ଧାରଣାରତ ସରପଞ୍ଚ ଓ ସମିତିସଭ୍ୟଙ୍କୁ ଭେଟିଲେ ବିଜେପି ପ୍ରତିନିଧିମଣ୍ଡଳୀ
ଧାରଣାରତ ସରପଞ୍ଚ ଓ ସମିତିସଭ୍ୟଙ୍କୁ ଭେଟିଲେ ବିଜେପି ପ୍ରତିନିଧିମଣ୍ଡଳୀ ପଞ୍ଚାୟତରେ ନିର୍ବାଚିତ ଜନପ୍ରତିନିଧିମାନଙ୍କ ଦାବିକୁ ସ୍ୱର ଦେବ ବିଜେପି #ଭୁବନେଶ୍ୱର(ଏନ୍.ଏମ୍.): ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରପଞ୍ଚ ହୁଅନ୍ତୁ ବା ସମିତିସଭ୍ୟମାନେ ହୁଅନ୍ତୁ ଏମାନେ ହିଁ ବାସ୍ତବରେ ତୃଣମୂଳସ୍ତରରେ ଗଣତନ୍ତ୍ରର ପ୍ରତିନିଧି । ତୃଣମୂଳ ସ୍ତରରେ ସରକାରଙ୍କ ଯୋଜନାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା, ଲୋକଙ୍କ ସୁବିଧା ଅସୁବିଧା ସମାଧାନ କରିବାରେ ସେମାନଙ୍କର ଭୂମିକା ସର୍ବାଧିକ । କିନ୍ତୁ ଓଡ଼ିଶାରେ ଯେଉଁଭଳି ଭାବରେ ବିଜେଡି ସରକାର ପଞ୍ଚାୟତରାଜ ବ୍ୟବସ୍ଥାର ନୀତି ନିୟମକୁ…
