ଆଠଗଡ଼ ଅପହରଣ ଓ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଗିରଫ କଲା ମାଣିଆବନ୍ଧ ପୁଲିସ

ଆଠଗଡ଼ ଅପହରଣ ଓ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଗିରଫ କଲା ମାଣିଆବନ୍ଧ ପୁଲିସ #ଆଠଗଡ଼(ଏନ୍‌.ଏମ୍‌.): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଅପହରଣ କରି ନେଇ ଯୁବକକୁ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁମାନଙ୍କୁ ଗିରଫ କରିଛି ମାଣିଆବନ୍ଧ ପୁଲିସ । ଗତ ସେପ୍ଟେମ୍ବର ୨ ତାରିଖରେ ମାଣିଆବନ୍ଧ ଥାନା ଯୋଡୁମୁ ଗାଁର ଯୁବକ ସନ୍ତୋଷ ବିଶ୍ୱାଳଙ୍କୁ ବିଭତ୍ସ ହତ୍ୟା ଘଟଣାର ଖୁଲାସା କରିଛନ୍ତି କଟକ ଜିଲ୍ଲା ଅତିରିକ୍ତ ଏସ୍ପି କୃଷ୍ଣପ୍ରସାଦ ପଟ୍ଟନାୟକ । ହତ୍ୟାକାଣ୍ଡ ଘଟଣା ଦିନ ଜଣଙ୍କୁ ଗିରଫ କରିଥିବା…

Read More

ମୌସୁମୀ ଅଧିବେଶନ ଆରମ୍ଭ: ୨୮,୨୦୦କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପିତ

ମୌସୁମୀ ଅଧିବେଶନ ଆରମ୍ଭ: ୨୮,୨୦୦କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପିତ #ଭୁବନେଶ୍ୱର(ଏନ୍‌.ଏମ୍‌.):୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆଜି ବିଧାନସଭାରେ ୨୮,୨୦୦କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପିତ ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷର ମୂଳ ବଜେଟ ୨.୩୦ଲକ୍ଷ କୋଟି ଟଙ୍କା ଥିବାବେଳେ ଏହାର ପ୍ରାୟ ୧୨.୧୭ ପ୍ରତିଶତ ଅର୍ଥାତ୍ ୨୮୨୦୦କୋଟି ଟଙ୍କା ଅତିରିକ୍ତ ବଜେଟରେ ବ୍ୟବସ୍ଥା ହୋଇଛି । ଏହାସହିତ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ଆକାର ୨ଲକ୍ଷ ୫୮ହଜାର ୨୦୦କୋଟି ଟଙ୍କାକୁ ବୃଦ୍ଧି ପାଇଛି…

Read More

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରିବ ଇପିଏଫ ପେନସନର୍ସ ସଂଘ

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରିବ ଇପିଏଫ ପେନସନର୍ସ ସଂଘ #ଭୁବନେଶ୍ୱର (ଏନ୍‌.ଏମ୍‌.): ଇପିଏଫ ପେନସନର୍ସ ମାନଙ୍କୁ ସରକାର ସବୁବେଳେ ଅଣଦେଖା କରୁଥିବା ସଂଘ ପକ୍ଷରୁ ଅଭିଯୋଗ ହୋଇଛି । କେତେବେଳେ କେନ୍ଦ୍ର ତ ଆଉ କେତେବେଳେ ରାଜ୍ୟସରକାର; ପେନସନର୍ସମାନଙ୍କ ଦୟନୀୟ ଅବସ୍ଥାକୁ ବୁଝିବା ପାଇଁ କାଳକ୍ଷେପଣ ନୀତି ଅବଲମ୍ବନ କରିବା ନିହାତି ଦୁର୍ଭାଗ୍ୟଜନକ ବୋଲି ସଂଘର କର୍ମକର୍ତ୍ତା ଅଭିଯୋଗ ଉଠାଇଛନ୍ତି । ଓଡିଶାରେ ଥିବା ୨ ଲକ୍ଷରୁ ଉର୍ଦ୍ଧ୍ୱ ଇପିଏଫ ପେନସନ ଭୋଗୀ ପରିବାରବର୍ଗ ସ୍ୱଳ୍ପ ପେନସନ ପାଉଛନ୍ତି…

Read More

ଅକ୍ଟୋବର ପ୍ରଥମ ସପ୍ତାହରେ ଆସିପାରେ ବାତ୍ୟା ତେଜ !

ଅକ୍ଟୋବର ପ୍ରଥମ ସପ୍ତାହରେ ଆସିପାରେ ବାତ୍ୟା ତେଜ ! #ଭୁବନେଶ୍ୱର(ଏନ୍‌.ଏମ୍‌.): ମୌସୁମୀ ଫେରିବା ସମୟ ଉପନୀତ ହୋଇଛି । ଏହାର ଅବ୍ୟବହିତ ପୂର୍ବରୁ ଓଡ଼ିଶାକୁ ବାତ୍ୟା ଭୟ ଦେଖାଦେଇଛି । ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । ଏପରିକି ବାତ୍ୟାଟି ଓଡ଼ିଶାମୁହାଁ ହୋଇପାରେ ବୋଲି କିଛି ମଡେଲର ଆକଳନରୁ ସୂଚନା ମିଳୁଛି । ପଶ୍ଚିମା ବାୟୁ ସହ ଜଡ଼ିତ ବିଷୁବରେଖା ନିକଟସ୍ଥ ତରଙ୍ଗର ଉପସ୍ଥିତି ଯୋଗୁଁ ଚଳିତ…

Read More

ପ୍ରମିଳା ମଲ୍ଲିକ ହେଲେ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି

ପ୍ରମିଳା ମଲ୍ଲିକ ହେଲେ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା ବିଧାନସଭାରେ ପ୍ରଥମ ମହିଳା ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରବୀଣା ରାଜନୈତିଜ୍ଞ ନେତ୍ରୀ ପ୍ରମିଳା ମଲ୍ଲିକ । ପ୍ରମିଳା ଶୁକ୍ରବାର ଦିନ ବିଧିବଦ୍ଧ ଭାବେ ବାଚସ୍ପତି ଭାବେ ଆସନ ଗ୍ରହଣ କରିଛନ୍ତି । ତେବେ ସର୍ବ ସମ୍ମତିକ୍ରମେ ପ୍ରମିଳାଙ୍କୁ ବାଚସ୍ପତି ଭାବେ ଚୟନ କରଯାଇଛି । ଗୃହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନାଁରେ ପ୍ରସ୍ତାବ ରଖିଥିଲୋ ଯାହାକୁ ବିରୋଧୀ ଦଳ…

Read More