କଟକ ଟ୍ୟାକ୍ସ ବାର ପକ୍ଷରୁ ସମ୍ବଦ୍ଧର୍ନା ସଭା
କଟକ ଟ୍ୟାକ୍ସ ବାର ପକ୍ଷରୁ ସମ୍ବଦ୍ଧର୍ନା ସଭା #କଟକ(ଏନ୍.ଏମ୍.): କଟକ ଟ୍ୟାକ୍ସ ବାର ଅୋସାସିଏସନ୍ ତରଫରୁ ମକର୍ତନଗରସ୍ଥିତ ସଭାଗୃହେର ଏକ ସମ୍ବଦ୍ଧର୍ନା ସଭା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଶୁଭାଶିଷ ତାଳପତ୍ର ମୁଖ୍ୟଅତିଥି ଭାବେ ଯୋଗେଦଇ ପ୍ରଚଳିତ ଟିକସ ଆଇନର ସେଂଶାଧନ ହେବାର ସମୟ ଉପନିତ ହୋଇଥିବାବେଳେ, ଏଥିରେ ଆଇନଜୀବୀମାନଙ୍କର ଗୁରୁଦାୟିତ୍ୱ ରହିଛି ବୋଲି ମତବ୍ୟକ୍ତ କରିଥିଲେ । ସଂଘର ସଭାପତି ଅରୁଣ କୁମାର ଦାଶଙ୍କ ସଭାପତିତ୍ୱରେ ବରିଷ୍ଠ ଆଇନଜୀବୀ ସୌରଚନ୍ଦ୍ର…
