ସତସଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା
ସତସଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା #କଟକ(ଏନ୍.ଏମ୍.): କଟକ ସଦର ବ୍ଲକର ସତସଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତୀ କବିତା ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିଲେ ବିଡାନାସୀ ମ୍ୟୁନିସିପାଲ ସରକାରୀ ସ୍କୁଲର ସାଗରିକା ରାଉତ ଓ ମୁଖ୍ୟବକ୍ତା ଭାବେ ମ୍ୟୁନିସିପାଲ (ସରକାରୀ ସିଟି ଉଚ୍ଚ ବିଦ୍ୟାଳୟ ରାଜାବଗିଜା)ସସ୍ମିତା ମହାପାତ୍ର ଯୋଗଦେଇଥିଲେ । ବିଜ୍ଞାନ ମେଳାକୁ ଆନୁଷ୍ଠାନିକ ଭାବେ…
