ଧବଳେଶ୍ୱରଙ୍କ ପୀଠରେ ପ୍ରଶାସନ ଓ ପୂଜକଙ୍କ ମଧ୍ୟରେ ବିବାଦ : ପଞ୍ଚକର ଦ୍ୱିତୀୟ ଦିନରେ ବାବାଙ୍କ ଦର୍ଶନରୁ ବଞ୍ଚିତ ରହିଲେ ଶ୍ରଦ୍ଧାଳୁ

ଧବଳେଶ୍ୱରଙ୍କ ପୀଠରେ ପ୍ରଶାସନ ଓ ପୂଜକଙ୍କ ମଧ୍ୟରେ ବିବାଦ ପଞ୍ଚକର ଦ୍ୱିତୀୟ ଦିନରେ ବାବାଙ୍କ ଦର୍ଶନରୁ ବଞ୍ଚିତ ରହିଲେ ଶ୍ରଦ୍ଧାଳୁ # କଟକ(ଏନ୍‌.ଏମ୍‌.): ପଞ୍ଚୁକର ଦ୍ୱିତୀୟ ଦିନରେ ବାବା ଧବଳେଶ୍ୱରଙ୍କ ପୀଠରେ ବିଭିନ୍ନ ବିଭ୍ରାଟ ଦେଖିବାକୁ ମିଳିଛି । କାର୍ତ୍ତିକମାସର ପଞ୍ଚୁକ ତିଥିରେ ଶ୍ରଦ୍ଧାଳୁମାନେ ବାବା ଧବଳେଶ୍ୱରଙ୍କ ଦର୍ଶନ କଲେ କୋଟି ପୂଣ୍ୟର ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଏହି ବିଶ୍ୱାସକୁ ହୃଦୟରେ ଧରି ରାଜ୍ୟର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ଧାଇଁ ଆସୁଛନ୍ତି…

Read More

ହାଣ୍ଡିଶାଳରୁ ଯାଇ ଦୁବାଇରୁ ଫେରିଲେ ମିଶନ ଶକ୍ତି ସଭାନେତ୍ରୀ: ରାଇରଙ୍ଗପୁରରେ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା

ହାଣ୍ଡିଶାଳରୁ ଯାଇ ଦୁବାଇରୁ ଫେରିଲେ ମିଶନ ଶକ୍ତି ସଭାନେତ୍ରୀ: ରାଇରଙ୍ଗପୁରରେ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା #ରାଇରଙ୍ଗପୁର(ଏନ୍‌.ଏମ୍‌.): ରାଇରଙ୍ଗପୁର ବ୍ଳକର ୯ଟି ପଞ୍ଚାୟତରେ ମହିଳାମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ସ୍ୱାବଲମ୍ବୀ କରିବା ସହ ମହିଳା ମାନଙ୍କୁ ବାଣିଜ୍ୟ କାରବାରରେ ବିକଶିତ କରାଇବା ଭୂମିକା ନିଭାଇଥିବା ରାଇରଙ୍ଗପୁର ବ୍ଳକ ମିଶନ ଶକ୍ତି ଫେଡେରେସନ ସଭାନେତ୍ରୀ ଲୀଳାବତୀ ମହାନ୍ତ ଦୁବାଇରୁ ଫେରିଛନ୍ତି । ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଏବଂ ମିଶନ ଶକ୍ତି…

