ଚୌଦ୍ୱାର ବ୍ରାହ୍ମଣସାହି ଶନିମନ୍ଦିରର ରତ୍ନମୁଦ କାର୍ଯ୍ୟକ୍ରମ
ଚୌଦ୍ୱାର ବ୍ରାହ୍ମଣସାହି ଶନିମନ୍ଦିରର ରତ୍ନମୁଦ କାର୍ଯ୍ୟକ୍ରମ #ଚୌଦ୍ୱାର(ଏନ୍.ଏମ୍.): ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ୫ନମ୍ବର ୱାର୍ଡ଼ ସ୍ଥିତ ବ୍ରାହ୍ମଣ ସାହି (କ)ର ପ୍ରସିଦ୍ଧ ଶ୍ରୀ ଶ୍ରୀ ଶନିଶ୍ଚରାୟଙ୍କ ନୂତନ ମନ୍ଦିରର ରତ୍ନମୁଦ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସାହିରେ ଥିବା ଏହି ମନ୍ଦିରଟି ବହୁ ପୁରାତନ ମନ୍ଦିର ହୋଇଥିବାବେଳେ କାଳକ୍ରମେ ଭାଙ୍ଗିରୁଜି ଯାଇଥିଲା । ତେବେ ସେହି ଭଗ୍ନ ମନ୍ଦିରରେ ପ୍ରଭୁ ଶନିଶ୍ଚର ପୂଜା ପାଇ ଆସୁଥିଲେ । ସାହିର ଦୀନବନ୍ଧୁ ପଣ୍ଡା ଦୀର୍ଘ ୫୦ବର୍ଷରୁ ଊର୍ଦ୍ଧ୍ୱ…
