍ରଥମ ସୋମବାର: ଧବଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ, ଅବକାଶ ବେଶ ଦର୍ଶନ #ଆଠଗଡ଼/ଚୌଦ୍ୱାର (ଏନ୍‌.ଏମ୍‌.) : ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର ଅବସରରେ ରାଜ୍ୟର ପ୍ରତ୍ୟେକ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ବାବା ଧବଳେଶ୍ୱରଙ୍କ ପୀଠରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । ଭୋରୁ ଭୋରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଓଁ ନମଃ ଶିବାୟ…

Read More