ହାଇକୋର୍ଟରେ ନାଟମଣ୍ଡପ ମରାମତି ମାମଲା: ମରାମତି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ତଥ୍ୟ ଦିଅ – ହାଇକୋର୍ଟ

ହାଇକୋର୍ଟରେ ନାଟମଣ୍ଡପ ମରାମତି ମାମଲା: ମରାମତି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ତଥ୍ୟ ଦିଅ – ହାଇକୋର୍ଟ #କଟକ(ଏନ୍‌.ଏମ୍‌.): ଶ୍ରୀମନ୍ଦିର ନାଟ ମଣ୍ଡପ ମରାମତି ସମ୍ପର୍କିତ ମାମଲାରେ ପ୍ରତ୍ନତତ୍ୱ ବିଭାଗକୁ ହାଇକୋର୍ଟ ରିପୋର୍ଟ ମାଗିଛନ୍ତି । ମରାମତି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପ୍ରତ୍ନତତ୍ୱ ବିଭାଗକୁ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଜି ହାଇକୋର୍ଟରେ ମାମଲାର ଶୁଣାଣିବେଳେ ଆମିକସ୍‌କ୍ୟୁରୀଙ୍କ ପକ୍ଷରୁ ରିପୋର୍ଟ ଦାଖଲ କରାଯାଇଛି । ଦାଖଲ ରିପୋର୍ଟରେ ଗତ ୧୭ ତାରିଖରୁ ନାଟ ମଣ୍ଡପ…

Read More

ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୟତ୍ସୋବ ପାଳିଲା କଟକ ବିଜେପି

ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୟତ୍ସୋବ ପାଳିଲା କଟକ ବିଜେପି #କଟକ(ଏନ୍‌.ଏମ୍‌.): ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପିର ବିଜୟ ନେଇ କଟକ ବାରବାଟୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜୟ ଉତ୍ସବ ପାଳିତ ହୋଇଯାଇଛି । ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ ଗୌରୀଶଙ୍କର ପାର୍କ ସମୁଖରେ ଏହି ବିଜୟତ୍ସୋବ ପାଳନ ହୋଇଥିଲା । ଉକ୍ତ ନିର୍ବାଚନରେ ଦଳର ବିପୁଳ ବିଜୟ ଉପଲକ୍ଷେ ରାଜ୍ୟ ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମହିଳାମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ…

Read More

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ସମ୍ବଲପୁରୀ ବସ୍ତ୍ରାଳୟ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଉଦଘାଟନ

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ସମ୍ବଲପୁରୀ ବସ୍ତ୍ରାଳୟ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଉଦଘାଟନ #ଭୁବନେଶ୍ୱର(ଏନ୍‌.ଏମ୍‌.): ଭୁବନେଶ୍ୱର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ସମ୍ବଲପୁରୀ ବସ୍ତ୍ରାଳୟ ଦ୍ୱାରା ଆୟୋଜିତ ପ୍ରଥମାଷ୍ଟମୀ, ସ୍ୱତନ୍ତ୍ର ହସ୍ତତନ୍ତ ମେଳା -୨୦୨୩ ଉଦ୍‌ଘାଟିତ ହୋଇଯାଇଛି । ସ୍ଥାନୀୟ ଏକାମ୍ର ହାଟ ୟୁନିଟ ୩ ସ୍ଥିତ ଭୁବନେଶ୍ୱର ଠାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଯୁଗ୍ମ ଶାସନ ସଚିବ ମମତା ନାୟକଙ୍କ ଦ୍ୱାରା ଉଦଘାଟିତ ଏହି ଉତ୍ସବରେ ହସ୍ତତନ୍ତ,…

Read More

ଗୋଟିଏ ଦିନ ବଢ଼ିଲା କଟକର ଐତିହାସିକ ବାଲିଯାତ୍ରା

ଗୋଟିଏ ଦିନ ବଢ଼ିଲା କଟକର ଐତିହାସିକ ବାଲିଯାତ୍ରା #କଟକ(ଏନ୍‌.ଏମ୍‌.): ଚଳିତ ବର୍ଷ କଟକର ଐତିହାସିକ ବାଲିଯାତ୍ରା ଗୋଟିଏ ଦିନ ବୃଦ୍ଧି ପାଇଛି । ଆଜି ଶେଷ ହେବାକୁ ଥିବା ବାଲିଯାତ୍ରା ଆଉ ଗୋଟିଏ ଦିନ ବୃଦ୍ଧି ପାଇବା ପରେ ଆସନ୍ତା କାଲି ଶେଷ ହେବ ବୋଲି ଜଣାପଡ଼ିଛି । ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକର ଐତିହାସିକ ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଆବଶ୍ୟକ ପଦକ୍ଷେପ…

Read More

ପାଚିଲା ଧାନ ଜଗିବାକୁ ଯାଇ ହାତୀ ଆକ୍ରମଣରେ ଦୁଇ ଚାଷୀଙ୍କ ମୃତ୍ୟୁ: ଅଞ୍ଚଳରେ ଉତ୍ତେଜନା

ପାଚିଲା ଧାନ ଜଗିବାକୁ ଯାଇ ହାତୀ ଆକ୍ରମଣରେ ଦୁଇ ଚାଷୀଙ୍କ ମୃତ୍ୟୁ: ଅଞ୍ଚଳରେ ଉତ୍ତେଜନା #ଖୋର୍ଦ୍ଧା (ଏନ୍‌.ଏମ୍‌.): ବର୍ଷଯାକର ପରିଶ୍ରମ ଫସଲକୁ ଜଗିବାକୁ ଯାଇ ପ୍ରାଣ ହରାଇଛନ୍ତି ଦୁଇ କୃଷକ । ଏଭଳି ଦୁଃଖ ପୂର୍ଣ୍ଣ ଖବର ଆସିଛି ଖୋର୍ଦ୍ଧା ଜିଲ୍ଲାରୁ । ମିଳିଥିବା ସୂଚନା ଅନୁଯାୟୀ, ବାତ୍ୟା ଆସୁଥିବାରୁ ଧାନକୁ ସୁରକ୍ଷା ଦେବା ପାଇଁ ଦୁଇ ଚାଷୀ ଯାଇଥିଲେ ଜମିକୁ । ହେଲେ ହାତୀ ପାଦତଳେ ଚାଲିଯାଇଛି ଉଭୟଙ୍କ ଜୀବନ । ଦୁଇ ମୃତ ଚାଷୀ…

Read More