ନବଘନ ସ୍ନାତକ କଲେଜର ନୂଆ ଓ କାର୍ଯ୍ୟକ୍ରମ

ନବଘନ ସ୍ନାତକ କଲେଜର ନୂଆ ଓ କାର୍ଯ୍ୟକ୍ରମ #ଭଦ୍ରକ(ଏନ୍‌.ଏମ୍‌.): ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏବଂ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ବାସୁଦେବପୁର ପଞ୍ଚାୟତ ସମିତି ଅଧୀନରେ ଥିବା ନବଘନ ସ୍ନାତକ କଲେଜ କରଞ୍ଜାଡ଼ିଆରେ ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନିତ…

Read More

ବାରାପୁର ହାଇସ୍କୁଲରେ ନିଆରା ଢଙ୍ଗରେ ପାଳନ ହେଲା ଗୁରୁପୂଜନ ଉତ୍ସବ

ବାରାପୁର ହାଇସ୍କୁଲରେ ନିଆରା ଢଙ୍ଗରେ ପାଳନ ହେଲା ଗୁରୁପୂଜନ ଉତ୍ସବ #ବାସୁଦେବପୁର(ଏନ୍‌.ଏମ୍‌.): ହଜିଯାଉଛି ଗୁରୁ ଶିଷ୍ୟଙ୍କ ମଧ୍ୟରେ ନିବିଡ ସମ୍ପର୍କ । ଆଜିକାଲି ଶିକ୍ଷାଦାନ ବ୍ରତ ନୁହେଁ ବୃତ୍ତି ପାଲଟିଯାଇଛି । ଆଗପରି ରହୁନାହିଁ ଗୁରୁ ଶିଷ୍ୟଙ୍କ ମଧ୍ୟରେ ମଧୁର ସମ୍ପର୍କ । କଳୁଷିତ ହୋଇ ଯାଉଛି ପରିବେଶ । ବାସୁଦେବପୁର ବ୍ଲକର ବାରାପୁର ହାଇସ୍କୁଲରେ ନିଆରା ଢଙ୍ଗରେ ପାଳନ ହୋଇଛି ଗୁରୁ ପୂଜନ ଉତ୍ସବ ଓ ଶ୍ରୀଗଣେଶ ପ୍ରତିମୂର୍ତ୍ତି ସ୍ଥାପନା ସମାରୋହ । ସମାଜର ଛୋଟ…

Read More

ବାଲିଯାତ୍ରା ମହାଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବିରେ କଂଗ୍ରେସର ମୋଟରସାଇକେଲ ଶୋଭାଯାତ୍ରା

ବାଲିଯାତ୍ରା ମହାଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବିରେ କଂଗ୍ରେସର ମୋଟରସାଇକେଲ ଶୋଭାଯାତ୍ରା #କଟକ(ଏନ୍‌.ଏମ୍‌.): ସିଏମସି ପକ୍ଷରୁ ବାଲିଯାତ୍ରାରେ ହୋଇଥିବା ମହାଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ପାଇଁ କଂଗ୍ରେସ ଦାବି କରିଛି । ରାଜକୋଷରୁ ଅର୍ଥ କିଭଳି ଆତ୍ମସାତ ହେଉଛି ତାହାର ଉନ୍ମୋଚନ କରିବା ପାଇଁ କଟକ କଂଗ୍ରେସ ପକ୍ଷରୁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ଏ ନେଇ ପ୍ରଶାସନିକ ଉଦାସୀନତା ଦେଖିବାକୁ ମିଳିଛି । କିଛି ଅଧିକାରୀ, କର୍ମଚାରୀଙ୍କ ସମେତ ରାଜନେତାମାନେ ଏହି ଦୁର୍ନୀତିରେ ଜଡ଼ିତ ଥିବାରୁ ଏହାର ତଦନ୍ତ…

Read More

ବିଜୁ ପଟ୍ଟନାୟକ ଷ୍ଟେଟ୍ ପୁଲିସ ଏକାଡେମୀରେ ୭ମ ବ୍ୟାଚ ଡିଏସପି ଏବଂ ୧୧ତମ ବ୍ୟାଚ ସବଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହ

