ଉପଖଣ୍ଡସ୍ତରୀୟ କୃଷି ଓ ଯନ୍ତ୍ରପାତି ମେଳା ଉଦଯାପିତ

ଉପଖଣ୍ଡସ୍ତରୀୟ କୃଷି ଓ ଯନ୍ତ୍ରପାତି ମେଳା ଉଦଯାପିତ #ଆଠଗଡ଼(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡ଼ କୃଷି ଓ କୃଷକର ବିକାଶ ପାଇଁ ଆଠଗଡ଼ ମହୋତ୍ସବ ପଡିଆ ଠାରେ ଏକ ଉପଖଣ୍ଡ ସ୍ତରୀୟ କୃଷି ଓ ଯନ୍ତ୍ରପାତି ମେଳା ଆୟୋଜନ କରାଯାଇଥିଲା । ଏହି ମେଳାରେ ପ୍ରଶାନ୍ତ କୁମାର ତରାଇ ଉପଜିଲ୍ଲାପାଳ, ଆଠଗଡ଼ ସଭାପତିତ୍ୱ କରିଥିଲେ, ମେଳାର ଉଦ୍ଦେଶ୍ୟ କୃଷକମାନେ ବୈଷୟିକ ଜ୍ଞାନକୌଶଳ ଜରିଆରେ ଅଧିକ ଉତ୍ପାଦନ କରିପାରିବେ, ଏହି ମେଳାର ଉଦଯାପନି ଦିବସରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,…

Read More

କୁହୁଳୁଛି ଅଞ୍ଚଳବାସୀଙ୍କ ଅସନ୍ତୋଷ: ଦଲାଲଙ୍କ କବ୍‌ଜାରେ ଠାକୁର ସମ୍ପତ୍ତି !

କୁହୁଳୁଛି ଅଞ୍ଚଳବାସୀଙ୍କ ଅସନ୍ତୋଷ: ଦଲାଲଙ୍କ କବ୍‌ଜାରେ ଠାକୁର ସମ୍ପତ୍ତି ! #ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ କୟଲପଡ଼ା ଗ୍ରାମ ପଞ୍ଚାୟତରେ ଠାକୁର ସମ୍ପତ୍ତି ହଡ଼ପ ହୋଇଥିବା ଅଭିଯୋଗ ହୋଇଛି । କିଛି ଦଲାଲ ଚକ୍ରାନ୍ତ କରି ଉକ୍ତ ଜମିକୁ ଯୋରଜବରଦସ୍ତ ମାଡ଼ି ବସିଛନ୍ତି । ସୂଚନା ମୁତାବକ କୟଲପଡ଼ା ଗ୍ରାମରେ ଥିବା ଲକ୍ଷ୍ମୀ ନାରାୟଣ ଦେବୋତ୍ତର ଜମିକୁ ଉକ୍ତ ଗ୍ରାମର ୨ଜଣ ଦଲାଲ ଚଞ୍ଚକତା କରି ବିକ୍ରି ଉଦ୍ଦେଶ୍ୟରେ ଯୋର୍ ଜବରଦସ୍ତ ସେଠାରେ ନିର୍ମାଣ ଧିନ କାର୍ଯ୍ୟ…

Read More

ଭୋର ସାଢେ ଚାରିରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ସମୀକ୍ଷା କଲେ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ: ଡିସେମ୍ବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ

ଭୋର ସାଢେ ଚାରିରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ସମୀକ୍ଷା କଲେ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ: ଡିସେମ୍ବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ #ଭୁବନେଶ୍ୱର/ପୁରୀ (ଏନ୍‌.ଏମ୍‌.): ନବୀନ ଓଡିଶା ଓ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ଶନିବାର ବଡିଭୋରରୁ ପୁରୀ ଯାଇ ୪.୩୦ ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ପରିକ୍ରମା ପ୍ରକଳ୍ପ କାମ ତ୍ୱରାନ୍ୱିତ କରି ୨୦୨୩ ଡିସେମ୍ବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ…

Read More

ମା’ଶ୍ୟାମାକାଳୀଙ୍କର ବାର୍ଷିକ ମହୋତ୍ସବ ଓ ଦ୍ୱାଦଶତମ ଅଖଣ୍ଡ ଭଜନ ସମରୋହ କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତି ବୈଠକ

ମା’ଶ୍ୟାମାକାଳୀଙ୍କର ବାର୍ଷିକ ମହୋତ୍ସବ ଓ ଦ୍ୱାଦଶତମ ଅଖଣ୍ଡ ଭଜନ ସମରୋହ କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତି ବୈଠକ #କଟକ(ଏନ୍‌.ଏମ୍‌.): ମାଳିକା ବର୍ଦ୍ଧିତ କଟକ ଶିଖରପୁର ସ୍ଥିତ କାଳିଆବୁଦାରେ ପୂଜା ପାଉଥିବା ଶ୍ରୀଶ୍ରୀ ମା’ ଶ୍ୟାମାକାଳୀଙ୍କର ବାର୍ଷିକ ମହୋତ୍ସବ ପାଳନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୨ତାରିଖ(ରବିବାର) ଦିନ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ମା’ଙ୍କ ପୀଠରେ ବରିଷ୍ଠ ପଣ୍ଡିତ ଓ ମା’ଶ୍ୟାମାକାଳୀଙ୍କ ମୂଖ୍ୟପୂଜକଙ୍କ ଦ୍ୱାରା ହୋମଯଜ୍ଞ, ପୂଜାର୍ଚ୍ଚନା କରାଯିବ । ଏଥି…

Read More