ଓ.ଟି.ଏମ୍. ଶ୍ରମିକ ବସ୍ତି ଥଇଥାନ ଦାବିରେ ଜିଲ୍ଲାପାଳଙ୍କ ଅଫିସରେ ବିକ୍ଷୋଭ ଓ ଧାରଣା
ଓ.ଟି.ଏମ୍. ଶ୍ରମିକ ବସ୍ତି ଥଇଥାନ ଦାବିରେ ଜିଲ୍ଲାପାଳଙ୍କ ଅଫିସରେ ବିକ୍ଷୋଭ ଓ ଧାରଣା ଚୌଦ୍ୱାରବାସୀଙ୍କ ସ୍ୱାର୍ଥ ପାଇଁ ସମୂହ ଏକାଠି ହେଲେ #କଟକ(ଏନ୍.ଏମ୍.): କଟକ ଜିଲ୍ଲାର ଶିଳ୍ପନଗରୀ ଚୌଦ୍ୱାରର ଓ.ଟି.ଏମ୍. ଶ୍ରମିକ କଲୋନୀ, ଷ୍ଟାପ୍ କଲୋନୀ ଏବଂ ତତ୍ସଂଲଗ୍ନ ବସ୍ତି ଦୁର୍ଗାବଜାର, ମୁଣ୍ଡାସାହି, ଜୟନ୍ତୀନଗର, ମୁଣ୍ଡମାଳ ବସ୍ତି ଓ ଗୋପାଳନଗର ବସ୍ତି ସମେତ ଚୌଦ୍ୱାର ପୌରପାଳିକାର ୪ଟି ୱାର୍ଡର ଜନସାଧାରଣଙ୍କ ଥଇଥାନ ଓ ସେହି ଅଞ୍ଚଳରେ ଥିବା ୨ଟି ସରକାରୀ ହାଇସ୍କୁଲ, ୩ଟି ପ୍ରାଥମିକ ବିଦ୍ୟାଳୟ, ୧୧ରୁ…
