ଚୌଦ୍ୱାର ମହାବିଦ୍ୟାଳୟରେ ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା
ଚୌଦ୍ୱାର ମହାବିଦ୍ୟାଳୟରେ ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା #ଚୌଦ୍ୱାର(ଏନ୍.ଏମ୍.): ଯୁବପିଢିଙ୍କୁ ସଂଗଠିତ ଓ ସଶକ୍ତ କରିବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ନୂଆ ସାମାଜିକ, କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଚୌଦ୍ୱାର ମହାବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଉଦ୍ଘାଟନ ହୋଇଯାଇଛି । ପ୍ରଥମେ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସାଙ୍କୃତିକ କାର୍ଯ୍ୟକ୍ରମ ନାଚ, ଗୀତ ସହ ନିଜର ଅନ୍ତର୍ନିହିତ କଳା ଓ ପ୍ରତିଭା ମାନ ଦେଖାଇଥିଲେ । ମୁଖ୍ୟଅତିଥି ଭାବେ…
