ଘରୋଇ ବସ୍ ମାଲିକ ସଂଘର ଚେତାବନୀ: ୨୭ ସୁଦ୍ଧା ସମାଧାନ ନହେଲେ ବସ୍ ଧର୍ମଘଟ

ଘରୋଇ ବସ୍ ମାଲିକ ସଂଘର ଚେତାବନୀ: ୨୭ ସୁଦ୍ଧା ସମାଧାନ ନହେଲେ ବସ୍ ଧର୍ମଘଟ #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟସରକାର ଓ ପ୍ରଶାସନ ରୀତିମତ ଭାବେ ବସମାଲିକମାନଙ୍କୁ ଶୋଷଣ କରୁଥିବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଘରୋଇ ବସ ମାଲିକ ସଂଘର କର୍ମକର୍ତ୍ତା । ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନା ଯୋଗୁ ସମ୍ମୁଖୀନ ହେବାକୁ ଥିବା ସମସ୍ୟାର ସମାଧାନ ନହେଲେ ବାଧ୍ୟ ହୋଇ ରାଜ୍ୟବ୍ୟାପୀ ବସ୍ ଚଳାଚଳ ବନ୍ଦ କରିବେ ବୋଲି ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ ଚେତାବନୀ…

Read More

କଟକ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟଯନ୍ତ୍ରୀ: ସୂଚନା ଫଳକ ନଥିବା ନେଇ ବିରକ୍ତି

କଟକ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟଯନ୍ତ୍ରୀ: ସୂଚନା ଫଳକ ନଥିବା ନେଇ ବିରକ୍ତି #କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲାର ଟାଙ୍ଗୀ-ଚୌଦ୍ୱାର, ବଡମ୍ବା, ଆଠଗଡ, ବାଙ୍କି ଓ ନରସିଂହପୁର ଅଞ୍ଚଳରେ ରାଜ୍ୟ ସରକାରଙ୍କ କ୍ଷୁଦ୍ର ଜଳ ସେଚନ ବିଭାଗ ଦ୍ୱାରା ଚାଲୁରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ବିଭାଗୀୟ ମୁଖ୍ୟ ଇଂ. ବସନ୍ତ କୁମାର ରାଉତ ସମୀକ୍ଷା କରିଛନ୍ତି । ମୁଖ୍ୟତଃ ଏହିସବୁ ଅଞ୍ଚଳରେ ପୂର୍ବରୁ ରହିଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଚେକ୍ ଡ୍ୟାମ୍‌, ଏମଆଇପିଏସପି, ଆଇସି…

Read More

ଚୌଦ୍ୱାରରେ ପ୍ରଥମ କରି ଚାନ୍ଦିମେଢରେ ପୂଜା ପାଇଲେ ଗଜାନନ

ଚୌଦ୍ୱାରରେ ପ୍ରଥମ କରି ଚାନ୍ଦିମେଢରେ ପୂଜା ପାଇଲେ ଗଜାନନ #ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ପୌରପାଳିକା ଅନ୍ତଗର୍ତ ୫ ନମ୍ବର ୱାର୍ଡସ୍ଥିତ ବ୍ରାହ୍ମଣସାହିରେ ପ୍ରଥମ କରି ଚାନ୍ଦି ମେଢ଼ରେ ବିଘ୍ନରାଜ ଗଣପତିଙ୍କର ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଏହି ସାହିରେ ଗଣେଷ ଓ ମହାଲକ୍ଷ୍ମୀଙ୍କ ମେଢ ପ୍ରସ୍ତୁତ କରି ମହାସମାରୋହରେ ପୂଜାନୀତି କରିବା ସହ ବିଶାଳ ଶୋଭାଯାତ୍ରାରେ ଦେବାଦେବୀଙ୍କ ବିସର୍ଜନ କରାଯାଇଥାଏ । ଏଥର କିଛି ନୂଆ କରି ଦେଖାଇବାର ନିଶାରେ ପୂଜା କମିଟିର ସଦସ୍ୟମାନେ ଚାନ୍ଦିମେଢ…

Read More

ବିଜେଡି ପକ୍ଷରୁ ଦଳୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ: ଦଳରୁ ବହିଷ୍କାର ହେଲେ ଦୁଇ ବିଧାୟକ

ବିଜେଡି ପକ୍ଷରୁ ଦଳୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ: ଦଳରୁ ବହିଷ୍କାର ହେଲେ ଦୁଇ ବିଧାୟକ #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ବିଜେଡି ନିରବଚ୍ଛିନ୍ନ ଭାବେ ସ୍ଥାୟୀ ସରକାର ଚଳାଉଥିବାବେଳେ ଦଳର କିଛି ଛାମୁଆ ନେତା ତଥା ବିଧାୟକ ଦଳରେ ବିଶୃଙ୍ଖଳା ଆଚରଣ ନିମନ୍ତେ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦଳର ବିଭିନ୍ନ ପଦପଦବୀରେ ଥାଇ ମଧ୍ୟ ଏହି ନେତା ଦଳବିରୋଧୀ କାର୍ଯ୍ୟକରିଥିବା ଅଭିଯୋଗରେ ସେମାନଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ବିଜେଡି କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ…

Read More