ଏସସିବି ମେଡିକାଲର ବାର୍ଷିକତ୍ସୋବରେ ରାଷ୍ଟ୍ରପତି ଡାକ୍ତରଙ୍କୁ ଦେଲେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ‘ଡାକ୍ତରୀ ଏକ ବୃତ୍ତି ନୁହେଁ, ଏକ ବ୍ରତ’ କଟକ (ଏନ୍‌.ଏମ୍‌.): କଟକର ଐତିହାସିକ ସ୍ୱାସ୍ଥକେନ୍ଦ୍ର ଏସସିବି ମେଡିକାଲ କଲେଜର ବାର୍ଷିକ ଉତ୍ସବରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ଡାକ୍ତରମାନଙ୍କୁ ବହୁ ଉପାଦେୟ ପରାମର୍ଶ ଦେଇଛନ୍ତି । ଏଥି ସହିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଅବଦାନକୁ ସେ ଅବତାରଣା କରିବା ସହ ଏହି ମେଡିକାଲ କଲେଜର ଉତ୍ତରୋତ୍ତର କାମନା କରିଛନ୍ତି । ସେ କହିଛନ୍ତି, କଟକକୁ…

Read More

ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସରେ ରାଷ୍ଟ୍ରପତି

ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସରେ ରାଷ୍ଟ୍ରପତି ‘ତ୍ୱରିତ ନ୍ୟାୟ ପୀଡ଼ିତ ଓ ନିର୍ଦ୍ଦୋଷ ଉଭୟଙ୍କୁ ସହାୟ ହେବ’: ମହାମହିମ ଦ୍ରୌପଦୀ ମୁର୍ମୁ #କଟକ (ଏନ୍‌.ଏମ୍‌.): ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟଅତିଥି ଭାବେ ଯୋଗଦେଇ, ବିଚାରପତିଙ୍କ ଠାରୁ ଆଇନଜୀବୀଙ୍କ ପର୍ଯ୍ୟନ୍ତ ସମ୍ବୋଧନ କରି ନ୍ୟାୟପାଳିକାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଳେ । ବିଳମ୍ବିତ ନ୍ୟାୟ ପ୍ରଦାନ ପାଇଁ ଅନେକ ସାଧାରଣ ଲୋକ ହଇରାଣ ହେଉଛନ୍ତି । ଏଥିପାଇଁ ଅନେକ…

Read More