ମାର୍ଗଶିର ମାସ ପ୍ରଥମ ଗୁରୁବାରରେ ନବରଙ୍ଗପୁରରେ ଲକ୍ଷ୍ମୀ ବସର ଶୁଭାରମ୍ଭ

ମାର୍ଗଶିର ମାସ ପ୍ରଥମ ଗୁରୁବାରରେ ନବରଙ୍ଗପୁରରେ ଲକ୍ଷ୍ମୀ ବସର ଶୁଭାରମ୍ଭ #ଭୁବନେଶ୍ୱର/ ନବରଙ୍ଗପୁର (ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବରଙ୍ଗପୁର ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା । ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି । ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ । ଏଥିରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନାର ଦାୟିତ୍ୱ ଦିଆଯାଇଛି । ଏହି ଯୋଜନାରେ…

Read More

କଟକ ବାଲିଯାତ୍ରାରେ ପ୍ରାଥମିକ ଚିକିତ୍ସା ଶିବିର

କଟକ ବାଲିଯାତ୍ରାରେ ପ୍ରାଥମିକ ଚିକିତ୍ସା ଶିବିର #କଟକ(ଏନ୍‌.ଏମ୍‌.): ଐତିହାସିକ ବାଲିଯାତ୍ରାରେ କ୍ରମାଗ୍ରତ ଭାବେ ୩୧ ବର୍ଷ ଧରି ସେଣ୍ଟ ଜୋନ ଆମ୍ବୁଲାନ୍ସ ପ୍ରାଥମିକ ସେବା ସହିତ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ସେବା ଯୋଗାଇ ଦେଇ ଆସୁଛି । ରାଜ୍ୟସ୍ତରରୁ ସେଣ୍ଟ ଜୋନ ଆମ୍ବୁଲାନ୍ସର ସୁ ପ୍ରଶିକ୍ଷିତ ବ୍ରିଗେଡ ଓ ସ୍ୱେଚ୍ଛାସେବୀମାନେ ଏହି ଶିବିରରେ ଯୋଗଦେଇ ଆସୁ ଚିକିତ୍ସ ଯୋଗେଇ ଦେଇଥାନ୍ତି । ଉକ୍ତ ଶିବିର ବାଲିଯାତ୍ରା ପ୍ରଥମ ଦିନରୁ ରାଜ୍ୟ ସମ୍ପାଦକ ନିଧି ରାଉତରାୟଙ୍କ କରକମଳରେ ଉଦ୍ଦଘାଟିତ…

Read More

ନିଃସ୍ୱାର୍ଥପର ଯୁବକ ସଂଘ ଆନୁକୂଲ୍ୟରେ ଭଜନ ଓ ସଚେତନତା କାର୍ଯ୍ୟକ୍ରମ

ନିଃସ୍ୱାର୍ଥପର ଯୁବକ ସଂଘ ଆନୁକୂଲ୍ୟରେ ଭଜନ ଓ ସଚେତନତା କାର୍ଯ୍ୟକ୍ରମ ଆଠଗଡ଼(ଏନ୍‌.ଏମ୍‌.): ଆଠଗଡ କନ୍ଦରପୁରସ୍ଥିତ ମା’ କାଳିଆଶୁଣୀ ମନ୍ଦିର ପରିସରରେ ନିଃସ୍ୱାର୍ଥପର ଯୁବକ ସଂଘ ଆନୁକୂଲ୍ୟରେ ଭଜନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୂପାୟନ ଭଜନ ଦଳ ଭଜନ ପରିବେଷଣ କରାଯାଇଥିଲା । ବିଶିଷ୍ଟ ଭଜନ ଗାଇକା କବିତା ଦାସ ଭଜନ ଶୁଣାଇ ଦର୍ଶକ ମାନଙ୍କର ମନ ମୁଗ୍‌ଧ କରାଇଥିଲେ । ନିଃସ୍ୱାର୍ଥ ପର ଯୁବକ ସଂଘର ମୂଖ୍ୟ ପରାମର୍ଶଦାତା ଦାତା ପ୍ରଦୀପ କୁମାର…

