ନିଶ୍ଚିନ୍ତକୋଇଲି ବ୍ଲକରେ ପାଚିକାମାନଙ୍କର ବିକ୍ଷୋଭ
ନିଶ୍ଚିନ୍ତକୋଇଲି ବ୍ଲକରେ ପାଚିକାମାନଙ୍କର ବିକ୍ଷୋଭ #ନିଶ୍ଚନ୍ତକୋଇଲି(ଏନ୍.ଏମ୍.): ଓଡିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ ପକ୍ଷରୁ ନିଶ୍ଚିନ୍ତ କୋଇଲି ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ୨୦୦୯ ଡିସେମ୍ବରରୁ ୨୦୧୨ ମାର୍ଚ୍ଚ ପର୍ଯ୍ୟନ୍ତ କାମ କରି ବାଦ ପଡିଥିବା ଓ ୨୮ମାସର ବର୍ଦ୍ଧିତ ବକେୟା ପାରିଶ୍ରମିକ ପାଇନଥିବା ସମସ୍ତ ପାଚିକା ସହାୟିକାଙ୍କ ନିର୍ଭୁଲ ତାଲିକା ପ୍ରସ୍ତୁତ କରି ମୃତକଙ୍କ ଉତ୍ତାରାଧିକାରୀଙ୍କୁ ଓ ଅବସରପ୍ରାପ୍ତ ପାଚିକାଙ୍କୁ, ବିଦ୍ୟାଳୟରୁ ବାଦ ପଡିଥିବା ସମସ୍ତ ପାଚିକାଙ୍କୁ…
