କଟକ ବାଲିଯାତ୍ରାରେ ପ୍ରାଥମିକ ଚିକିତ୍ସା ଶିବିର

କଟକ ବାଲିଯାତ୍ରାରେ ପ୍ରାଥମିକ ଚିକିତ୍ସା ଶିବିର #କଟକ(ଏନ୍‌.ଏମ୍‌.): ଐତିହାସିକ ବାଲିଯାତ୍ରାରେ କ୍ରମାଗ୍ରତ ଭାବେ ୩୧ ବର୍ଷ ଧରି ସେଣ୍ଟ ଜୋନ ଆମ୍ବୁଲାନ୍ସ ପ୍ରାଥମିକ ସେବା ସହିତ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ସେବା ଯୋଗାଇ ଦେଇ ଆସୁଛି । ରାଜ୍ୟସ୍ତରରୁ ସେଣ୍ଟ ଜୋନ ଆମ୍ବୁଲାନ୍ସର ସୁ ପ୍ରଶିକ୍ଷିତ ବ୍ରିଗେଡ ଓ ସ୍ୱେଚ୍ଛାସେବୀମାନେ ଏହି ଶିବିରରେ ଯୋଗଦେଇ ଆସୁ ଚିକିତ୍ସ ଯୋଗେଇ ଦେଇଥାନ୍ତି । ଉକ୍ତ ଶିବିର ବାଲିଯାତ୍ରା ପ୍ରଥମ ଦିନରୁ ରାଜ୍ୟ ସମ୍ପାଦକ ନିଧି ରାଉତରାୟଙ୍କ କରକମଳରେ ଉଦ୍ଦଘାଟିତ…

Read More

ନିଃସ୍ୱାର୍ଥପର ଯୁବକ ସଂଘ ଆନୁକୂଲ୍ୟରେ ଭଜନ ଓ ସଚେତନତା କାର୍ଯ୍ୟକ୍ରମ

ନିଃସ୍ୱାର୍ଥପର ଯୁବକ ସଂଘ ଆନୁକୂଲ୍ୟରେ ଭଜନ ଓ ସଚେତନତା କାର୍ଯ୍ୟକ୍ରମ ଆଠଗଡ଼(ଏନ୍‌.ଏମ୍‌.): ଆଠଗଡ କନ୍ଦରପୁରସ୍ଥିତ ମା’ କାଳିଆଶୁଣୀ ମନ୍ଦିର ପରିସରରେ ନିଃସ୍ୱାର୍ଥପର ଯୁବକ ସଂଘ ଆନୁକୂଲ୍ୟରେ ଭଜନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୂପାୟନ ଭଜନ ଦଳ ଭଜନ ପରିବେଷଣ କରାଯାଇଥିଲା । ବିଶିଷ୍ଟ ଭଜନ ଗାଇକା କବିତା ଦାସ ଭଜନ ଶୁଣାଇ ଦର୍ଶକ ମାନଙ୍କର ମନ ମୁଗ୍‌ଧ କରାଇଥିଲେ । ନିଃସ୍ୱାର୍ଥ ପର ଯୁବକ ସଂଘର ମୂଖ୍ୟ ପରାମର୍ଶଦାତା ଦାତା ପ୍ରଦୀପ କୁମାର…

Read More