ଫାଇପ-ଟି ଅଧ୍ୟକ୍ଷଙ୍କ କଟକ ଗସ୍ତ: ପରିଦର୍ଶନ କଲେ ଚଣ୍ଡୀ ମନ୍ଦିର, ଏସସିବି, ତାଳଦଣ୍ଡା କେନାଲ ଓ ରେଭେନ୍‌ସା ବାଳିକା ବିଦ୍ୟାଳୟ

 ଫାଇପ-ଟି ଅଧ୍ୟକ୍ଷଙ୍କ କଟକ ଗସ୍ତ: ପରିଦର୍ଶନ କଲେ ଚଣ୍ଡୀ ମନ୍ଦିର, ଏସସିବି, ତାଳଦଣ୍ଡା କେନାଲ ଓ ରେଭେନ୍‌ସା ବାଳିକା ବିଦ୍ୟାଳୟ #କଟକ(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଫାଇପ-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଆଜି ସଂଧ୍ୟାରେ କଟକ ଗସ୍ତରେ ଆସି ବିଭିନ୍ନ ରୂପାନ୍ତର ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଏସସିବି, ଚଣ୍ଡୀ ମନ୍ଦିର, ତାଳଦଣ୍ଡା କେନାଲ ଓ ରେଭେନ୍‌ସା ବାଳିକା ବିଦ୍ୟାଳୟ ଆଦି ପରିଦର୍ଶନ କରିଥିଲେ । କଟକ…

Read More

ସମାଜସେବୀ ଲିଙ୍ଗରାଜ ନାୟକଙ୍କ ମାତୃ ବିୟୋଗ

ସମାଜସେବୀ ଲିଙ୍ଗରାଜ ନାୟକଙ୍କ ମାତୃ ବିୟୋଗ #ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ନଖରା ପଞ୍ଚାୟତ ବଡ଼ଚାଞ୍ଚୋ ଗ୍ରାମର ସମାଜସେବୀ ଲିଙ୍ଗରାଜ ନାୟକଙ୍କ ମାତା ସୁଲୋଚନା ନାୟକଙ୍କ ବିୟୋଗ ହୋଇଯାଇଛି । ସ୍ୱର୍ଗୀୟା ନାୟକ ଜଣେ ମିଷ୍ଠଭାଷୀ, ଧର୍ମପ୍ରାଣା, ପରୋପକାରୀ, ସ୍ନେହୀ ତଥା ଦରଦୀ ବ୍ୟକ୍ତି ଭାବେ ଅଞ୍ଚଳରେ ବେଶ ପରିଚିତ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇବା ପରେ ଗ୍ରାମର ବହୁ ମୁରବୀ, ବୁଦ୍ଧିଜୀବୀ, ଶୁଭେଚ୍ଛୁଙ୍କ ସମେତ ନିକଟସ୍ଥ ଗ୍ରାମ ଅଲାରପୁର, ସାନଚାଞ୍ଚୋ, ହରିଅନ୍ତା ଆଦି…

Read More

ତୃତୀୟ ଥର ତବ୍ରେଜ୍ ହେଲେ ଭାରତୀୟ ଛାତ୍ର ସଂସଦର ରାଜ୍ୟ ସଂଯୋଜକ

ତୃତୀୟ ଥର ତବ୍ରେଜ୍ ହେଲେ ଭାରତୀୟ ଛାତ୍ର ସଂସଦର ରାଜ୍ୟ ସଂଯୋଜକ #କଟକ(ଏନ୍‌.ଏମ୍‌.): ଇଂ.ତବ୍ରେଜ ଖାନ ତୃତୀୟ ଥର ପାଇଁ ଭାରତୀୟ ଛାତ୍ର ସଂସଦର ରାଜ୍ୟ ସଂଯୋଜକ ଭାବେ ନିର୍ବାଚିତ ହୋଇଯାଇଛି । ଏହା ପୂର୍ବରୁ ସେ ଛାତ୍ର ସାଂସଦ ପ୍ରତିନିଧି ରୂପେ ଦିଲ୍ଲୀ ବିଜ୍ଞାନ ଭବନରେ ଏବଂ ପୁନେରେ ଆୟୋଜିତ ଛାତ୍ର ସାଂସଦ ଭାବେ ରାଜ୍ୟରୁ ପ୍ରତିନିଧି କରିଥିଲେ । ଇଂ.ତବ୍ରେଜ୍ ଏବେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ଅଛନ୍ତି । ଏହି…

Read More

୪ ବର୍ଷରୁ କମ୍ ବୟସ୍କ ପିଲାଙ୍କୁ କଫ୍ ସିରପ୍ ମନା, ଲାଗିଲା ବ୍ୟାନ୍‌

୪ ବର୍ଷରୁ କମ୍ ବୟସ୍କ ପିଲାଙ୍କୁ କଫ୍ ସିରପ୍ ମନା, ଲାଗିଲା ବ୍ୟାନ୍‌ #ନୂଆଦିଲ୍ଲୀ(ଏଜେନ୍ସି): ୪ ବର୍ଷରୁ କମ୍ ବୟସ୍କ ପିଲାଙ୍କୁ ଏଣିକି କଫ ସିରପ୍ ଦେବା ମନା । ଭାରତର ଡ୍ରଗ ରେଗୁଲେଟର ଚାରି ବର୍ଷରୁ କମ୍ ବୟସ୍କ ପିଲାଙ୍କୁ କଫ ସିରପ ଦେବା ଉପରେ ବ୍ୟାନ୍ ଲଗାଇଛନ୍ତି । ସାରା ବିଶ୍ୱରେ କଫ୍ ସିରପ ଯୋଗୁ ୧୪୧ ଛୋଟ ପିଲାଙ୍କ ମୃତ୍ୟୁ ହେପା ପରେ ଭାରତ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଚାରି…

