ଆଶାକର୍ମୀଙ୍କ ମାସିକ ଭତ୍ତା ବୃଦ୍ଧି, ସାମାଜିକ ନିରାପତ୍ତା ଓ ଅନ୍ୟାନ୍ୟ ଦାବିରେ ସେପ୍ଟେମ୍ବର ୨୮ତାରିଖରୁ ଅନିର୍ଦ୍ଧିଷ୍ଟକାଳ ବିଧାନସଭା ଘେରାଉ

ଆଶାକର୍ମୀଙ୍କ ମାସିକ ଭତ୍ତା ବୃଦ୍ଧି, ସାମାଜିକ ନିରାପତ୍ତା ଓ ଅନ୍ୟାନ୍ୟ ଦାବିରେ ସେପ୍ଟେମ୍ବର ୨୮ତାରିଖରୁ ଅନିର୍ଦ୍ଧିଷ୍ଟକାଳ ବିଧାନସଭା ଘେରାଉ #ଭୁବନେଶ୍ୱର (ଏନ୍‌.ଏମ୍‌.): ଆଶାକର୍ମୀଙ୍କ ସାମାଜିକ ନିରାପତ୍ତା ଓ ଅନ୍ୟାନ୍ୟ ଦାବିରେ ସେପ୍ଟେମ୍ବର ୨୮ତାରିଖରୁ ଅନିର୍ଦ୍ଧିଷ୍ଟକାଳ ବିଧାନସଭା ଘେରାଉ ସଫଳ କରିବା ନିମନ୍ତେ ଆଜି ନିଖିଳ ଓଡ଼ିଶା ଆଶାକର୍ମୀ ସଂଘ ପକ୍ଷରୁ ଅନୁଷ୍ଠିତ ବୈଠକରେ ଆହ୍ୱାନ ଦିଆଯାଇଛି । ଆଶାକର୍ମୀ ସଂଘ ନେତା ବସନ୍ତ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଂଘର ରାଜ୍ୟ ସଭାପତି ବିଜୟ ଜେନା, ସାଧାରଣ…

Read More

ତିଗିରିଆ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୪ ଜୀବନ ଜଣେ ଗୁରୁତର

ତିଗିରିଆ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୪ ଜୀବନ ଜଣେ ଗୁରୁତର #ତିଗିରିଆ(ଏନ୍‌.ଏମ୍‌.): କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ତିଗିରିଆ ନୂଆସଡକ ଛକ ନିକଟରେ କାର ଓ ଟ୍ରକ୍ ମୁହାଁମୁହିଁ ଧକ୍କା ଘଟିବା ଦ୍ୱାରା ୪ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଛି । ଦୁର୍ଘଟଣା ସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇ ଆଠଗଡ ମେଡ଼ିକାଲରେ ଭର୍ତ୍ତି ହୋଇଥିବାବେଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଡାକ୍ତର ଖାନା…

Read More

ବେଆଇନ ନିଶା ଓ ବନ୍ୟଜନ୍ତ୍ୟୁ ଅବଶେଷ କାରବାରର ପର୍ଦ୍ଦାଫାସ କଲା ଏସଟିଏଫ

ବେଆଇନ ନିଶା ଓ ବନ୍ୟଜନ୍ତ୍ୟୁ ଅବଶେଷ କାରବାରର ପର୍ଦ୍ଦାଫାସ କଲା ଏସଟିଏଫ ଭୁବନେଶ୍ୱର(ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟରେ ବେଆଇନ ଔଷଧ କାରବାର ବଢ଼ିବାରେ ଲାଗିଛି । ନକଲି ଔଷଧ ସାଙ୍ଗକୁ ବିଭିନ୍ନ ନିଶା କାରବାର ମଧ୍ୟ ବୃଦ୍ଧି ପାଉଥିବାବେଳେ ଏହାକୁ ଦମନ କରିବା ନିମନ୍ତେ ଏସଟିଏଫ ଟିମ ସଜାଗ ହୋଇ ଉଠିଛି । ସୂଚନା ଅନୁଯାୟୀ, ସ୍ୱତନ୍ତ୍ର ଖବର ପାଇ ଏସଟିଏଫ ପକ୍ଷରୁ ୧୫୭ନମ୍ବର ଜାତୀୟ ରାଜପଥ ଚାରିଛକ-ଫୁଲବାଣୀ ରାସ୍ତାର ବୌଦ୍ଦ ଜିଲ୍ଲା ପୁଲିସ ସହାୟତାରେ ଚଢ଼ାଉ କରାଯାଇଥିଲା…

Read More

ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଡାକ କର୍ମଯୋଗୀ ପ୍ରଶିକ୍ଷଣ ଶିବିର

ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଡାକ କର୍ମଯୋଗୀ ପ୍ରଶିକ୍ଷଣ ଶିବିର #ଜଗତସିଂହପୁର(ଏନ୍‌.ଏମ୍‌.): ଜଗତସିଂହପୁର ଜିଲ୍ଲା ସ୍ଥିତ ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଥିବା ବିଜୁ ପଟ୍ଟନାୟକ ଅଡିଟୋରିୟମ ପ୍ରାଙ୍ଗଣରେ କଟକ ଦକ୍ଷିଣ ଡାକମଣ୍ଡଳ ତରଫରୁ ଜଗତସିଂହପୁର ଉପ ମଣ୍ଡଳର ସହକାରି ଡାକ ଅଧିକ୍ଷକ ବ୍ରଜେନ୍ଦ୍ର ହେମ୍ବ୍ରମଙ୍କ ତତ୍ତ୍ୱାବଧାନରେ ଏକ ଡାକ କର୍ମଯୋଗୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ମୁଖ୍ୟତଃ ଜଗତସିଂହପୁର ଡବ୍ଲୁଟିସି ପ୍ରଶିକ୍ଷକ ବେଣୁଧର ସାହୁ ପରିଚାଳନା କରିଥିଲେ । କୁଶ…

Read More

ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ଚେତାବନୀ

ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ଚେତାବନୀ ମୁଖ୍ୟମନ୍ତ୍ରୀ ପ୍ରଶାସନିକ ଷଡ଼ଯନ୍ତ୍ରରୁ ବାହାରି ସ୍କିମେଟିକ୍ କର୍ମଚାରୀ ଓ ଶିକ୍ଷକଙ୍କୁ ସ୍ଥାୟୀ ଓ ୨୦୧୩ ପୂର୍ବ ଶିକ୍ଷକ କର୍ମଚାରୀଙ୍କ ଠିକା ସମୟକୁ ମୂଳ ଚାକିରିରେ ଗଣନା କରନ୍ତୁ, ନଚେତ୍ ଆନ୍ଦୋଳନ ତୀବ୍ର ହେବ : ମହାସଂଘ #ଭୁବନେଶ୍ୱର(ଏନ୍‌.ଏମ୍‌.): କେତେକ ଦାବି ନେଇ ଓଡ଼ିଶା ସରକାରୀ ଚୁକ୍ତି ଭିତ୍ତିକ କର୍ମଚାରୀ ମହାସଂଘର ଅସନ୍ତୋଷ ତେଜିବାରେ ଲାଗିଛି । ଓଡ଼ିଶା ରାଜ୍ୟ ସରକାର ରାଜ୍ୟରୁ ଠିକା ବା ଚୁକ୍ତି ଭିତ୍ତିକ ବ୍ୟବସ୍ଥା…

Read More