Read More

୧୭ଦିନ ପରେ ଉଦ୍ଧାର ହେଲା ୪୧ ଜୀବନ

୧୭ଦିନ ପରେ ଉଦ୍ଧାର ହେଲା ୪୧ ଜୀବନ ଉତ୍ତରକାଶୀ(ଏଜେନ୍ସି): ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଦୀର୍ଘ ୧୭ ଦିନ ପରେ ୪୧ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଏହା ଜଣାପଡ଼ିବା ପରେ ସାରା ଦେଶରେ ଆସ୍ୱସ୍ତିର ବାତାବରଣ ଖେଳିଯାଇଛି । ଉତ୍ତରାଖଣ୍ଡର ଉତ୍ତରକାଶୀସ୍ଥିତ ନିର୍ମାଣାଧୀନ ସିଲ୍କନ୍ୟାରା ଟନେଲରୁ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ଫସିରହିଥିବା ସମସ୍ତ ୪୧ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରେ ଓଡ଼ିଶାର ୫ଜଣ ରହିଥିଲେ ।…

Read More

ମଧୁସୂଦନ ସେତୁ ଆଲୋକୀକରଣ ଓ ୩ଟି ସ୍ମାର୍ଟ ବସ୍‌ଷ୍ଟପ୍ ଉଦ୍‌ଘାଟିତ

ମଧୁସୂଦନ ସେତୁ ଆଲୋକୀକରଣ ଓ ୩ଟି ସ୍ମାର୍ଟ ବସ୍‌ଷ୍ଟପ୍ ଉଦ୍‌ଘାଟିତ #କଟକ(ଏନ୍‌.ଏମ୍‌.): ସିଏମ୍‌ସି ପକ୍ଷରୁ ଆଜି ପୂର୍ବାହ୍ଣରେ ୪ଟି ପ୍ରକଳ୍ପ ଯଥା, ମଧୁସୂଦନ ସେତୁର ଆଲୋକୀକରଣ, ବିଜୁ ପଟ୍ଟନାୟକ ପାର୍କ, ୱିଣ୍ଡ୍‌ସର୍ ପ୍ଲେସ୍ ଓ ବାରବାଟୀ ଷ୍ଟାଡିୟମ ନିକଟରେ ସ୍ମାର୍ଟ ବସ୍‌ଷ୍ଟପ୍ ଉଦ୍‌ଘାଟିତ ହୋଇଯାଇଛି । ଏହି ସମସ୍ତ ପ୍ରକଳ୍ପରେ ପ୍ରାୟ ୩ କୋଟି ଟଙ୍କା ବ୍ୟୟ କରାଯାଇଛି । ପୂର୍ବାହ୍ଣ ୧୦.୩୦ରେ ମେୟର ସୁବାସ ସିଂହ ପ୍ରଥମେ ମଧୁସୂଦନର ସେତୁର ଆଲୋକୀକରଣ ପ୍ରକଳ୍ପକୁ ଉଦ୍‌ଘାଟନ କରିଥିଲେ…

Read More

କଟକରେ କଳାଟଙ୍କା ତଦନ୍ତ କରୁଥିବା ଏସ୍‌ଆଇଟିଙ୍କ ବୈଠକ

କଟକରେ କଳାଟଙ୍କା ତଦନ୍ତ କରୁଥିବା ଏସ୍‌ଆଇଟିଙ୍କ ବୈଠକ ଦିନ ଭିନ୍ନ ଭିନ୍ନ କ୍ଷେତ୍ରରେ କଳାଟଙ୍କାର ନୂଆ ଦିଗ ଲୋକ ଲୋଚନକୁ ଆସୁଛି: ଜଷ୍ଟିସ୍ ପଶାୟତ #କଟକ(ଏନ୍‌.ଏମ୍‌.): କଳାଟଙ୍କା ମାମଲାର ତଦନ୍ତ କରୁଥିବା ଏସ୍‌ଆଇଟିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଉପାଧ୍ୟକ୍ଷ ଜଷ୍ଟିସ୍ ଅରିଜିତ୍ ପଶାୟତଙ୍କ ତେଲେଙ୍ଗା ବଜାରସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଳାଟଙ୍କା ତଦନ୍ତର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି । ଦେଶ ଭିତରେ ଯେଉଁ କଳା ଟଙ୍କା କାରବାର ହେଉଛି ତା ଉପରେ…