Read More

ନିଖୋଜ ତଅପୋଇର ଗଳିତ ଶବ ବୁଢ଼ାରଣା ପାହାଡ଼ରୁ ପୁଲିସ ଦ୍ୱାରା ଉଦ୍ଧାର: ପୁଲିସର ତନାଘନା ଆରମ୍ଭ

ନିଖୋଜ ତଅପୋଇର ଗଳିତ ଶବ ବୁଢ଼ାରଣା ପାହାଡ଼ରୁ ପୁଲିସ ଦ୍ୱାରା ଉଦ୍ଧାର: ପୁଲିସର ତନାଘନା ଆରମ୍ଭ ରାଇରଙ୍ଗପୁର(ଏନ୍‌.ଏମ୍‌.): ମୟୂରଭଞ୍ଜ ଜିଲ୍ଲାର ଜାମଦା ଥାନା ଅନ୍ତର୍ଗତ ରୁମାପାହାଡି ଗ୍ରାମର ନିଖୋଜ ମହିଳାଙ୍କ ଗଳିତ ଶବ ଉଦ୍ଧାର ହୋଇଛି । ତେବେ ତାଙ୍କର ମୃତ୍ୟୁକୁ ନେଇ ପୁଲିସ ତଦନ୍ତ କରୁଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ରୁମାପାହାଡି ଗ୍ରାମର ବିଧବା ମହିଳା ତଅପୋଇ ମହାନ୍ତ(୪୭) ଗତ ୧୦ ତାରିଖ ଶୁକ୍ରବାର ଦିନ ରାଇରଙ୍ଗପୁର ସାପ୍ତାହିକ ହାଟରୁ ପରିବା ପତ୍ର କିଣିବା…

Read More

ସତସଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା

ସତସଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା #କଟକ(ଏନ୍‌.ଏମ୍‌.): କଟକ ସଦର ବ୍ଲକର ସତସଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତୀ କବିତା ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିଲେ ବିଡାନାସୀ ମ୍ୟୁନିସିପାଲ ସରକାରୀ ସ୍କୁଲର ସାଗରିକା ରାଉତ ଓ ମୁଖ୍ୟବକ୍ତା ଭାବେ ମ୍ୟୁନିସିପାଲ (ସରକାରୀ ସିଟି ଉଚ୍ଚ ବିଦ୍ୟାଳୟ ରାଜାବଗିଜା)ସସ୍ମିତା ମହାପାତ୍ର ଯୋଗଦେଇଥିଲେ । ବିଜ୍ଞାନ ମେଳାକୁ ଆନୁଷ୍ଠାନିକ ଭାବେ…

Read More

ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ବିରୋଧ କରି ବିଜେପି ପକ୍ଷରୁ ବ୍ଲକ ଘେରାଉ

ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ବିରୋଧ କରି ବିଜେପି ପକ୍ଷରୁ ବ୍ଲକ ଘେରାଉ #ଭଦ୍ରକ(ଏନ୍‌.ଏମ୍‌.): ରାଜ୍ୟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଚାଲିଥିବା ଭଳି ସଂଗୀନ ଅଭିଯୋଗ ଆଣିଛି ବିଜେପି । ବିଜେଡ଼ି ସରକାର ଅନେକ ଦୁର୍ନୀତିରେ ବୁଡି ରହିଥିବା ଅଭିଯୋଗ କରି ବିଜେପି ପକ୍ଷରୁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଡାକରାରେ ବାସୁଦେବପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ ଏକ ବିଶାଳ ଶୋଭା ଯାତ୍ରା ସ୍ଥାନୀୟ ଟାଉନ୍ ହଲ୍‌ରୁ ବଜାର…

Read More

ଇରମ ପଞ୍ଚାୟତରେ ବୋହୂକୁ ହତ୍ୟା ଉଦ୍ୟମ: ଥାନାରେ ମାମଲା

ଇରମ ପଞ୍ଚାୟତରେ ବୋହୂକୁ ହତ୍ୟା ଉଦ୍ୟମ: ଥାନାରେ ମାମଲା #ଭଦ୍ରକ(ଏନ୍‌.ଏମ୍‌.): ପ୍ରେମ ବିବାହର କରୁଣ ପରିଣତି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । ବୋହୂକୁ ଯୌତୁକ ନିର୍ଯ୍ୟାତନା ଦେବା ସହ ହତ୍ୟା ଉଦ୍ୟମ କରାଯାଇଥିବା ଭଳି ସଂଗୀନ ଅଭିଯୋଗ ଆସିଛି ବାସୁଦେବପୁର ଥାନାରେ । ତେବେ ସୌଭାଗ୍ୟବଶତଃ ବୋହୂ ଅଳ୍ପକେ ରକ୍ଷା ପାଇ ଯାଇଥିବା ଜଣାପଡ଼ିଛି । ପ୍ରାପ୍ତ ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ଇରମ ପଞ୍ଚାୟତର ବଇଞ୍ଚା ଗ୍ରାମର ଗଙ୍ଗାଧର ବେହେରାଙ୍କ…

