ହିତାଧିକାରୀଙ୍କ ଭତ୍ତା ବୃଦ୍ଧି ନେଇ କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
ହିତାଧିକାରୀଙ୍କ ଭତ୍ତା ବୃଦ୍ଧି ନେଇ କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର #କଟକ(ଏନ୍.ଏମ୍.): “କଟକ-ଚୌଦ୍ୱାର ବିକାଶ ପରିଷଦ’ ପକ୍ଷରୁ ସଭାପତି ମାନସ ପରିଡାଙ୍କ ନେତୃତ୍ୱରେ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ରାଶି ୫୦୦ ଟଙ୍କା ପରିବର୍ତ୍ତେ ଅନ୍ୟୁନ ୧୫୦୦/ଟଙ୍କା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ଜଗତପୁର ସ୍ଥିତ ତହସିଲଦାର ଟାଙ୍ଗୀ-ଚୌଦ୍ୱାରଙ୍କ ଜରିଆରେ ପ୍ରଦାନ କରାଯାଇଛି । ସମ୍ପ୍ରତି ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ଦିଆଯାଉଥିବା ଭତ୍ତା ରାଶି…
