ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ୧ଗିରଫ: ୨ଟି ଦେଶୀବନ୍ଧୁକ ସହ ଗନ ପାଉଡର, ଲିଡ ଓ କ୍ୟାଟ୍ରିଜ ଜବତ
ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ୧ଗିରଫ: ୨ଟି ଦେଶୀବନ୍ଧୁକ ସହ ଗନ ପାଉଡର, ଲିଡ ଓ କ୍ୟାଟ୍ରିଜ ଜବତ #ଚୌଦ୍ୱାର(ଏନ୍.ଏମ୍.): ବେଆଇନ ଭାବେ ବନ୍ଧୁକ ରଖିଥିବା ଅଭିଯୋଗରେ ଚୌଦ୍ୱାର ପୁଲିସ ଆଜି ଜଣେ ଅସାମାଜିକ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲଣ କରିଛି । ସୂଚନା ଅନୁଯାୟୀ ଗତ ୨୮ତାରିଖରେ କରଞ୍ଜି ପଞ୍ଚାୟତ ଅଧିନସ୍ଥ ଗୋଡ଼ଧୁଆ ଗ୍ରାମର ମହାନ୍ତି ବାନରା(୩୦) ନାମକ ଜଣେ ବ୍ୟକ୍ତି ସେହି ଗ୍ରାମର ତାଙ୍କ ଭଉଣୀ ଦାସମା ସିଂଙ୍କୁଙ୍କ ଶ୍ୱଶୁରର ଦ୍ୱାଦଶ କ୍ରିୟାରେ…
