ପରଲୋକରେ ବରିଷ୍ଠ ସମାଜସେବୀ ଫିରଦୋଷ ଅଲ୍ଲୀ: କଟକ ସଦର ଅଞ୍ଚଳରେ ଶୋକର ଛାୟା
ପରଲୋକରେ ବରିଷ୍ଠ ସମାଜସେବୀ ଫିରଦୋଷ ଅଲ୍ଲୀ: କଟକ ସଦର ଅଞ୍ଚଳରେ ଶୋକର ଛାୟା #କଟକ ସଦର(ଏନ୍.ଏମ୍.): କଟକ ସଦର ବ୍ଲକ ଅଞ୍ଚଳର ବିଶିଷ୍ଟ ଜନନେତା ତଥା ସମାଜସେବୀ କଟକ ସଦର ବ୍ଲକ ଅନ୍ତର୍ଗତ ପ୍ରହରାଜପୁର, ପୋଖରୀ ହୁଡ଼ା ଗ୍ରାମର ଶେଖ ଫିରଦୋଷ ଅଲ୍ଲୀଙ୍କ ୬୮ ବର୍ଷ ବୟସରେ ଆଜି ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ଚିକିତ୍ସାଧୀନ ଅବସ୍ଥାରେ ଥିଲେ । ତାଙ୍କର ପରଲୋକଗତ ଖବର ଜାଣିବା ପରେ…
