ହାଇକୋର୍ଟରେ ଜେଲ୍ ସଂସ୍କାର ମାମଲା: ମାସିକିଆ ରିପୋର୍ଟ ଦେବାକୁ ଆଇନସେବା ପ୍ରାଧିକରଣ ସଚିବଙ୍କୁ ନିର୍ଦ୍ଦେଶ
ହାଇକୋର୍ଟରେ ଜେଲ୍ ସଂସ୍କାର ମାମଲା: ମାସିକିଆ ରିପୋର୍ଟ ଦେବାକୁ ଆଇନସେବା ପ୍ରାଧିକରଣ ସଚିବଙ୍କୁ ନିର୍ଦ୍ଦେଶ #କଟକ(ଏନ୍.ଏମ୍.): ଜେଲ୍ ସଂସ୍କାର ମାମଲାରେ ଆଜି ହାଇକୋର୍ଟ ଭିନ୍ନ ଭିନ୍ନ ସମୟରେ ଜେଲ୍ ପରିଦର୍ଶନ କରି ଉପଯୁକ୍ତ ପଦକ୍ଷେପ ନେବାକୁ ଆଇନସେବା ପ୍ରାଧିକରଣ ସଚିବମାନଙ୍କୁ ଆଦେଶ ଦେଇଛନ୍ତି । ଏଥିସହିତ କୋର୍ଟଙ୍କୁ ମାସକୁ ମାସ ଜେଲ୍ରେ ବିଚାରଧିନ କଏଦୀଙ୍କୁ କର୍ତ୍ତୃପକ୍ଷ କିପରି ବ୍ୟବହାର କରୁଛନ୍ତି ସେ ସମ୍ପର୍କରେ ଅବଗତ କରାଇବାକୁ ଆଦେଶ ଦେଇଛନ୍ତି । ବିଶେଷ କରି ଜେଲ୍ରେ ସେମାନଙ୍କୁ ସର୍ବନିମ୍ନ…
