ଅର୍ଣ୍ଣପାଳ ଛକରେ ୟୁନିଅନ ବ୍ୟାଙ୍କର ନୂତନ ଶାଖା ଉଦ୍ଘାଟିତ
ଅର୍ଣ୍ଣପାଳ ଛକରେ ୟୁନିଅନ ବ୍ୟାଙ୍କର ନୂତନ ଶାଖା ଉଦ୍ଘାଟିତ #ଭଦ୍ରକ(ଏନ୍.ଏମ୍.): ଭଦ୍ରକ ଜିଲ୍ଲା ଅର୍ଣ୍ଣପାଳ ଛକରେ ୟୁନିଅନ ବ୍ୟାଙ୍କର ନୂତନ ଶାଖା ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ଯୋଗ ଦେଇ ରିଜିଓନାଲ ହେଡ ଜୟ ଗୋପାଳ ବେହେରା ଏହି ଶାଖାକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ଏହି ଅବସରରେ ସେ ବ୍ୟାଙ୍କର ବିଭିନ୍ନ ଲୋକାଭିମୁଖୀ ଉପାଦେୟ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥିମାନେ ବ୍ୟାଙ୍କର ଉତ୍ତମ ଗ୍ରାହକ ସେବା ପାଇଁ ପ୍ରସଂଶା କରିଥିଲେ…