ବିଜୁ ପଟ୍ଟନାୟକ ଷ୍ଟେଟ୍ ପୁଲିସ ଏକାଡେମୀରେ ୭ମ ବ୍ୟାଚ ଡିଏସପି ଏବଂ ୧୧ତମ ବ୍ୟାଚ ସବଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହ #ଭୁବନେଶ୍ୱର(ଏନ୍‌.ଏମ୍‌.): ବିଜୁ ପଟ୍ଟନାୟକ ଷ୍ଟେଟ୍ ପୁଲିସ ଏକାଡେମୀ ଠାରେ ୭ମ ବ୍ୟାଚ ଡିଏସପି (ପ୍ରୋବେସନର) ଏବଂ ୧୧ତମ ବ୍ୟାଚ କ୍ୟାଡେଟ୍ ସବ୍‌-ଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟଅତିଥି ଭାବେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ଯୋଗ ଦେଇ ଦେଶ, ସମାଜ ତଥା ସାଧାରଣ ଜନତାଙ୍କୁ ଉପଯୁକ୍ତ ସେବା, ସୁରକ୍ଷା…

Read More

ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଲେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ବରିଷ୍ଠ ସେବାୟତଗଣ

ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଲେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ବରିଷ୍ଠ ସେବାୟତଗଣ ନିମନ୍ତ୍ରଣ ରକ୍ଷା କରି ସେବାୟତଙ୍କୁ ଗୁଆ ଓ ଚାଉଳ ଦେଲେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ପାଇଁ ପୁରୀ ବାସୀ ତଥା ସେବାୟତ ମାନଙ୍କ ତ୍ୟାଗ ଅତୁଳନୀୟ: ୫-ଟି ଅଧ୍ୟକ୍ଷ #ଭୁବନେଶ୍ୱର(ଏନ୍‌.ଏମ୍‌.): ନବୀନ ନିବାସରେ ଥିଲା ଆଜି ଏକ ଆଧ୍ୟାତ୍ମିକ ପରିବେଶ । ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହେଉଥିଲା ପୁରା ପରିସର । ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟଗଣ, ବରିଷ୍ଠ ସେବାୟତଗଣ, ଶ୍ରୀମନ୍ଦିର ପ୍ରଶାସନ…

Read More

କଟକରେ ଚୌଦ୍ୱାର-କଟକ ପକ୍ଷରୁ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ

କଟକରେ ଚୌଦ୍ୱାର-କଟକ ପକ୍ଷରୁ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ #କଟକ(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କ ନେତୃତ୍ୱରେ ଚୌଦ୍ୱାରସ୍ଥିତ ବିରୁପା ଛକ ଓ ଯୋବ୍ରା ଆନ୍ନିକଟ ଠାରେ ସ୍ଥାପିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ତେବେ ବିଜୁ ବାବୁଙ୍କୁ ମାତ୍ର ୧୮ବର୍ଷ ବୟସ…

Read More

ବର୍ଣ୍ଣାଢ୍ୟ ପରିବେଶରେ ବାସୁଦେବପୁର ବିଜେଡିର ପ୍ରତିଷ୍ଠା ଦିବସ

ବର୍ଣ୍ଣାଢ୍ୟ ପରିବେଶରେ ବାସୁଦେବପୁର ବିଜେଡିର ପ୍ରତିଷ୍ଠା ଦିବସ #ଭଦ୍ରକ(ଏନ୍‌.ଏମ୍‌.): ବହୁ ଆଡମ୍ବରରେ ଧୁମ୍‌ଧାମରେ ବାସୁଦେବପୁର ବିଜେଡି ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ବାସୁଦେବପୁର ବିଜେଡି ପକ୍ଷରୁ ପୂର୍ବାହ୍ନରେ ବିଭିନ୍ନ ସ୍ଥାନରେ ଗଣ ଦୌଡ ଆୟୋଜିତ ହୋଇଥିଲା । ସମସ୍ତ ଜୋନ ସହ ପୌର ପରିଷଦ ରେ ମଧ୍ୟ ଗଣଦୌଡ ଆୟୋଜିତ ହୋଇ ଯାଇଛି । ସେହିପରି ସ୍ଥାନୀୟ ଆର୍ତୁଙ୍ଗ ପଞ୍ଚାୟତ ବିଦ୍ୟାଳୟରେ ବୃକ୍ଷ ରୋପଣ ଓ ସ୍ୱାସ୍ଥ୍ୟ କେନ୍ଦ୍ରରେରେ ଫଳ ବଣ୍ଟନ କାର୍ଯ୍ୟ କର୍ମ…

