ଅର୍ଣ୍ଣପାଳ ଛକରେ ୟୁନିଅନ ବ୍ୟାଙ୍କର ନୂତନ ଶାଖା ଉଦ୍‌ଘାଟିତ

ଅର୍ଣ୍ଣପାଳ ଛକରେ ୟୁନିଅନ ବ୍ୟାଙ୍କର ନୂତନ ଶାଖା ଉଦ୍‌ଘାଟିତ #ଭଦ୍ରକ(ଏନ୍‌.ଏମ୍‌.): ଭଦ୍ରକ ଜିଲ୍ଲା ଅର୍ଣ୍ଣପାଳ ଛକରେ ୟୁନିଅନ ବ୍ୟାଙ୍କର ନୂତନ ଶାଖା ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ଯୋଗ ଦେଇ ରିଜିଓନାଲ ହେଡ ଜୟ ଗୋପାଳ ବେହେରା ଏହି ଶାଖାକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ସେ ବ୍ୟାଙ୍କର ବିଭିନ୍ନ ଲୋକାଭିମୁଖୀ ଉପାଦେୟ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥିମାନେ ବ୍ୟାଙ୍କର ଉତ୍ତମ ଗ୍ରାହକ ସେବା ପାଇଁ ପ୍ରସଂଶା କରିଥିଲେ…

Read More

ଦରଖାପାଟଣା ଆଦର୍ଶ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନ ମେଳା ଓ ଶିଶୁ ବାଟିକା

ଦରଖାପାଟଣା ଆଦର୍ଶ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନ ମେଳା ଓ ଶିଶୁ ବାଟିକା #କଟକ (ଏନ୍‌.ଏମ୍‌.): ସ୍ଥାନୀୟ ଦରଖା ପାଟଣା ସ୍ଥିତ ଆଦର୍ଶ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନ ମେଳା, ମୀନାବଜାର ଓ ଶିଶୁ ବାଟିକା ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଉଦଘାଟକ ଭାବେ ସିଏମସି ୫୨ନମ୍ବର ୱାର୍ଡର କର୍ପୋରେଟର୍ ସୌଭାଗିନୀ ଜେନା ଯୋଗଦେଇ ପ୍ରଦୀପ ପ୍ରଜ୍ୱଳିତ କରିଥିଲେ । କାର୍ଯ୍ୟକ୍ରମରେ ଅରବିନ୍ଦ କର ଯୋଗଦେଇ ପ୍ରଦର୍ଶିତ ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ କରିଥିଲେ । ସମ୍ମାନିତ ଅତିଥି ଭାବେ…

Read More

ବିଧାନସଭା ଆଗରେ ଅଭିନବ ଧାରାରେ ଗାଁସାଥୀ (ମେଟ୍‌)ଙ୍କ ଶକ୍ତି ପ୍ରଦର୍ଶନ

ବିଧାନସଭା ଆଗରେ ଅଭିନବ ଧାରାରେ ଗାଁସାଥୀ (ମେଟ୍‌)ଙ୍କ ଶକ୍ତି ପ୍ରଦର୍ଶନ ଉକ୍ତ ଆନ୍ଦୋନକୁ ଏକାଧିକ ସଂଗଠନ ଓ ସାମାଜିକ କର୍ମୀଙ୍କ ସମର୍ଥନ #ଭୁବନେଶ୍ୱର(ଏନ୍‌.ଏମ୍‌.): ମାସିକ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରାପ୍ତି ଓ ଗାଁସାଥୀ (ମେଟ୍‌)ଙ୍କ ପାଇଁ ଥିବା ସମସ୍ତ ସରକାରୀ ସକାରାତ୍ମକ ଚିଠିକୁ ପଞ୍ଚାୟତସ୍ତରରେ ସଠିକ୍ କାର୍ଯ୍ୟକାରୀ କରିବା ଲାଗି ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି ଆଦି ୨ଦଫା ଦାବି ନେଇ ଚଳିତ ସେପ୍ଟେମ୍ବର ୨୫ରୁ ଗଣଧାରଣାରେ ବସିଛନ୍ତି ଗାଁସାଥୀ । ଗାଁ ସାଥୀ (ମେଟ୍‌)…

Read More

ପୁରୁଣା ପେନ୍‌ସନ୍ ଦାବିରେ ନଭେମ୍ବର ୩ ଦିଲ୍ଲୀ ମହାସମାବେଶରେ ବହୁ ସଂଖ୍ୟାରେ ଯୋଗ ଦେବାପାଇଁ ସମନ୍ୱୟ ସମିତିର ନିବେଦନ

ପୁରୁଣା ପେନ୍‌ସନ୍ ଦାବିରେ ନଭେମ୍ବର ୩ ଦିଲ୍ଲୀ ମହାସମାବେଶରେ ବହୁ ସଂଖ୍ୟାରେ ଯୋଗ ଦେବାପାଇଁ ସମନ୍ୱୟ ସମିତିର ନିବେଦନ #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତିର ଏକ ସାଙ୍ଗଠନିକ କର୍ମଶାଳା ଗତ ୨୯-୩୦ ଦୁଇଦିନ ଧରି ଯାନ୍ତ୍ରୀକଭବନ ସତ୍ୟନଗର, ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ପ୍ରଶାନ୍ତ କୁମାର ମହାନ୍ତି ସଭାପତିତ୍ୱ କରିଥିଲେ । ଏହି ଅବସରରେ କର୍ମଚାରୀ ସମନ୍ୱୟ ସମିତିର ବରିଷ୍ଠ ନେତୃତ୍ୱ ମୁରଲୀଧର ମିଶ୍ରଙ୍କ ବିୟୋଗରେ ନିରବ ପ୍ରାର୍ଥନା କରାଯାଇଥିଲା ।…

Read More