Read More

ସହିଦ ସ୍ମୃତି ସଙ୍ଗୀତ ମହାବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ

ସହିଦ ସ୍ମୃତି ସଙ୍ଗୀତ ମହାବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ #ଭଦ୍ରକ(ଏନ୍‌.ଏମ୍‌.): ସହିଦ ସ୍ମୃତି ସଙ୍ଗୀତ ମହାବିଦ୍ୟାଳୟ ରୌପ୍ୟ ଜୟନ୍ତୀ ସମାରୋହ ସ୍ଥାନୀୟ ବ୍ଲକ୍ ରୋଡ କାଳୀ ପୂଜା କମିଟି ଯାତ୍ରା ପଡିଆରେ ତିନି ଦିନ ଧରି ଅନୁଷ୍ଟିତ ହୋଇ ଯାଇଛି । ପ୍ରଥମ ଦିନ ମୁଖ୍ୟଅତିଥି ଭାବେ ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ୱାଳ ଓ ପୌର ଅଧ୍ୟକ୍ଷା ନିବେଦିତା ବେହେରା ଯୋଗ ଦେଇଥିଲେ । ସଭାପତି ମମତା…

Read More

ବିଜାତଳା ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ

ବିଜାତଳା ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ #ରାଇରଙ୍ଗପୁର (ଏନ୍‌.ଏମ୍‌.): ମୟୂରଭଞ୍ଜ ଜିଲ୍ଲାର ବିଜାତଳା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧିନସ୍ଥ ଯୁଡିଆ ଗ୍ରାମ ନିକଟସ୍ଥ କାଣାପାଟ ସରକାରୀ ହାଇସ୍କୁଲ ଓ ସରକାରୀ ଉପ୍ରା ସ୍କୁଲ ପରିସରରେ ବିଜାତଳା ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ମେଳା ଅନୁଷ୍ଠିତ ହୋଇଯାଇଛି । ବିଇଓ ନେପାଳ ମୁଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଏସଡ଼ିପିଓ ଗୋକୁଳାନନ୍ଦ ସାହୁ, ମୁଖ୍ୟବକ୍ତା ଭାବେ ବିଡ଼ିଓ ବଂଶୀଧର ଖୋସଲା, ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ବନାଞ୍ଚଳ…

Read More

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା – ୨୦୨୩ : ଓଡିଶା ପାଭିଲିୟନରେ ପ୍ରତିବିମ୍ବିତ ହେଉଛି ମହିଳା ସଶକ୍ତିକରଣର ଚିତ୍ର ଓ ଚରିତ୍ର

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା – ୨୦୨୩ ଓଡିଶା ପାଭିଲିୟନରେ ପ୍ରତିବିମ୍ବିତ ହେଉଛି ମହିଳା ସଶକ୍ତିକରଣର ଚିତ୍ର ଓ ଚରିତ୍ର #ନୂଆଦିଲ୍ଲୀ(ଏନ୍‌.ଏମ୍‌.): ଓଡିଶାର ମହିଳାମାନଙ୍କୁ ସ୍ୱରୋଜଗାରୀ ଓ ସ୍ୱାବଲମ୍ବୀ କରିବା ସହିତ ସମାଜରେ ସେମାନଙ୍କୁ ଏକ ସମ୍ମାନଜନକ ପରିଚୟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ପ୍ରେରଣାଦାୟୀ ନେତୃତ୍ୱରେ ୨୦୦୮ ମସିହାରେ ଗଠିତ ମିଶନ ଶକ୍ତି ଆଜି ଏକ ମହାଦ୍ରୁମରେ ପରିଣତ ହୋଇଛି । ମିଶନ ଶକ୍ତି ଅଧୀନରେ ସୁସଂଗଠିତ ୬ ଲକ୍ଷ ମହିଳା ସ୍ୱୟଂ ସହାୟିକା…

Read More

ଆଇରନ ବୋଝେଇ ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ: ପ୍ରତିବାଦରେ ରାସ୍ତାରୋକ