Read More

ଅଯୋଧ୍ୟାର ଶ୍ରୀରାମଙ୍କ ଅକ୍ଷତକୁ ଭବ୍ୟ ସ୍ୱାଗତ

ଅଯୋଧ୍ୟାର ଶ୍ରୀରାମଙ୍କ ଅକ୍ଷତକୁ ଭବ୍ୟ ସ୍ୱାଗତ #ଭଦ୍ରକ(ଏନ୍‌.ଏମ୍‌.): ଜାନୁଆରୀ ୨୨ ଅଯୋଧ୍ୟା ଠାରେ ହେବ ପୁଭୁ ଶ୍ରୀରାମଙ୍କ ମନ୍ଦିରର ପ୍ରତିଷ୍ଠା ଉତ୍ସବ । ଏଥି ପାଇଁ ଜାନୁଆରୀ ୧ ରୁ ୧୫ ପର୍ଯ୍ୟନ୍ତ ହେବ ସମଗ୍ର ଗାଁ ଗାଁ ରେ ନିମନ୍ତ୍ରଣ ଅଭିଯାନ । ଏହି ଅଭିଯାନରେ ଅକ୍ଷତ, ନିମନ୍ତ୍ରଣ ଓ ରାମ ଲାଲାଙ୍କ ଫଟୋକୁ ନେଇ ଘରକୁ ଘର ବୁଲିବେ ରାମ ଭକ୍ତ । ଏହି ଅଭିଯାନ ନିମନ୍ତେ ବାସୁଦେବପୁରରେ ଆଜି ପହଞ୍ଚିଛି ଅକ୍ଷତ କଳସ…

Read More

ସାଧୁବଟ ଆବାସିକ ବିଦ୍ୟାମନ୍ଦିରର ୧୩ତମ ବାର୍ଷିକ ଉତ୍ସବ

ସାଧୁବଟ ଆବାସିକ ବିଦ୍ୟାମନ୍ଦିରର ୧୩ତମ ବାର୍ଷିକ ଉତ୍ସବ #ନିଶ୍ଚିନ୍ତକୋଇଲି(ଏନ୍‌.ଏମ୍‌.): କଟକ ଜିଲ୍ଲା ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଅଧୀନସ୍ଥ ବ୍ରାହ୍ମଣଖଣ୍ଡ ସିଲୋ ଠାରେ ଥିବା ସାଧୁବଟ ଆବାସିକ ବିଦ୍ୟାମନ୍ଦିର (ଗୁରୁକୁଳ)ର ୧୩ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବାଶିଷ ରାୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରଫେସର ବୈଷ୍ଣବ ଚରଣ ପଟ୍ଟନାୟକ ଯୋଗଦେଇ ଗୁରୁକୁଳ ଶିକ୍ଷା ଛାତ୍ରର ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା…

Read More

ଜଗତପୁର ନାବାଳକ ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତ ଗିରଫ, ଦା ଓ କାଠଫାଳିଆ ଜବତ କଲା ପୁଲିସ