Read More

ବିଜେଡିରେ ସାମିଲ ହେଲେ ଲୋକପ୍ରିୟ ଆଇଏଏସ ଅଫିସର ଭି.କେ. ପାଣ୍ଡିଆନ

ବିଜେଡିରେ ସାମିଲ ହେଲେ ଲୋକପ୍ରିୟ ଆଇଏଏସ ଅଫିସର ଭି.କେ. ପାଣ୍ଡିଆନ ପାଣ୍ଡିଆନଙ୍କୁ ମୁଁ ବିଜେଡିରେ ସ୍ୱାଗତ କରୁଛି : ମୁଖ୍ୟମନ୍ତ୍ରୀ #ଭୁବନେଶ୍ୱର(ଏନ୍‌.ଏମ୍‌.): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରତ୍ୟେକ୍ଷ ଭାବେ ଓଡ଼ିଶା ରାଜନୀତିରେ ପାଦ ଥାପିଛନ୍ତି ଲୋକପ୍ରିୟ ଆଇଏଏସ ଅଫିସର ତଥା ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଆଜି ଆନୁଷ୍ଠାନିକ ଭାବେ ସେ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ପୂର୍ବତନ ସଚିବଙ୍କୁ…

Read More

ଜାତୀୟ ରାଜପଥର କାର୍ଯ୍ୟ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଜାତୀୟ ରାଜପଥର କାର୍ଯ୍ୟ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ #ଚୌଦ୍ୱାର(ଏନ୍‌.ଏମ୍‌.): ସ୍ଥାନୀୟ ଚୌଦ୍ୱାର ମହାବିଦ୍ୟାଳୟ ପରିସରରେ ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ନିର୍ମିତ ପ୍ରକଳ୍ପର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅଧ୍ୟକ୍ଷତା କରି ଦୀର୍ଘ ଦିନ ଧରି ମଙ୍ଗୁଳି ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ରହିଥିବା ୫୫ନମ୍ବର ଜାତୀୟ ରାଜପଥର କାର୍ଯ୍ୟ ସମ୍ପୂର୍ଣ ହେଉନଥିବା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ । ତେବେ ଏହାର ବିଭିନ୍ନ ଦିଗଗୁଡ଼ିକୁ…

Read More

ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାଇ ବାବାଙ୍କ ୯୮ତମ ଜନ୍ମୋତ୍ସବ

ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାଇ ବାବାଙ୍କ ୯୮ତମ ଜନ୍ମୋତ୍ସବ #ଚୌଦ୍ୱାର(ଏନ୍‌.ଏମ୍‌.): ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାଇ ବାବାଙ୍କର ୯୮ତମ ଜନ୍ମ ବାର୍ଷିକୋତ୍ସବ ଧୁମଧାମରେ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମଟି ସମିତିର ଆବାହକ ରଞ୍ଜିତ ପ୍ରଧାନଙ୍କ ନେତୃତ୍ୱରେ ଭଗବାନ ସତ୍ୟସାଇ ବାବାଙ୍କର ଅପାର କରୁଣାରୁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବାବାଙ୍କର ୯୮ତମ ଜନ୍ମଦିବସ ମହାସମାରୋହରେ ଚୌଦ୍ୱାର ସମିତ ଆନୁକୁଲ୍ୟରେ ପାଳିତ ହୋଇ ଯାଇଛି । ଏହି ଦିବସରେ ସକାଳ…

Read More

କୁହୁଳୁଛି ପୂଜକ-ପ୍ରଶାସନ ବିବାଦ : ହଟିଲା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମିଳନ ବାଧକ ; ବାବା ଧବଳେଶ୍ୱରଙ୍କ ପୀଠରେ ଦର୍ଶନ ସ୍ୱାଭାବିକ

