ବିଶ୍ୱକପ କ୍ରିକେଟ: ଘରୋଇ ମାଟିରେ ଭାରତକୁ ଧୂଳି ଚଟାଇଲା ଅଷ୍ଟ୍ରେଲିଆ

ବିଶ୍ୱକପ କ୍ରିକେଟ: ଘରୋଇ ମାଟିରେ ଭାରତକୁ ଧୂଳି ଚଟାଇଲା ଅଷ୍ଟ୍ରେଲିଆ #ଅହମ୍ମଦାବାଦ(ଏଜେନ୍ସି): ବିଶ୍ୱକପ କ୍ରିକେଟ ଫାଇନାଲ ମ୍ୟାଚରେ ଘରୋଇ ମାଟିରେ ଅଷ୍ଟ୍ରେଲିଆ ଭାରତକୁ ପରାସ୍ତ କରି ବିଶ୍ୱ ଚାମ୍ପିଆନର ଟାଇଟଲ ହାସଲ କରିଛି । ଭାରତୀୟ ଖେଳାଳୀମାନେ ଦେଶବାସୀଙ୍କୁ ନିରାଶ କରିଥିବା ଚର୍ଚ୍ଚା ହେଉଛି । ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଭାରତ ସମସ୍ତ ମ୍ୟାଚରେ ଉନ୍ନତ ପ୍ରଦର୍ଶନ କରି ବିଜୟର ଧାରା ବଜାୟ ରଖିଥିବାବେଳେ ଫାଇନାଲ ମ୍ୟାଚରେ ପ୍ରଦର୍ଶନ କରିଥିବା କ୍ରୀଡ଼ା ନୈରାଶ୍ୟ ଜନକ ଥିଲା । ଅହମ୍ମଦାବାଦର…

Read More

ବିଶ୍ୱକପ ଫାଇନାଲ: ଅଷ୍ଟ୍ରେଲିଆକୁ ୨୪୧ ରନର ଟାର୍ଗେଟ ଦେଲା ଭାରତ

ବିଶ୍ୱକପ ଫାଇନାଲ: ଅଷ୍ଟ୍ରେଲିଆକୁ ୨୪୧ ରନର ଟାର୍ଗେଟ ଦେଲା ଭାରତ ଗ୍ୟାଲେରୀରେ ଦର୍ଶକଙ୍କୁ ଚୁପ କରାଇଦେଲେ ପାଟ କମିନ୍ସ #ଅହମ୍ମଦାବାଦ(ଏଜେନ୍ସି): ଅହମ୍ମଦାବଦରେ ବିଶ୍ୱ କପ କ୍ରିକେଟର ଫାଇନାଲ ମ୍ୟାଚରେ ଭାରତୀୟ କ୍ରୀଡ଼ାପ୍ରେମୀମାନେ ହତୋତ୍ସାହ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ସମସ୍ତେ ଆଶା ରଖିଥିଲେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୩୫୦ ଉପରେ ରନ କରିବ ବୋଲି ହେଲେ ଆଜି ମ୍ୟାଚର ପ୍ରାରମ୍ଭକୁ ଭାରତୀୟ ବ୍ୟାଟରମାନେ ଭାରତୀୟ ଦର୍ଶକଙ୍କୁ ନିରାଶ କରିଥିଲେ । ଏପରିକି ବ୍ୟାଟରଙ୍କ ଠାରୁ ଆଶା…

Read More