ଚାକିରି କରେଇଦେବା ନାଁରେ ୫୩ ଲକ୍ଷରୁ ଅଧିକ ଟଙ୍କା ଠକେଇ, ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ
ଚାକିରି କରେଇଦେବା ନାଁରେ ୫୩ ଲକ୍ଷରୁ ଅଧିକ ଟଙ୍କା ଠକେଇ, ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ #କଟକ(ଏନ୍.ଏମ୍.): ଠକ, ଚୋର, ଲୁଟେରା ତଥା ଅସାମାଜିକ ବ୍ୟକ୍ତିଙ୍କ ରାଜଧାନୀ ପାଲଟିଛି କଟକ । କେତେବେଳେ ଘରେ ପଶି କଳା କଳା ବୁଲାଉଛନ୍ତି ତ ଆଉ କେତେବେଳେ ମାରଣାସ୍ତ୍ର ଦେଖାଇ ଝାମ୍ପିନେଉଛନ୍ତି ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଏଠାରେ ଅପରାଧ ସେତିକିରେ ସୀମିତ ନାହିଁ । ଲୋକଙ୍କୁ ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକିନେବାରେ ମାହିର ବ୍ୟକ୍ତିମାନେ…
