ମହାନଦୀରେ ବନ୍ୟା: ଭାସିଆସିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲା ଚୌଦ୍ୱାର ଅଗ୍ନିଶମ ବାହିନୀ
ମହାନଦୀରେ ବନ୍ୟା: ଭାସିଆସିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲା ଚୌଦ୍ୱାର ଅଗ୍ନିଶମ ବାହିନୀ #ଚୌଦ୍ୱାର(ଏନ୍.ଏମ୍.): ହୀରାକୁଦ ଜଳଭଣ୍ଡାରର ବାମପଟରୁ ୧୬ଟି ଦକ୍ଷିଣ ପଟରେ୧୦ଟି ମୋଟ ୨୬ଟି ଗେଟ ଯୋଗେ ଜଳଭଣ୍ଡାରରୁ ଉଦ୍ବୁଦ୍ଦ ଜଳ ନିଷ୍କାସିନ ଚାଲିଥିବା ଯୋଗୁଁ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆଜି ସଂଧ୍ୟା ସୁଧା ଜଳଭଣ୍ଡାରକୁ ୨,୯୬,୬୬୫ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ୩,୫୩,୮୪୨ କ୍ୟୁସେକ୍ ନିଷ୍କାସିତ କରାଯାଉଛି । ଫଳରେ ମହାନଦୀର ତଳମୁଣ୍ଡରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି…
