ଚୌଦ୍ୱାର ବିଜେଡି କାଉନସିଲଙ୍କ ଇସ୍ତଫା ଘଟଣା: ନଗର ସଭାପତିଙ୍କ ହସ୍ତକ୍ଷେପ ଫଳରେ ପ୍ରତ୍ୟାହାର କଲେ ବିଜୟ ମଲ୍ଲିକ
ଚୌଦ୍ୱାର ବିଜେଡି କାଉନସିଲଙ୍କ ଇସ୍ତଫା ଘଟଣା: ନଗର ସଭାପତିଙ୍କ ହସ୍ତକ୍ଷେପ ଫଳରେ ପ୍ରତ୍ୟାହାର କଲେ ବିଜୟ ମଲ୍ଲିକ #ଚୌଦ୍ୱାର (ଏନ୍.ଏମ୍.): ଚୌଦ୍ୱାର ପୌର ପରିଷଦରେ ୧୦ନମ୍ବର କାଉନସିଲର ଭାବେ ନିର୍ବାଚିତ ହୋଇଥିବା ବିଜୟ ମଲ୍ଲିକ ଗତକାଲି ନଭେମ୍ବର ୧୪ତାରିଖରେ ଇସ୍ତଫା ଦେଇଥିବାବେଳେ ଆଜି ତାହାକୁ ପ୍ରତ୍ୟାହାର କରିଛନ୍ତି । ତେବେ ଦଳ ପକ୍ଷରୁ ଏବଂ ପୌର କର୍ତ୍ତୃପକ୍ଷଙ୍କ ଅବହେଳା ତଥା ତାଙ୍କୁ କୋଣଠେସା କରାଯିବା ଅଭିଯୋଗରେ ସେ ଇସ୍ତଫା ପତ୍ର ଦେଇଥିଲେ । ଏହା ଆଗାମୀ ଦିନରେ…