ଆଇରନ ବୋଝେଇ ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ: ପ୍ରତିବାଦରେ ରାସ୍ତାରୋକ #ଭଦ୍ରକ(ଏନ୍‌.ଏମ୍‌.): ସଡକ ଦୁର୍ଘଟଣା ଏଡାଇବା ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି । ସଡ଼କ ସୁରକ୍ଷା ସଚେତନତା ଠାରୁ ଆରମ୍ଭ କରି ଗାଡ଼ିଚାଳନାରେ ଅନେକ କଟକଣା ମଧ୍ୟ ଜାରି କରାଯାଇଛି । ତଥାପି ହଟୁନି ସଡକ ଦୁର୍ଘଟଣା । ତେବେ ଏହାର କାରଣ ଖୋଜି ପାଇବା ବେଳକୁ ଅନେକ ଲୋକଙ୍କ ଜୀବନ ଦୀପ ଲିଭିଯାଉଥିବା ଦେଖିବାକୁ ମିଳିଛି । ତେବେ ବୁଧବାର…

Read More

ଜନବସତିରେ ବୁଲୁଛି ମହାବଳ ବାଘ: କ୍ୟାମେରାରେ କଏଦ ହେଲା ଫଟୋ, ଆତଙ୍କିତ ଅଞ୍ଚଳବାସୀ

ଜନବସତିରେ ବୁଲୁଛି ମହାବଳ ବାଘ: କ୍ୟାମେରାରେ କଏଦ ହେଲା ଫଟୋ, ଆତଙ୍କିତ ଅଞ୍ଚଳବାସୀ #ପାରଳାଖେମୁଣ୍ଡି(ଏନ୍‌.ଏମ୍‌.): ମହାବଳ ବାଘକୁ ନେଇ ଗଜପତି ଜିଲ୍ଲୋର ଆତଙ୍କ ଖେଳିଯାଇଛି । ଗତ ୫ ଦିନ ଧରି ମେହନ୍ଦ୍ରଗିରି ବନାଞ୍ଚଳର ରାୟଗଡ଼ ଓ ଗୋଷାଣୀ ବ୍ଲକରେ ଘୂରି ବୁଲୁଥିବା ମହାବଳ ଆଜି ଗୋଷାଣୀ ବ୍ଲକ୍ ଏସ୍‌.ଉରୁଡ଼ା ମୁହାଁ ହୋଇଛି । ପ୍ରତି ଘଣ୍ଟାରେ ବାଘ ଜାଗା ପରିବର୍ତ୍ତନ କରୁଥିବାରୁ ବନ ବିଭାଗ ପକ୍ଷରୁ ମହାବଳର ଗତିବିଧି ଉପେର କଡ଼ା ନଜର ରଖାଯାଇଛି ।…

Read More

କମ୍ୟୁନିଟି ଅର୍ଗାନାଇଜରମାନଙ୍କ କାର୍ଯ୍ୟସମୀକ୍ଷା କଲେ ମେୟର

କମ୍ୟୁନିଟି ଅର୍ଗାନାଇଜରମାନଙ୍କ କାର୍ଯ୍ୟସମୀକ୍ଷା କଲେ ମେୟର #କଟକ(ଏନ୍‌.ଏମ୍‌.): ସିଏମସିରେ କାର୍ଯ୍ୟରତ ସମସ୍ତ କମ୍ୟୁନିଟି ଅର୍ଗାନାଇଜରମାନଙ୍କର ଏକ ସମୀକ୍ଷା ବୈଠକ ମେୟରଙ୍କ ମିନି କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମେୟରଙ୍କ ସମେତ ଷ୍ଟାଣ୍ଡିଙ୍ଗ କମିଟି ଚେୟାରମ୍ୟାନ ପ୍ରଲୟା ବେହେରା, ଡେପୁଟି କମିଶନର ଶ୍ୱେତାପଦ୍ମ ଡି.ଶତପଥୀ, ସିନିଅର କମ୍ୟୁନିଟି ଅର୍ଗାନାଇଜର ଅଳକା ସିଂହଙ୍କ ସମେତ ସମସ୍ତ କମ୍ୟୁନିଟି ଅର୍ଗାନାଇଜର ଉପସ୍ଥିତ ଥିଲେ । ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ସମସ୍ତ କଲ୍ୟାଣକାରୀ ଯୋଜନା ଗୁଡିକର ସମସ୍ତ…

Read More