Read More

ବିବାହ ବିଚ୍ଛେଦ ପାଇଁ ହାଇକୋର୍ଟରେ ଅନୁଭବଙ୍କୁ ମିଳିଲା ଅନୁମତି

ବିବାହ ବିଚ୍ଛେଦ ପାଇଁ ହାଇକୋର୍ଟରେ ଅନୁଭବଙ୍କୁ ମିଳିଲା ଅନୁମତି #କଟକ(ଏନ୍‌.ଏମ୍‌.): କେନ୍ଦ୍ରାପଡ଼ା ଲୋକସଭା ସାଂସଦ ତଥା ବିଶିଷ୍ଟ ସିନେ ଅଭିନେତା ଅନୁଭବ ମହାନ୍ତି ଓ ବିଶିଷ୍ଟ ସିନେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ବିବାହ ବିଚ୍ଛେଦ ପାଇଁ ଅନୁଭବଙ୍କୁ ଅନୁମତି ଦେଇଛନ୍ତି ହାଇକୋର୍ଟ । ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । କେବଳ ଅନୁମତି ଦେଇନାହାନ୍ତି ବରଂ ପରିବାର ଅଦାଲତର ବିବାହ ବିଛେଦ…

Read More

କଣ୍ଟାବାଞ୍ଝିରେ ଶକ୍ତି ଟିଭିର ତୃତୀୟ ସ୍ୱନକ୍ଷତ୍ର ଉତ୍ସବ

କଣ୍ଟାବାଞ୍ଝିରେ ଶକ୍ତି ଟିଭିର ତୃତୀୟ ସ୍ୱନକ୍ଷତ୍ର ଉତ୍ସବ #କଣ୍ଟାବାଞ୍ଝି (ଏନ୍‌.ଏମ୍‌.): ଶକ୍ତି ଟିଭିର ତୃତୀୟ ସ୍ୱନକ୍ଷତ୍ର ଉତ୍ସବ ଆୟୋଜିତ ହୋଇଯାଇଛି ।ଏହି ଅବସରରେ ସମସ୍ତ ସାମ୍ବାଦିକଙ୍କୁ ସାଥିରେ ନେଇ କଣ୍ଟାବାଞ୍ଜି ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତ ରୋଗୀଙ୍କୁ ଫଳ ବିସ୍କୁଟ ବଣ୍ଟନ କରାଯାଇଥିଲା । କଣ୍ଟାବାଞ୍ଜି ଜି ଆର୍ ପାଲେସ କନଫରେନ୍ସହଲ୍‌ରେ ଇତି ଅବସରରେ “ସର୍ତ୍ତ ନୁହେଁ ସତ ସହ ଡିଜିଟାଲ ମିଡିଆ’ ଉପରେ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ କଳାହାଣ୍ଡି ଜିଲ୍ଲା ପ୍ରତିନିଧି…

Read More

ଟାଟା ପାୱାର ଓ ଦକ୍ଷତା ବିକାଶ ବିଭାଗ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ: ଉତ୍କର୍ଷ ଦିଗରେ ସ୍କିଲ୍ ଇନ ଓଡିଶା

ଟାଟା ପାୱାର ଓ ଦକ୍ଷତା ବିକାଶ ବିଭାଗ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ: ଉତ୍କର୍ଷ ଦିଗରେ ସ୍କିଲ୍ ଇନ ଓଡିଶା #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଟାଟା ପାୱାର ସହ ମିଳିତ ଭାବେ ରାଜ୍ୟର ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ କରାଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ ଖାରବେଳ ଭବନର ଦ୍ୱିତୀୟ ମହଲାସ୍ଥିତ ସମ୍ମିଳନୀ କକ୍ଷରେ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ…

Read More

ସୋସିଆଲ ମିଡ଼ିଆ ‘ଏକ୍ସ’ ର ସର୍ଭର ଡାଉନ

ସୋସିଆଲ ମିଡ଼ିଆ ‘ଏକ୍ସ’ ର ସର୍ଭର ଡାଉନ ନୂଆଦିଲ୍ଲୀ(ଏଜେନ୍ସି): ସୋସିଆଲ ମିଡ଼ିଆ ‘ଏକ୍ସ’ ର ସର୍ଭର ଡାଉନ। ସାରା ବିଶ୍ୱରେ ‘ଏକ୍ସ’ର ସର୍ଭର ଡାଉନ ହୋଇଥିବା ସୂଚନା ମିଳିଛି। ଫଳରେ ନିଜ ଟାଇମ ଲାଇନ କିମ୍ବା ଅନ୍ୟ ଟାଇମ ଲାଇନ ଦେଖିପାରୁନାହାନ୍ତି ବ୍ୟବହାରକାରୀ। ସର୍ଭର ଡାଇନ ଯୋଗୁ ଟାଇମ ଲାଇନ ବ୍ଲାଙ୍କ୍ ହୋଇଯାଇଛି। ପ୍ରାୟ ଦିନ ୧୧ଟାରୁ ସର୍ଭର ଡାଉନ ରହିଛି। ମାଇକ୍ରୋ ବ୍ଲଗଂ ସାଇଟ ‘ଏକ୍ସ’ର ସର୍ଭର ଡାଉନ ପରେ ସୋସିଆଲ ମିଡିଆ ୟୁଜର୍ସ ଅସୁବିଧାରେ…

Read More