ଆମ ଓଡ଼ିଶା ନବୀନ ଓଡିଶା ଅଧକ୍ଷଙ୍କୁ ଭେଟିଲା ଇପିଏଫ ପେନସନର୍ସ ସଂଘ
ଆମ ଓଡ଼ିଶା ନବୀନ ଓଡିଶା ଅଧକ୍ଷଙ୍କୁ ଭେଟିଲା ଇପିଏଫ ପେନସନର୍ସ ସଂଘ #ଭୁବନେଶ୍ୱର(ଏନ୍.ଏମ୍.): ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ ଇପିଏଫ ପେନସନର୍ସ ସଂଘ ଭେଟିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛି । ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନର ଷଷ୍ଠ ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଜ୍ୟର ୩୦ଟି ଜିଲ୍ଲାରୁ ଶତାଧିକ ପ୍ରତିନିଧି ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମିର ସଭାଗୃହରେ ଏକାଠି ହୋଇଥିଲେ ।ଏହି କାର୍ଯ୍ୟକ୍ରମର ସମାପନ ପରେ ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆସୋସିଏସନର ରାଜ୍ୟ…
