ଭୁଜାଲି ମୁନରେ ଦୁବୃର୍ତ୍ତମାନେ ଲୁଟିନେଲେ ଟଙ୍କା ଓ ମୋବାଇଲ
ଭୁଜାଲି ମୁନରେ ଦୁବୃର୍ତ୍ତମାନେ ଲୁଟିନେଲେ ଟଙ୍କା ଓ ମୋବାଇଲ #ବାରଙ୍ଗ(ଏନ୍.ଏମ୍.): ସମ୍ପ୍ରତି ପୁଲିସର କଡ଼ା ପ୍ରହରା ସତ୍ତ୍ୱେ ରାସ୍ତାଘାଟ ଆଉ ସୁରକ୍ଷିତ ନାହିଁ । ପାଦପାଦକେ ଛିନତାଇ, ଲୁଟ, ରାହାଜାନୀର ଭୟ ରହୁଛି । ତେବେ ଆଜି ଅପରାହ୍ନ ସମୟରେ ଜଣେ ପରିବା ବ୍ୟବସାୟୀଙ୍କ ବେକରେ ଭୁଜାଲି ଲଗେଇ ଦୁବୃର୍ତ୍ତମାନେ ଟଙ୍କା ଓ ଏକ ଦାମୀ ମୋବାଇଲ ଲୁଟି ନେଇଥିବା ଜଣା ପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ବାରଙ୍ଗ ଥାନା ଅନ୍ତର୍ଗତ ମାର୍ଥାପୁର ଗ୍ରାମର ସୁଧାଂଶୁ…
