କଖଡ଼ି ପଞ୍ଚାୟତରେ କୃଷି ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମର ଶିଳାନ୍ୟାସ
କଖଡ଼ି ପଞ୍ଚାୟତରେ କୃଷି ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମର ଶିଳାନ୍ୟାସ #ଚୌଦ୍ୱାର(ଏନ୍.ଏମ୍.): ଟାଙ୍ଗୀ ଚୌଦ୍ୱାର ବ୍ଲକ ଅନ୍ତର୍ଗତ କଖଡି ପଞ୍ଚାୟତ ଠାରେ ମୁଖ୍ୟଅତିଥି ଭାବେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ କଖଡି ଠାରୁ କପୁରି ସିଂ ପର୍ଯ୍ୟନ୍ତ ରାସ୍ତାର ଉନ୍ନତି କରଣ ଓ ସମ୍ପସାରଣ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି । ତେବେ କଟକ ପୁରୁଣା ସମ୍ବଲପୁର ରାଜପଥ ଠାରୁ ବିଭକ୍ତ ହୋଇ ରାସ୍ତାଟି ଦୀର୍ଘଦିନ ହେବ ଅବ୍ୟବସ୍ଥାରେ ରହିଥିଲା । ଶତାଧିକ ଲୋକ ମାନେ ଏହି…