ଜଗତପୁର ନାବାଳକ ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତ ଗିରଫ, ଦା ଓ କାଠଫାଳିଆ ଜବତ କଲା ପୁଲିସ #ଜଗତପୁର(ଏନ୍‌.ଏମ୍‌.): ବହୁ କଳ୍ପନା ଜଳ୍ପନାର ଅନ୍ତଘଟାଇ କମିଶନରେଟ ପୁଲିସ ନରହନ୍ତା ଯୁବକକୁ ଗିରଫ କରିଛି । ବହୁ ଚର୍ଚ୍ଚିତ ଜଗତପୁର ମଧ୍ୟକଚ୍ଛ ପୋଖରୀ ହୁଡ଼ାରେ ନାବାଳକ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି କମିଶନରେଟ ପୁଲିସ । ଏହି ହତ୍ୟାକାଣ୍ଡ ପଛରେ ସମସ୍ତେ ମୃତ ନାବାଳକର ବାପାଙ୍କୁ ସନ୍ଦେହ କରୁଥିବାବେଳେ ପୁଲିସର ଅନ୍ଦାଜ କିନ୍ତୁ ଥିଲା ଭିନ୍ନ । ତେବେ ପ୍ରକୃତ ଅଭିଯୁକ୍ତକୁ…

Read More

ଯୋଗାଣ ଅଧିକାରୀ ପରିବହନ ଠିକାଦାର ଅସାଧୁ ମେଣ୍ଟ: ଶୋଷଣ ହେଉଛନ୍ତି ଖୁଚୁରା ବିକ୍ରେତା

ଯୋଗାଣ ଅଧିକାରୀ ପରିବହନ ଠିକାଦାର ଅସାଧୁ ମେଣ୍ଟ: ଶୋଷଣ ହେଉଛନ୍ତି ଖୁଚୁରା ବିକ୍ରେତା #କଟକ(ଏନ୍‌.ଏମ୍‌.): କଟକ ମହାନଗର ଅଞ୍ଚଳରେ ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ପରିବହନ ଠିକାଦାରମାନେ ଯୋଗାଣ ବିଭାଗ ଅଧିକାରୀଙ୍କ ସହାୟତାରେ କ୍ରମାଗତ ଭାବେ ଧାର୍ଯ୍ୟ ଓଜନ ଠାରୁ କମ୍ ପରିମାଣର ସାମଗ୍ରୀ ପହଞ୍ଚାଣ କରି ଆସୁଥିଲେ । ଏ ସମ୍ପର୍କରେ ଖୁଚୁରା ବିକ୍ରେତା ମାନେ ବାରମ୍ବାର ଅଭିଯୋଗ କରିବା ପରେ କଟକ ରିଟେଲ ଡିଲର୍ସ ଆସୋସିଏସନ୍ ପକ୍ଷରୁ ଏ ସମ୍ବଦ୍ଧ ରେ ବିଭିନ୍ନ ସମୟରେ…

Read More

ମା’ ସରସ୍ୱତୀ ଶିକ୍ଷା ମନ୍ଦିରର ବାର୍ଷିକ କ୍ରୀଡ଼ା ଉତ୍ସବ

ମା’ ସରସ୍ୱତୀ ଶିକ୍ଷା ମନ୍ଦିରର ବାର୍ଷିକ କ୍ରୀଡ଼ା ଉତ୍ସବ #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଦରଘା ବଜାର, ହାତୀପୋଖରୀଛକ ସ୍ଥିତ ମା’ ସରସ୍ୱତୀ ଶିକ୍ଷା ମନ୍ଦିରର ଅଷ୍ଟାଦଶ ବାର୍ଷିକ ଖେଳକୁଦ ସମାରୋହ ସ୍ଥାନୀୟ ସୟିଦ ସେମିନାରୀ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ପରିଚାଳନା ସମିତି ସଭାପତି ବଂଶୀଧର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ଶିକ୍ଷା ବିସ୍ତାର ସମିତି, ଓଡ଼ିଶାର ସଭାପତି ରାଜ କିଶୋର ବେହେରା ଅଷ୍ଟାଦଶ ବାର୍ଷିକ କ୍ରୀଡ଼ାକୁ ଉଦ୍‌ଘାଟନ କରିଥିଲେ । ମୁଖ୍ୟଅତିଥି…

Read More