ଯୁବ ସାମ୍ବାଦିକ ସଂଘର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ
ଯୁବ ସାମ୍ବାଦିକ ସଂଘର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ #କଟକ(ଏନ୍.ଏମ୍.): ଓଡ଼ିଶା ଯୁବ ସାମ୍ବାଦିକ ସଂଘ ପକ୍ଷରୁ ଚର୍ତୁଦ୍ଦଶ ବାର୍ଷିକ ଉତ୍ସବ ସହିତ ଓଡ଼ିଶା ପ୍ରତିଭା ଓ ଗୌରବ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମେରିଟାଇମ ମ୍ୟୁଜିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୁଣାତ୍ମକ ଶିକ୍ଷାଦାନ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଭାବେ ଓଡ଼ିଶା ହାଇକୋର୍ଟର ପ୍ରାକ୍ତନ ବିଚାରପତି ତଥା ପୂର୍ବତନ ମାନବାଧିକାର କମିଶନ ଜଷ୍ଟିସ ବୀରକିଶୋର ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ…
