ଜଗତପୁର ଗୋଲେଇଛକ ଠାରେ ମୋ ବସରେ ଅଗ୍ନିକାଣ୍ଡ : ସମସ୍ତ ଯାତ୍ରୀ ସୁରକ୍ଷିତ
ଜଗତପୁର ଗୋଲେଇଛକ ଠାରେ ମୋ ବସରେ ଅଗ୍ନିକାଣ୍ଡ : ସମସ୍ତ ଯାତ୍ରୀ ସୁରକ୍ଷିତ #ଜଗତପୁର(ଏନ୍.ଏମ୍.): ଆଜି ସଂଧ୍ୟାବେଳେ କଟକ ଜଗତପୁର ଗୋଲେଇ ଛକ ଠାରେ ୮୧ ନମ୍ବର ରୁଟରେ ଯାତାୟତ କରୁଥିବା ମୋ ବସରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ତେବେ ଏହି ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ଇଞ୍ଜିନରୁ ପ୍ରଥମେ ଧୂଆଁ ବାହାରିଥିବା ଦେଖିବାକୁ ମିଳିଥିଲା । ତେବେ ‘ଓଡି ୦୫ ଡବ୍ଲୁ ୬୫୩୨’ ନମ୍ବର ବିଶିଷ୍ଟ ଏହି ବସଟି ସଂଧ୍ୟା ୫ଟା ୨୦…
