ଖୋର୍ଦ୍ଧା-ବେଗୁନିଆ-ପରିଛଳ ଗ୍ରାମରେ ମାନବ ଅଧିକାର ଦିବସ ପାଳିତ
ଖୋର୍ଦ୍ଧା-ବେଗୁନିଆ-ପରିଛଳ ଗ୍ରାମରେ ମାନବ ଅଧିକାର ଦିବସ ପାଳିତ #ଖୋର୍ଦ୍ଧା (ଏନ୍.ଏମ୍.): ବିଶ୍ୱ ମାନବ ଅଧିକାର ରକ୍ଷକ ଦିବସର ସୁ-ଅବସରରେ ଆନ୍ତର୍ଜାତିକ ମାନବାଧିକାର ରକ୍ଷକ ଖୋର୍ଦ୍ଧା ଜିଲ୍ଲା ବୋର୍ଡର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଖୋର୍ଦ୍ଧା ଜିଲ୍ଲା, ବେଗୁନିଆ ବ୍ଲକ ପରିଚ୍ଛଳ ଛକରେ ଆନୁଷ୍ଠାନିକ ଭାବରେ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଖଣ୍ଡାୟତ କ୍ଷତ୍ରିୟ କଳକୀ ସେନା ରାଜ୍ୟ ସଭାପତି ଯୋଗିନାଥ ବଳିୟାରସିଂଙ୍କ କରକମଳରେ ଉଦଘାଟନ ହୋଇଥିବାବେଳେ ଆନ୍ତର୍ଜାତିକ ମାନବାଧିକାର ରକ୍ଷକର ଦିଲ୍ଲୀ ମୁଖ୍ୟ…