କୁହୁଳୁଛି ପୂଜକ-ପ୍ରଶାସନ ବିବାଦ : ହଟିଲା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମିଳନ ବାଧକ ବାବା ଧବଳେଶ୍ୱରଙ୍କ ପୀଠରେ ଦର୍ଶନ ସ୍ୱାଭାବିକ #କଟକ(ଏନ୍‌.ଏମ୍‌.): ଭକ୍ତ ଓ ଭଗବାନଙ୍କ ମିଳନରେ ବାଧକ ସାଜିପାରିଲାନି ବିବାଦ । ଗତକାଲି ଠାରୁ ଶ୍ରଦ୍ଧାଳୁମାନେ ବାବା ଧବଳେଶ୍ୱରଙ୍କ ଦର୍ଶନ କରିପାରିନଥିବାବେଳେ ଆଜି ଶ୍ରଦ୍ଧାଳୁମାନେ ମନ୍ଦିର ମୁଖ୍ୟଫାଟକକୁ ଭାଙ୍ଗିବା ସହ ବ୍ୟାରିକେଟ ହଟାଇ ପୂଜକଙ୍କ ନିକଟରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ସୂଚନା ଅନୁଯାୟୀ କଟକ ଜିଲ୍ଲା ଆଠଗଡ଼ ବାବା ଧବଳେଶ୍ୱରଙ୍କ ପୀଠରେ ପ୍ରଶାସନ…

Read More

ବାବା ଧବଳେଶ୍ୱରଙ୍କ ପୀଠରେ ଦର୍ଶନ ବିଭ୍ରାଟ : ପୂଜକ ଓ ପ୍ରଶାସନର ଅଛିଣ୍ଡା କଳିରେ ଧନ୍ଦି ହୋଇଗଲେ ଶ୍ରଦ୍ଧାଳୁ

ବାବା ଧବଳେଶ୍ୱରଙ୍କ ପୀଠରେ ଦର୍ଶନ ବିଭ୍ରାଟ ପୂଜକ ଓ ପ୍ରଶାସନର ଅଛିଣ୍ଡା କଳିରେ ଧନ୍ଦି ହୋଇଗଲେ ଶ୍ରଦ୍ଧାଳୁ #କଟକ(ଏନ୍‍.ଏମ୍‍.): କଟକ ଜିଲ୍ଲାର ଏକମାତ୍ର ପ୍ରଖ୍ୟାତ ଶୈବ ପୀଠ ଆଠଗଡ଼ ଅଞ୍ଚଳର ବାବା ଧବଳେଶ୍ୱର । ମହାନଦୀ ପଠାରେ ଅବସ୍ଥିତ ଏହି ଶୈବ ପୀଠକୁ କାର୍ତ୍ତିକମାସରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ମାତ୍ର ଚଳିତ ବର୍ଷ ପ୍ରଶାସନ ଓ ପୂଜକମାନଙ୍କ ମଧ୍ୟରେ ରହିଥିବା ଅଛିଣ୍ଡା କଳି ଭିତରେ ଦର୍ଶକମାନେ କେତେ ଆଶା କରି କାହିଁ କେତେ ବାଟରୁ…

Read More

ଭାରସ୍ୟାମ ହରାଇ ରାସ୍ତାରେ ଓଲଟି ପଡ଼ିଲା କୋଇଲା ବୋଝେଇ ଟ୍ରକ

ଭାରସ୍ୟାମ ହରାଇ ରାସ୍ତାରେ ଓଲଟି ପଡ଼ିଲା କୋଇଲା ବୋଝେଇ ଟ୍ରକ #ଚୌଦ୍ୱାର(ଏନ୍‍.ଏମ୍‍.): କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ୫୫ନମ୍ବର ଜାତୀୟ ରାଜପଥ ନୁନଟିକିରୀ ନିକଟରେ ଏକ ଟ୍ରକ ଓଲଟି ପଡ଼ିଥିବାବେଳେ ଡ୍ରାଇଭର ଜଣକ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଚୌଦ୍ୱାର ଥାନା ପୁଲିସ ପହଞ୍ଚି ଆହତ ଡ୍ରାଇଭରଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଇଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଶୁକ୍ରବାର ରାତି ପ୍ରାୟ ୧୧ଟା ୩୫ମିନିଟ ସମୟରେ (ଓଡି୨୧ଜି୩୫୩୫) ନମ୍ବର ବିଶିଷ୍ଟ ଏକ…

Read More