ମା’ ସରସ୍ୱତୀ ଶିକ୍ଷା ମନ୍ଦିରର ବାର୍ଷିକ କ୍ରୀଡ଼ା ଉତ୍ସବ
ମା’ ସରସ୍ୱତୀ ଶିକ୍ଷା ମନ୍ଦିରର ବାର୍ଷିକ କ୍ରୀଡ଼ା ଉତ୍ସବ #କଟକ(ଏନ୍.ଏମ୍.): ସ୍ଥାନୀୟ ଦରଘା ବଜାର, ହାତୀପୋଖରୀଛକ ସ୍ଥିତ ମା’ ସରସ୍ୱତୀ ଶିକ୍ଷା ମନ୍ଦିରର ଅଷ୍ଟାଦଶ ବାର୍ଷିକ ଖେଳକୁଦ ସମାରୋହ ସ୍ଥାନୀୟ ସୟିଦ ସେମିନାରୀ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ପରିଚାଳନା ସମିତି ସଭାପତି ବଂଶୀଧର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ଶିକ୍ଷା ବିସ୍ତାର ସମିତି, ଓଡ଼ିଶାର ସଭାପତି ରାଜ କିଶୋର ବେହେରା ଅଷ୍ଟାଦଶ ବାର୍ଷିକ କ୍ରୀଡ଼ାକୁ ଉଦ୍ଘାଟନ କରିଥିଲେ । ମୁଖ୍ୟଅତିଥି…
