ଚୌଦ୍ୱାର ଡିହସାହି କାର୍ତ୍ତିକେଶ୍ୱର ମେଢ଼ ଯାତ୍ରା ନେଇ ପ୍ରସ୍ତୁତି ବୈଠକ
ଚୌଦ୍ୱାର ଡିହସାହି କାର୍ତ୍ତିକେଶ୍ୱର ମେଢ଼ ଯାତ୍ରା ନେଇ ପ୍ରସ୍ତୁତି ବୈଠକ #ଚୌଦ୍ୱାର(ଏନ୍.ଏମ୍.): ଟାଙ୍ଗୀ-ଚୌଦ୍ୱାର ବ୍ଳକ କୟଳପଡ଼ା ପଞ୍ଚାୟତ ଡିହସାହି ଗ୍ରାମରେ କାର୍ତ୍ତିକେଶ୍ୱର ମେଢ଼ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ନୂଆ ପାଟଣା ସ୍ଥିତ ଡାକବଙ୍ଗଳା ଠାରେ ଯାତ୍ରା କମିଟି ପକ୍ଷରୁ ଆୟୋଜିତ ଏହି ବୈଠକରେ ଚଳିତ ବର୍ଷ କିଭଳି ମେଳଣ ଉତ୍ସବ ଶାନ୍ତିଶୃଙ୍ଖଳାର ସହ ପାଳନ ହେବ ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ଯାତ୍ରାରେ ଅଞ୍ଚଳର ବିଭିନ୍ନ…
