ସଂଗ୍ରାମ ଭୋଇଙ୍କ ସ୍ମୃତି ଉଦ୍ଦେଶ୍ୟରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା
ସଂଗ୍ରାମ ଭୋଇଙ୍କ ସ୍ମୃତି ଉଦ୍ଦେଶ୍ୟରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା #କଟକ ସଦର (ଏନ୍.ଏମ୍.): କଟକ ସଦର ବ୍ଲକ ଅନ୍ତର୍ଗତ ସୁମାଣ୍ଡି ଗ୍ରାମର ଜଣେ ଯୁବ ବ୍ୟକ୍ତିଙ୍କ ଅକାଳ ବିୟୋଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏତେ କମ ବୟସରେ ସାଙ୍ଗ ସାଥୀଙ୍କୁ ଛାଡ଼ି ଆରପାରିକୁ ଚାଲିଯିବାର ଦୁଃଖକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ମାତ୍ର ୨୪ବର୍ଷ ବୟସରେ ସେ ସମସ୍ତଙ୍କୁ ପରକରି ଚାଲିଯିବା ଦୁଃଖରେ ମ୍ରିୟମାଣ ହୋଇଥିବା ଅଞ୍ଚଳର ଶତାଧିକ ଜନସାଧାରଣ ସହପାଠୀ, ସାଙ୍ଗସାଥୀ ତାଙ୍କ ଅମର…
