ବକେୟା ପାଉଣା ନମିଳିବାରୁ “କସ୍ ବୋର୍ଡ଼ ଇଣ୍ଡଷ୍ଟ୍ରି’ ସମ୍ମୁଖରେ ଶ୍ରମିକଙ୍କ ଗଣଧାରଣା ୯୫ ଦିନରେ
ବକେୟା ପାଉଣା ନମିଳିବାରୁ “କସ୍ ବୋର୍ଡ଼ ଇଣ୍ଡଷ୍ଟ୍ରି’ ସମ୍ମୁଖରେ ଶ୍ରମିକଙ୍କ ଗଣଧାରଣା ୯୫ ଦିନରେ #କଟକ(ଏନ୍.ଏମ୍.): ଜଗତପୁର ଶିଳ୍ପାଞ୍ଚଳସ୍ଥିତ କସ୍ ବୋର୍ଡ ଇଣ୍ଡଷ୍ଟ୍ରିରେ କାର୍ଯ୍ୟରତ ଶ୍ରମିକମାନଙ୍କର ବକେୟା ଦରମା, ଗ୍ରାଚ୍ୟୁଟି, ବୋନସ୍ ସମେତ ଅନ୍ୟାନ୍ୟ ଶ୍ରମ ଆଇନ ମୁତାବକ ସୁବିଧା ସୁଯୋଗ ପ୍ରଦାନ କରାଯାଇ ନଥିବାରୁ ଏ ସମ୍ବନ୍ଧରେ କର୍ମଚାରୀମାନେ ଉକ୍ତ କମ୍ପାନୀର ମାଲିକ, ଲେବର କମିଶନର ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଲିଖିତ ଜଣାଇ ଦିଆଯାଇଥିବା ସତ୍ତ୍ୱେ ଉକ୍ତ କମ୍ପାନୀର ମାଲିକ ସମସ୍ତ ଶ୍ରମିକମାନଙ୍କୁ ଆଇନଗତ…
