ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ

ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ ଆଗାମୀ ଦିନରେ ପୁଲିସ ଅଧିକ ଶକ୍ତିଶାଳୀ ହେବ-ଡିଜିପି #କଟକ(ଏନ୍‌.ଏମ୍‌.): ଓଡିଶା ପୁଲିସର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଅରୁଣ କୁମାର ଷଡଙ୍ଗୀ ଆଜି ଅପରାହ୍ନରେ କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟ ଠାରେ ପୂର୍ବତନ ଡି.ଜି.ପି ସୁନୀଲ କୁମାର ବଂସଲଙ୍କ ଠାରୁ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଷଡଙ୍ଗୀ ପୁଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଉପସ୍ଥିତ ବରିଷ୍ଠ ଅଧିକାରୀମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ…

Read More

ରାସନକାର୍ଡ଼ରେ ଡେପୁଟି ମେୟରଙ୍କ ନାମ ଘଟଣା: ଦୁର୍ନୀତି ପଛରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଡିସିପିଙ୍କ ନିକଟରେ ବିଜେପିର ଏତଲା

ରାସନକାର୍ଡ଼ରେ ଡେପୁଟି ମେୟରଙ୍କ ନାମ ଘଟଣା: ଦୁର୍ନୀତି ପଛରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଡିସିପିଙ୍କ ନିକଟରେ ବିଜେପିର ଏତଲା #କଟକ(ଏନ୍‌.ଏମ୍‌.): ରାଜ୍ୟସରକାର ସବୁବେଳେ ଦୁର୍ନୀତି ହଟାଇବା ସହ ସ୍ୱଚ୍ଛତା ବଜାୟ ରଖିବା ନିମନ୍ତେ ଫାଇପ-ଟି ଭଳି ଯୋଜନା କରିଛନ୍ତି । ଏଥି ସହିତ ଅଧିକାରୀମାନେ ନିଜର କାର୍ଯ୍ୟଦକ୍ଷତା ପ୍ରତିପାଦନ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ମାତ୍ର ସେସବୁ କିଭଳି କାର୍ଯ୍ୟକାରୀ ହେଉଛି ତାହାର ହିସାବ କାହା ପାଖରେ ନାହିଁ । ତେବେ…

Read More

ଜାନୁଆରୀ ୧ରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେବ ସାଧାରଣ ବଣ୍ଟନ ବ୍ୟବସ୍ଥା

ଜାନୁଆରୀ ୧ରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେବ ସାଧାରଣ ବଣ୍ଟନ ବ୍ୟବସ୍ଥା #କଟକ(ଏନ୍‌.ଏମ୍‌.): ସାଧାରଣ ବଣ୍ଟନ ବ୍ୟବସ୍ଥାର କାର୍ଯ୍ୟରତ ଖୁଚୁରା ବିକ୍ରେତାମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ଦାବିରେ ସର୍ବ ଭାରତୀୟ ଡିଲର୍ସ ଫେଡେରେସନ ପକ୍ଷରୁ ଜାନୁଆରୀ ୧ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସାଧାରଣ ବଣ୍ଟନ ବ୍ୟବସ୍ଥା ବନ୍ଦ ରହିବ । ସମଗ୍ର ଭାରତବର୍ଷରେ ଏହି ଧର୍ମଘଟ ଚାଲିବ ବୋଲି ଫେଡେରେସନ ପକ୍ଷରୁ ସୂଚନା ଦିଆଯାଇଛି । ତେଣ କଣ୍ଟ୍ରୋଲରେ ବଣ୍ଟନ ହେଉଥିବା ସାମଗ୍ରୀ…

Read More